ପଦ୍ମପୁରର ନବନିର୍ବାଚିତ ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବର୍ଷା ସିଂ ବରିହା
ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟକ ଭାବେ ବର୍ଷା ସିଂ ବରିହା ବିଧାନସଭାରେ ଶପଥ ଗ୍ରହଣ କରିବେ । ବର୍ଷା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହୋଇଛି । ଶ୍ରୀମତୀ ସିଂହ ବରିହା ପଦ୍ମପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ!-->…
Read More...
Read More...