Browsing Tag

bargarh news

ତାଲପାଲି ସିଏଚ୍‌ସିରେ ଚୋରି ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ପଷ୍ଟ ଦିବାଲୋକରେ ଷ୍ଟେବଲାଇଜର, ଅଦରକାରୀ ପଙ୍ଖା, ଟେବୁଲ, ଚୌକି, କୁଲର୍ ଅନ୍ୟାନ୍ୟ ଅନେକ ସାମଗ୍ରୀ ଚୋରି ଘଟଣାକୁ ନେଇ ମେଡିକାଲ କର୍ମଚାରୀ ଗାଇସିଲେଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସିକ୍ୟୁରିଟି
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ମିଡ଼ିଆ
Read More...

ହୃଷିକେଶ ଭୋଇ ହେଲେ ନୂଆ କଂସ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ତିନି ଦିନ ଧରି ବିଜୁ ପଟ୍ଟନାୟକ ଟାଉନ ହଲ୍‌ ଠାରେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଚୟନ ପ୍ରକିୟାରେ ମହାରାଜା କଂସ ଭୂମିକାରେ ହୃଷିକେଶ ଭୋଇ ଅଭିନୟ କରିବା ପାଇଁ ବିଚାରକ ମଣ୍ଡଳୀ ଚୟନ କରିଥିବା ଅତିରିକ୍ତ ଜିଲ୍ଲାପାଳ ତଥା ଧନୁଯାତ୍ରା
Read More...

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରିଛି ସଂକଳ୍ପ ପରିବାର । ସୂଚନା ଅନୁସାରେ ଦଶମାଇଲ ଛକରେ ଗତକାଲି ସନ୍ଧ୍ୟା ୭ଟା ସମୟରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇଥିଲେ । ତେବେ ଦେଓଗାଁର ଧିରେନ ବାରିକ ଫୋନ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସିଭିକ୍ ଆକ୍ସନ ପ୍ରୋଗ୍ରାମ ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସିଭିକ୍ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ଉପସ୍ଥିତିରେ ବରଗଡର ପାଇକମାଲ ମଧ୍ୟମ ଇଂରାଜୀ ବିଦ୍ୟାଳୟ ପରିସରରେ ଆୟୋଜିତ ସିଭିକ୍ ଆକ୍ସନ ପ୍ରୋଗ୍ରାମରେ
Read More...

ବରଗଡ଼ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଫାର୍ମାସିଷ୍ଟ, ଚାଳକ ଓ ହେଲପର ମାନଙ୍କର ଏକ ବୈଠକ ବରଗଡ଼ର ମହାରାଜା ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରାଜ୍ୟ ପରିଚାଳନା ମୁଖ୍ୟ ରାଜୀବ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ଅପରେସନ
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ : ସ୍ୱଚ୍ଛ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ବରଗଡ଼, (ନିରୋଜ କୁମାର ପାଣୀ) : ଗତକାଲି ନିର୍ବାଚନ କମିଶନଙ୍କ ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମୋନୀଷା ବାନାର୍ଜୀ ଆଜି ଏକ
Read More...

ଦୁର୍ନୀତି ‌ନିବାରଣ ସଚେତନତା ସପ୍ତାହରେ ସାଇକେଲ ରାଲି

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟରେ ଦୁର୍ନୀତି ‌ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ‌ନିବାରଣ ବିଭାଗ ପକ୍ଷରୁ ଏହି ଅବସରରେ ବରଗଡ଼ ଜିଲ୍ଲାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜନସଚେତନତା ସୃଷ୍ଟି କରାଯାଉଛି । ସରକାରୀ
Read More...

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାଟପଦାପଡା ମେଟାକାନୀ ମନ୍ଦିର କମିଟି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଚବିଶ ପ୍ରହର ନାମଯଜ୍ଞ ପାଇଁ ଗୁରୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ସଂଖ୍ୟାରେ ମହିଳାମାନେ ଏଥିରେ ଭାଗ ନେଇଥିଲେ । ବ୍ରତଧାରୀମାନେ କଳସ
Read More...

ଭିଜିଲାନ୍ସ ଏୱାରନେସ୍‌ ୱିକ୍‌ ଅବସରରେ ବରଗଡ ବିକାଶ ଡିଗ୍ରୀ କଲେଜର ଛାତଛାତ୍ରୀମାନଙ୍କ ଦ୍ୱାରା ଷ୍ଟ୍ରିଟ୍ ପ୍ଲେ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଭିଜିଲାନ୍ସ ଏୱାରନେସ୍‌ ୱିକ୍‌ ଅବସରରେ ବରଗଡ ବିକାଶ ଡିଗ୍ରୀ କଲେଜର ଛାତଛାତ୍ରୀମାନେ ଷ୍ଟ୍ରିଟ୍ ପ୍ଲେ କରି ଜନସାଧାରଣଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ସଚେତନ କାର୍ୟ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିବା
Read More...