Browsing Tag

bargarh news

କରୋନା ଯୋଦ୍ଧାଙ୍କ ପରିବାରକୁ ସହାୟତା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ): କରୋନା ଯୋଦ୍ଧା ସ୍ବର୍ଗତ ବିମ୍ବାଧର ଭୋଇଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ(ବୀମା) ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ କକ୍ଷ ଠାରେ ୫୦ ଲକ୍ଷ
Read More...

ଗୀତା ଜୟନ୍ତୀ ପୂଜା ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ତ୍ରୟୋଦଶୀ ତିଥିରେ ବରଗଡ଼ ଜିଲ୍ଲା ସରସରା ଠାରେ ଗୀତା ଜୟନ୍ତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଜୟ ପ୍ରକାଶ ନନ୍ଦ, ପଣ୍ଡିତ କାମାକ୍ଷ ପ୍ରସାଦ ଯୋଷୀ ସମେତ ୫ ଜଣ ବ୍ରାହ୍ମଣ ପୂଜା ଅର୍ଚ୍ଚନା କରିଥିଲେ । ପଣ୍ଡିତ ଗାନ୍ଧୀ ପଣ୍ତା ପତ୍ନୀ ଅନୁ ପଣ୍ତା କର୍ତ୍ତା
Read More...

ବରଗଡ଼ ଜିଲ୍ଲା ଭାରତୀୟ ମଜଦୁର୍‌ ସଂଘର କାର୍ଯ୍ୟକାରିଣୀ ସମ୍ମିଳନୀ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ପୂର୍ବାହ୍ନରେ ବରଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘ ବରଗଡ଼ ଜିଲ୍ଲାର କାର୍ଯ୍ୟକାରିଣୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ ଭାରତୀୟ ମଜ୍‌ଦୁର ସଂଘର ରାଜ୍ୟ
Read More...

ମାନବ ସେବା ହିଁ ଇଶ୍ୱର ସେବା

ବରଗଡ଼: ପବିତ୍ର ବଡ଼ ଦିନ ଅବସରରେ ଖ୍ରୀଷ୍ଟ।ବଲମ୍ବୀ ମାନେ ଉତ୍ସବ ପାଳନ କରିଥାନ୍ତି କିନ୍ତୁ କୃଷ୍ଠ ରୋଗୀଙ୍କ ସେବା କରି ମାନବ ସେବା ଇଶ୍ୱର ସେବା ର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି 'ଗ୍ରେସ ଅଫ ଗଡ଼ ଚର୍ଚ୍ଚ'ର ସଦସ୍ୟ ମାନେ । ବରଗଡ଼ ତୋର ଠାରେ ଆୟୋଜିତ ଏହି ବଡ଼ଦିନ ପାଳନ କାର୍ଯ୍ୟକ୍ରମ ରେ
Read More...

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସାମ୍ପ୍ରତିକ ପରିସ୍ଥିତିରେ ଆଜି ସକାଳୁ ଭବ୍ୟ ଲଗ୍ନ ଅନୁସାରେ ପୂଜାର୍ଚନା କରାଯାଇଥିଲା ।
Read More...

ଡାକ୍ତର ସୁସ୍ମିତା ଦାଶଙ୍କ ଉଦ୍ୟମକୁ ପ୍ରଶଂସା

ବରଗଡ଼, (ନିରୋଜ କୁମାର ପାଣୀ) : ଉଭୟ ସ୍ବାମୀ ସ୍ତ୍ରୀ ଦେଖି ପାରନ୍ତି ନାହିଁ । ଏପରି ସମୟରେ ସ୍ତ୍ରୀ ଆଠ ମାସର ଗର୍ଭବତୀ, ଅସୁବିଧା କହିଲେ ନସରେ । ଏହି ଖବରଟି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡଡ଼ଙ୍ଗାପାଲି ଗ୍ରାମର ଅଜିତ ଜାଲ ଏବଂ ତାଙ୍କ ସ୍ତ୍ରୀ ସୁଷମା ଚାନ୍ଦଙ୍କ ବିଷୟ । ଅନେକ
Read More...

ସରକାରୀ ସ୍କୁଲ ବନ୍ଦ ପ୍ରତିବାଦରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାରେ ୨୭୩ଟି ସରକାରୀ ସ୍କୁଲ ବନ୍ଦ ହେବା ପରେ ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି । ବରପାଲି ବ୍ଲକରେ ୧୫ଟି ସ୍କୁଲ ବନ୍ଦ ହେଉଥିବାରୁ ଏହାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ଲକ
Read More...

ଜେ.ଏସ୍. ମ୍ୟୁଜିକ୍ ଦ୍ଵାରା ଗୀତ ରେକଡିଂ

ବରଗଡ଼ : ଜେ.ଏସ୍ ମ୍ୟୁଜିକ୍ ଦ୍ଵାରା ପ୍ରସ୍ତୁତ ୨ଟି ସମ୍ବଲପୁରୀ ଏବଂ ଓଡ଼ିଆ ଗୀତ ରେକଡିଂ ହୋଇଯାଇଛି । ପ୍ରଥମ ଥର ପାଇଁ ଜେ.ଏସ୍. ମ୍ୟୁଜିକ୍ ଓଲିଉଡ କମେଡି କିଂଗ୍ ପପୁ ପମ୍ ପମ୍, ଯାତ୍ରା କୁଇନ୍ ରାନୀ ପଣ୍ଡା ଏବଂ ରୋମାଣ୍ଟିକ କିଂଗ୍ ‌ସ୍ୱୟମ୍ ପାଢ଼ୀଂକ କଣ୍ଠରେ ଏହି ଗୀତ ପ୍ରସ୍ତୁତ କରିଛି ।
Read More...

ବରଗଡ଼ରେ ଭାଜପାର କୃଷକ ସମାବେଶ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଘୁଲିପାଲି ଠାରେ ଭାରତୀୟ ଜନତା ପାର୍ଟିର ମହା କୃଷକ ସମାବେଶର ଆୟୋଜିତ ହୋଇଯାଇଛି । ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ସଭାରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ସଂପର୍କରେ ତୃଣମୂଳ
Read More...

ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : ରବିବାର ଦିନ ନିଷ୍ଠା ପରିବାର ତରଫରୁ ବିରିମାଲ ଛକ, ବରଗଡ ଠାରେ ର‌କ୍ତ ସଂଗ୍ରହ ଭ୍ୟାନ୍‌ ଦ୍ବାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ
Read More...