Browsing Tag

bargarh news

ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ମୁଣ୍ଡମହୁଲ ଗ୍ରାମରେ ଖାଦ୍ୟ ଉତ୍ସବ ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଓଡିଶା ମିଲେଟ ମିଶନ ବିଜେପୁର ଆନୁକୂଲ୍ୟରେ ତାଲପଦର ପଂଚାୟତ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମରେ ଦୁଇ ଦିନିଆଁ ମାଣ୍ଡିଆ ଉପରେ ଖାଦ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ କୁ କୃଷି ବିଭାଗର ଭିଏଡବ୍ଲୁ ସନ୍ୟାସୀ ସେଠ୍ ଉଦଘାଟନ କରି ମାଣ୍ଡିଆ ଚାଷ
Read More...

ଆରମ୍ଭ ହେଲା ସଂକଳ୍ପ ପରିବାରର ଦୁଇ ଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ତରଫରୁ ଟାଉନ ଥାନା ଛକରେ ଆଜିଠୁ ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ
Read More...

ସମାଜସେବୀ ଗୀତା ମିଶ୍ରଙ୍କ ଉଦ୍ୟମ ଅତି ପ୍ରଶଂସନୀୟ : ବୃଦ୍ଧାଶ୍ରମ ଅନ୍ତବାସୀଙ୍କୁ ବଣଭୋଜି ସହିତ ନୌକା ବିହାର କରାଇଲେ

ବରଗଡ଼, (ନିରୋଜ କୁମାର ପାଣୀ) : ସମୟ ସକାଳ ୫ଟାରେ ପୂର୍ବ ଯୋଜନା ଅନୁସାରେ ଗୋଟିଏ ଲମ୍ବା ଟ୍ରାଭେଲର ଗାଡ଼ି ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ ସମ୍ମୁଖରେ ଛିଡା ହେଲା । ଏଥିରେ ଆଶ୍ରମ ପରିଚାଳକ ଜଳନ୍ଧର ପଟେଲଙ୍କ ପରିବାର ସହିତ ସମସ୍ତ ଅନ୍ତବାସୀ ସୂର୍ୟ୍ୟ ଉଦୟ ହେବା ପୁର୍ବରୁ ଗାଡ଼ିରେ ତାଙ୍କ
Read More...

ଡିଜିଟାଲ୍‌ ମାଧ୍ୟମରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ଵ ବିଖ୍ୟାତ ବରଗଡ଼ର ଧନୁଯାତ୍ରା ମହୋତ୍ସବକୁ ଡିଜିଟାଲ୍‌ ମାଧ୍ୟମରେ କରିବାକୁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦାବୀ କରିଛନ୍ତି । ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଡେପୁଟି
Read More...

କୋଭିଡ କିଓସ୍କ ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପରିପ୍ରେକ୍ଷୀରେ ଓରମାସ ଓ ମିଶନ ଶକ୍ତି ସହାୟତାରେ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଲଗାଯାଇଥିବା ଏହି କୋଭିଡ କିଓସ୍କ ଷ୍ଟଲକୁ
Read More...

ମୁକୁନ୍ଦ ଦାଶ ପାଇଲେ ଦୂରଦୃଷ୍ଟି କରୋନା ଯୋଦ୍ଧା ସମ୍ମାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟକୁ ଏ ବର୍ଷ ଭୁବନେଶ୍ବର ଉତ୍କଳ ସାମ୍ବାଦିକ ସଂଘ ଖାରବେଳ ନଗର ଠାରେ ଦୂରଦୃଷ୍ଟି ସମ୍ମାନ ପ୍ରଦାନ କରାଯାଇଛି । ଅସହାୟ ଲୋକଙ୍କୁ ସାହାଯ୍ୟ ଓ କୁଷ୍ଟ ରୋଗୀଙ୍କୁ ସେବା, କରୋନା ସମୟରେ ଲୋକଙ୍କ ସମସ୍ୟା ଓ
Read More...

କୃଷି ବିଲ୍‌କୁ ଆପ ରାଜ୍ୟ ଆବାହକଙ୍କ ବିରୋଧ

ବରଗଡ଼, (ସତ୍ୟନାରାୟଣ ପଧାନ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୃଷି ବିଲ୍‌କୁ ବିଧାନସଭାରେ ଚିରି ବିରୋଧ କରିବା ପରେ ଆଜି ଓଡ଼ିଶାରେ ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ବିରୋଧ କରିଛନ୍ତି । ଆପ୍‌ର ସଂଗଠନ ନିର୍ମାଣ କାର୍ୟ୍ୟକ୍ରମରେ ଯୋଗାଦେଇ ବରଗଡ଼ ଜିଲ୍ଲା
Read More...

ଶବ ସତ୍କାର କଲା ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ ତରଫରୁ ଆଜି ଏକ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ଖଣ୍ଡହତା ବାସିନ୍ଦା ସମାରୁ ବରିହା (୭୫) । ତାଙ୍କର ପତ୍ନୀକୁ ଛାଡ଼ି ଚାଲିଗଲେ । ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ କାଠ ଯୋଗାଡ଼ କରି ଖଣ୍ଡହତା ସ୍ଥିତ ଶ୍ମଶାନ ଘାଟରେ ସଂଘର
Read More...

ଆରବିଏସ୍‌କେ ଶିବିର : କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବଣ୍ଟନ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଦୁଇ ଦିନିଆ ଶିବିର ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଶିଶୁ
Read More...

ଯୁବ କଂଗ୍ରେସ ପକ୍ଷରୁ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ

ବରଗଡ଼, (ସତ୍ୟନାରାୟଣ ପଧାନ) : ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ଵାନ କ୍ରମେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସର ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱ ରେ କେନ୍ଦ୍ରର ମୋଦୀ ସରକାର ଏବଂ ଓଡିଶାର ନବୀନ ସରକାରର ସମୟରେ ରନ୍ଧନ ଗ୍ୟାସ,
Read More...