Browsing Tag

bargarh news

ଅସହାୟ ଶିଶୁକୁ ଅସ୍ତ୍ରୋପଚାର କରାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅମ୍ବାପାଲି ଗ୍ରାମର ଲିପୁନ ବାଗ୍ (୧୨) ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗି ହାତରେ ରଡ୍‌ ଲାଗିଥିଲା । ଏହି ପରିବାରର ଆର୍ଥିକ ଅବ‌ସ୍ଥା ଅତି ଖରାପ ଥିବାରୁ ଅସ୍ତ୍ରୋପଚାର କରିବା ପାଇଁ ସମ୍ଭବ ହୋଇ
Read More...

୧୮ କିଲୋ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ବ୍ରହ୍ମପୁର : ୧୮ କିଲୋ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ବହୁଳ ପରିମାଣ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରୁ
Read More...

ଶିକ୍ଷକଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ସ୍ଥିତ ତିଲେଇମାଳ ସ୍କୁଲ୍‌ର ବ୍ଲକ୍‌ଗ୍ରାଣ୍ଡ୍‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା
Read More...

ବରଗଡ଼ରେ ମଦ ବିକ୍ରି ବିରୋଧରେ ଧାରଣା ଦେଲେ ମହିଳା

ବରଗଡ଼, (ସତ୍ୟନାରାୟଣ ପଧାନ) : ଦିନକୁ ଦିନ ବରଗଡ଼ ସହରରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଏବେ ମଦ ଓ କୋରେକ୍ସ ବିକ୍ରି ବିରୋଧରେ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି । ମଙ୍ଗଳବାର ବରଗଡ଼ ସହରର ନିଲିବନ୍ଦପଡା, କୁମ୍ଭାରପଡା, ଭୟନାପଡାର ମହିଳାମାନେ ଏକ ରାଲିରେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ
Read More...

ନୂଆ ୟୂଟ୍ୟୁବ ଚେନାଲ ‘ଜନକ ସେଠ୍ ଅଫିସିଆଲ୍’

ବରଗଡ଼ : ନୂଆ ୟୂଟ୍ୟୁବ ଚେନାଲ 'ଜନକ ସେଠ୍ ଅଫିସିଆଲ୍' ଆର୍.ଆର୍ ଷ୍ଟୁଡିଓ ବରଗଡ ପରିସରରେ ଲଞ୍ଚ୍‌ ହୋଇଯାଇଛି । ଏହି ଚେନାଲ୍‌କୁ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍, ସଂଗୀତ ନିର୍ଦ୍ଦେଶକ ଶୈଲେଶ - କମଲେଶ୍, ଗୀତିକାର ଦିଲିପ୍ ସିଂ, ଜନକ ସେଠ୍ ଏବଂ ବଂଶୀ ବାଦକ ସୁରେନ୍ ପାଣିଗ୍ରାହୀ ଉନ୍ମୋଚନ
Read More...

ଧନୁଯାତ୍ରା ମହୋତ୍ସବର କଳାକାରମାନଙ୍କୁ ଆର୍ଥିକ ସହାୟତା ଦାବୀ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ଵ ବିଖ୍ୟାତ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବାତିଲ ହେବା ପରେ ମସୋତ୍ସବର କଳାକାରମାନେ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ଏହି କଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧା ଉଦ୍ଧାର

ବରଗଡ, (ସତ୍ୟନାରାୟଣ ପଧାନ) : ନିଷ୍ଠା ପରିବାର ଦ୍ୱାରା ଜଣେ ଅସହାୟ ବୃଦ୍ଧା ସୋହେଲା, ବରଗଡରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଥିଲା । ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ନିଷ୍ଠା ପରିବାରର ଦୀର୍ଘ କୋଡିଏ ଦିନର ସେବା ଓ ଡାକ୍ତରଙ୍କ ଚିକିତ୍ସା
Read More...

ବରଗଡ଼ରେ ଭାଜପା ରାଜ୍ୟ ସଭାପତି

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାଜପା.ର କେନ୍ଦ୍ରୀୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦଳକୁ ମଜଭୁତ କରିବା କୁ ହେଲେ ତୃଣମୂଳ ସ୍ତରରୁ ପୁଣି ଥରେ ସଜାଡିବାକୁ ହେବ ବୋଲି କହିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି ବରଗଡ଼ ଜିଲ୍ଲା ଗସ୍ତ କରି କର୍ମକର୍ତ୍ତାଙ୍କୁ
Read More...

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଦେଇ ମଧ୍ୟ ସେବାରେ ଉନ୍ନତି ନାହିଁ

ବରଗଡ଼, (ନିରୋଜ କୁମାର ପାଣୀ) : ରବିବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ବିଦ୍ୟୁତ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ସଂଘର ସମ୍ପାଦକ ସର୍‌ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଦସ୍ୟମାନେ ବିଦ୍ୟୁତ ସମ୍ପର୍କୀୟ ବିଭିନ୍ନ
Read More...

କୋଭିଡ-୧୯ କଟକଣା ଯୋଗୁଁ ବାତିଲ୍‌ ହେଲା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ

ବରଗଡ଼, (ସତ୍ୟନାରାୟଣ ପଧାନ) : ଖୋଲା ରଙ୍ଗମଞ୍ଚ ପାଇଁ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ-୧୯ କଟକଣା ପରିପ୍ରେକ୍ଷୀରେ ନ କରିବାକୁ କୋର୍‌ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା
Read More...