Browsing Tag

bargarh news

ଭଟଲି ବ୍ଲକର ସରକାରୀ ସ୍କୁଲକୁ ବନ୍ଦ କରାନଯାଉ : ଆପ୍

ବରଗଡ଼, (ସତ୍ୟନାରାୟଣ ପଧାନ ) : ରାଜ୍ୟ ସରକାର ବନ୍ଦ କରୁଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଭଟଲି ବ୍ଲକର ୧୫ଟି ସ୍କୁଲ ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅଭିଭାଭକ ମାନେ ବିରୋଧ କରୁଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ସର୍ଭେ କରି ସ୍କୁଲ ଗୁଡ଼ିକୁ ପୁନଃ ଖୋଲିବାକୁ ସରକାର ନିର୍ଦେଶ
Read More...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଜାତୀୟ ଉତ୍ସବ
Read More...

ସଂପର୍କ ସ୍ୱେଚ୍ଛାସେବୀ ସଂଘ ମାତୃଛାୟା ଶାନ୍ତି ତପୋବନ ଆଶ୍ରମରେ ଅନ୍ତେବାସୀମାନଙ୍କ ସହିତ ନୁଆ ବର୍ଷ ପାଳନ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ସଦା ସର୍ବଦା ଅସହାୟଙ୍କ ସେବାରେ ସମର୍ପିତ । ଯାହାର କେହି ନାହିଁ, ତାର ସଂପର୍କ ସ୍ୱେଚ୍ଛାସେବୀ ସଂଘ ଅଛି । ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛି ସଂଘ । ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଚକରକେନ୍ଦ ସ୍ଥିତ ମାତୃଛାୟା ଶାନ୍ତି
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧ ଉଦ୍ଧାର : ଚିକିତ୍ସାଧୀନ ଅବ‌ସ୍ଥାରେ ମୃତ୍ୟୁୁ

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି କାହିଁକି ଅଲୋଡା ବୃଦ୍ଧ ବାପା ମା', ଏ ପ୍ରଶ୍ନ ବାରମ୍ବାର ଆମକୁ ଆନ୍ଦୋଳିତ କରେ । ଏଭଳି ଜଣେ ଅଲୋଡ଼ା ବୃ‌ଦ୍ଧ ନି‌ଷ୍ଠା ପରିବାର ‌ଦ୍ୱାରା ଉ‌ଦ୍ଧାର ହୋଇଛ‌ନ୍ତି । ଗତ ୫ ତାରିଖ ଦିନ ବରଗଡ ରେଳ ଷ୍ଟେସନ ପାଖରେ ହାଡଭଙ୍ଗା ଶୀତରେ ରୋଡ ସାଇଡରେ ପଡିଥିଲେ ଜଣେ
Read More...

ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାରତର ପ୍ରଥମ ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୦ତମ ଜନ୍ମ ଜୟନ୍ତୀ ବରଗଡ଼ ସଦର ତୋରା ଠାରେ ପାଳିତ ହୋଇଯାଇଛି । ନାରୀ ଶିକ୍ଷା, ସାମାଜିକ କୁସଂସ୍କାର ଭଳି କ୍ରାନ୍ତିକାରୀ କାର୍ୟ୍ୟ କରିଥିବାରୁ ତାଙ୍କୁ ମନେ ପକେଇବା ପାଇଁ ନାରୀ ଚେତନା
Read More...

ଜିଲ୍ଲାପାଳଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି ଗ୍ରାମରେ ବରଗଡ଼ ଜ଼ିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ
Read More...

ଅଙ୍ଗଦାନ ନିଷ୍ପତ୍ତି ନେଇ ନୂଆବର୍ଷ ଆରମ୍ଭ କଲେ ବରଗଡ଼ର ଦୁଇଜଣ ସମାଜସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୧ । ଏହି ଦିନଟିକୁ ଅନେକ ଲୋକେ ଭୋଜି ଭାତ ସହିତ ମୌଜ ମଜଲିସରେ କଟେଇବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଅନେକ ଲୋକ ଏହି ଦିନରେ ଅସହାୟ ଗରିବ ଲୋକଙ୍କ ସହିତ ପାଳନ କରିବାକୁ ପସନ୍ଦ କରୁଛନ୍ତି ନୂଆବର୍ଷ । ବରଗଡ଼ର ଦୁଇଜଣ
Read More...

ବରଗଡ଼ ଜିଲ୍ଲାରେ ବୀରତା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସହୀଦ ମାଧୋ ସିଂ ଓ ତାଙ୍କ ପରିବାରଙ୍କ ସ୍ବାଧୀନତା ସଂଗ୍ରାମରେ ବଳିଦାନ ସ୍ମୃତିରେ ବୀରତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହଲଦୀପାଲି ଛକ ସ୍ଥିତ ବୀର ସ୍ମୃତି ସ୍ତମ୍ଭ ଠାରେ ବରଗଡ଼ ବିଧାୟକ ଦେବେଶ
Read More...

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫୋର୍ ସି ସମ୍ବଲପୁର ଚାମ୍ପିଅନ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ନୂଆଗଡଠାରେ ଆୟୋଜିତ ହୋଇଥିବା ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁରର ଫୋର୍ ସି ଦଳ ୨୨ ରନ୍‌ରେ ବିଜୟୀ ହୋଇଥିଲେ । ଫାଇନାଲ ଖେଳ ଫୋର୍ ସି ଏବଂ ଜେସିସି ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ
Read More...

କୈକେଇ ଭୁଏ ପାଇଲେ ଟ୍ରି ସାଇକେଲ

ବରଗଡ, (ସତ୍ୟନାରାୟଣ ପଧାନ) : ଜନ୍ମରୁ ଚାଲି ପାରୁ ନଥିବା ବରଗଡ଼ ଧାଙ୍ଗେର ଗ୍ରାମର ଦିବ୍ୟାଙ୍ଗ କୈକେଇ ଭୁଏ ଏକ ଟ୍ରି ସାଇକେଲ ପାଇଁ ତିନି ବର୍ଷ ହେବ ଚେଷ୍ଟା କରୁଥିଲେ।ସମାଜସେବୀ ଗୁଡେ଼ଶ ଦାଶ ଓ ସାମ୍ବାଦିକ ଲଲଟେନ୍ଦୁ ଦାଶ ସମାଜ କଲ୍ୟାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବରଗଡ଼
Read More...