Browsing Tag

bargarh news

ନୂଆ ନିଯୁକ୍ତି ଉପରେ ସଂଘ ଅଧିକ ଧ୍ୟାନ ଦେବ: ଏସଡିସିସି କର୍ମଚାରୀ ସଂଘ ସଭାପତି

ବରଗଡ଼, (ସତ୍ୟନାରାୟଣ ପଧାନ) : ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘ ର ନୂଆ ସଭାପତି ଓ ସମ୍ପାଦକ ମନୋନୀତ ହୋଇଛନ୍ତି। କାମିନୀ ମୋହନ ପୁରୋହିତ ସଭାପତି ଓ ଦେବେଶ ରଂଜନ ଧର ସମ୍ପାଦକ ଭାବେ ସଂଘର ଦାୟିତ୍ୱ ନେଇଛନ୍ତି। ପୂର୍ବତନ କର୍ମଚାରୀ ସିବାନନ୍ଦ ମଟାରି, ବିରଞ୍ଚି
Read More...

ସିସିଟିଭି ଫୁଟେଜ ଆଧାରରେ ୨ ଲୁଟେରାଙ୍କୁ ଗିରଫ କଲା ପୋଲିସ୍‌

ବରଗଡ : ବରଗଡ଼ସ୍ଥିତ ବିନାୟକ ହୋଟେଲ ପରିସରରେ ଲୁଟ ହୋଇଥିବା ଲୁଟେରା ଗିରଫ ହୋଇଛନ୍ତି । ଲୁଟେରା ଜଣକ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୫ର ରାମ ଓରଫ ରାଘବ ନାଏକ ଏବଂ ହର୍ଲୁ ଗୁର୍ଲା । ଗିରଫ ପରେ ଦୁର୍ବୃତ୍ତିଙ୍କଠାରୁ ୨ ଲକ୍ଷ ୩୫ ହଜାର ଟଙ୍କା, ଗୋଟିଏ ବାଇକ୍‌, ୨ଟି ଛୁରୀ ଏବଂ
Read More...

ଦୁଷ୍ଟିହୀନ କଣ୍ଠଶିଳ୍ପୀ ମନିଶ ତାଣ୍ଡି‌ଙ୍କ କଣ୍ଠରେ ପ୍ରେରଣାଧର୍ମୀ ଗୀତ

ବରଗଡ଼ : ଅନ୍ଧ, ମୁକ, ବଧିର ଏବଂ ଶାରିରୀକ ବିକଲାଂଗ ପିଲାଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ପ୍ରେରଣାଧର୍ମୀ ଗୀତ ଇତି ମଧ୍ୟରେ ଆର୍ ଆର୍ ଷ୍ଟୁଡିଓ ବରଗଡରେ ରେକଡିଂ ହୋଇଯାଇଛି । ଏହି ଗୀତକୁ ଲେଖିଛନ୍ତି ଗୀତିକାର ଜନକ ସେଠ୍ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶୈଲେଶ ସାମଲ୍ । ଏହି ଗୀତକୁ
Read More...

ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜ଼ିଲ୍ଲା ଅନ୍ତର୍ଗତ ସତଲମା ଗ୍ରାମରେ ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସମଲେଶ୍ୱରୀ ଭଲିବଲ ସଂଘ ଆନୁକୂଲ୍ୟରେ ସତଲମା ବାଳକ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବରପାଲି ଦଳ ଅଡ଼ଗାଁ ଦଳ କୁ ୨-୧
Read More...

ପପଙ୍ଗା ପାହାଡ ତଳେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବନ୍ଧୁ ମିଳନ କାର୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ପପଙ୍ଗା ପାହାଡ ତଳେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ଆନୁକୂଲ୍ୟରେ ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର ସଭା ଅନୁଷ୍ଠିତ ସଭାରେ ମୂଖ୍ୟ
Read More...

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ନରସିଂହ ବିଶି କଳା ମଣ୍ଡପ ଲୋକାର୍ପଣ ଉତ୍ସବ ଅବସରରେ ପୁରାତନ ଛାତ୍ର ସଂସଦ, ଟାଉନ ହାଇସ୍କୁଲ, ବରଗଡ ଦ୍ବାରା ସମାଜସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ
Read More...

ବିଚିତ୍ର ଅନ୍ଧବି‌ଶ୍ୱାସ : ମୃତ ଶରୀରରେ ଜୀବନ ଫେରିବା ଆଶାରେ ଦୀର୍ଘ ୧୦ ଦିନ ଧରି ଘରେ ରଖିଥିଲେ ଶବ, ସଂକଳ୍ପ ପରିବାର…

ବରଗଡ଼, (ନିରୋଜ କୁମାର ପାଣୀ) : ମଣିଷର ମୃତ୍ୟୁ ହେବା ପରେ ଆଉ ସେ ଜୀବନ୍ତ ହୁଏ ନାହିଁ, ଏହା ସମସ୍ତଙ୍କୁ ଜଣା । ବହୁ ପୁରାତନ କାଳରେ ମୃତ ଶବକୁ ଯତ୍ନ ସହକାରେ ରଖୁଥିଲେ ମୃତକର ଜୀବନ ଫେରି ପାଇବା ଆଶାରେ, ଯାହା ଏକ ଅନ୍ଧବିଶ୍ଵାସ ରହିଥିଲା । ମାତ୍ର ବର୍ତ୍ତମାନର ଆଧୁନିକ ଯୁଗରେ ଯଦି ମୃତ
Read More...

ବରପାଲି ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କୁ ଥଇଥାନ ନକଲେ ଜୋରଦାର ଆନ୍ଦୋଳନ ହେବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପଧାନ) : ବରପାଲି ଏନଏସି ଅଧୀନରେ ଥିବା ୱାର୍ଡ ନଂ ୩ ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କ ଘରକୁ ଜବର ଦଖଲ ନାମରେ ଉଚ୍ଛେଦ କରିବାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିଛି । ରାଜ୍ୟ ସରକାରଙ୍କ 'ଜାଗା ମିଶନ' ଯୋଜନାରେ ସମସ୍ତଙ୍କୁ ପ୍ରମାଣ ପତ୍ର ମିଳିଥିବା ବେଳେ ଥଇଥାନ ନକରି
Read More...

ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଏକ ଲୁଟ୍‌ ଅଭିଯୋଗ ଆସିଛି । ଆଜି ଦିନ ପୂର୍ବା‌ହ୍ନ ୧୧ଟା ୨୫ ମିନିଟ ସମୟରେ ବିଚ୍‌ ରାସ୍ତାରେ ଜଣେ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ଗୋଡ଼ଭଗା ସମବାୟ ବ୍ୟାଙ୍କକୁ
Read More...

ବରଗଡ଼ ମୁଣ୍ଡାପଡା ଡମ୍ପିଙ୍ଗ୍‌ ୟାଡ଼ ସ୍ଥାନାନ୍ତରଣ ଓ ସହରର ପରିମଳ ବ୍ୟବସ୍ଥା ସୁଦୃଢ଼ ଦାବୀରେ ଜିଲ୍ଲାପାଳ ଅଫିସ…

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିବା ବେଳେ ମୁଣ୍ଡାପଡା ଡମ୍ପିଙ୍ଗ୍‌ ୟାର୍ଡ ଏବେ କୁତ୍ରିମ ଆବର୍ଜନା ପାହାଡ଼ ହୋଇଛି । ଏହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ବୁଧବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ
Read More...