Browsing Tag

bargarh news

ବିଜୁ ଯୁବ ଜନତା ତରଫରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବିଜୁ ଯୁବ ଜନତା ଦଳ, ସୋହେଲା ବ୍ଲକ ତରଫରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତସିଂହ ଯୋଗଦେଇ ଫିତା କାଟି ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି
Read More...

ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ : ମୌଳିକ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେବ ଆପ୍

ବରଗଡ଼, (ନିରୋଜ କୁମାର ପାଣୀ) : ଦେଶର ପରିବର୍ତିତ ରାଜନୀତିକୁ ଧ୍ୟାନରେ ରଖି ଆମ୍ ଆଦମୀ ପାର୍ଟି ରାଜ୍ୟରେ ସଂଗଠନ ବିସ୍ତାର କାର୍ୟ୍ୟ ଆରମ୍ଭ କରିଛି । ବରଗଡ଼ ଜିଲ୍ଳା ଆବାହକ ଚୟନ ଶେଷ ହୋଇଛି ସର୍ବସମ୍ମତି କ୍ରମେ ଭବାନୀ ସାହୁଙ୍କୁ ପୁଣି ଥରେ ଜିଲ୍ଳା ଦାଇତ୍ୱ ଦିଆଯାଇଛି । ପାର୍ଟିର ରାଜ୍ୟ
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ଉତ୍କଳ ଶାନ୍ତି କ୍ଲବ୍ ଓ ୟୁନାଇଟେଡ କ୍ଲବ୍ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ
Read More...

ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ମେହେରଙ୍କ ଆକସ୍ମିକ ବିୟୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର କୁମ୍ଭାରପଡ଼ାର ଦୁର୍ବାଦଳ ମେହେରଙ୍କ ଧର୍ମପତ୍ନୀ ସ୍ନେହଲତା ମେହେର (୪୭)ଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି । ସେ ୧୯୯୭ ମସିହାରୁ ସତଲମା ଗ୍ରାମର ତିନି ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ଭାବେ
Read More...

ମାତୃଛାୟା ସ୍ୱଧାର ଗୃହର ଅନ୍ତେବାସିନୀଙ୍କ ସଫଳ ଜୀବନ କାହାଣୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୧୨ ମସିହା ୦୬ ଫେବୃୟାରୀ ମାଘ ମାସ ଶୁକ୍ଳ ପକ୍ଷ ଗୁରୁବାର ଦିନ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ(ଜରାନିବାସ) ଚକରକେନ୍ଦ ଛକ, ବରଗଡ଼ ପାଇଁ ଏକ ସ୍ମରଣୀୟ ଦିନ ଥିଲା । ଏହି ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ତଥା ମାତୃଛାୟା ସ୍ୱଧାର ଗୃହର
Read More...

ବରଗଡ଼ ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲା ସ୍ତରୀୟ ସମ୍ମିଳନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଟାଉନ୍ ହଲ୍ ଠାରେ ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ସମ୍ମାନୀତ
Read More...

ବିନା ନୋଟିସରେ ବିଦ୍ୟୁତ କାଟ୍‌କୁ ଆମ୍ ଆଦମୀ ପାର୍ଟିର ଵିରୋଧ

ବରଗଡ଼, (ନିରୋଜ କୁମାର ପାଣୀ) : ମାର୍ଚ୍ଚ ମାସର ଆଳ ଦେଖାଇ ୱେସ୍କୋ ଏବେ ଉପଭୋକ୍ତାଙ୍କ ଠାରୁ ଟଙ୍କା ଅସୁଲି କରିବା ସହ ପୈଠ ନକଲେ ବିଦ୍ୟୁତ ସଂଯୋଗ କାଟ୍ କକରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ୧୫ ଦିନର ନୋଟିସ ନଦେଇ ଜୋରଜବରଦସ୍ତ ବିଦ୍ୟୁତ କାଟ୍ କୁ ଜନ ସାଧାରଣ ସହ୍ୟ କରି
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା : ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ଲାରମ୍ଭା ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମ୍ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ସୋହେଲା ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଗତକାଲି ମ୍ୟାଚକୁ ବ୍ଲୁ
Read More...

ଜିଲ୍ଲାରେ ପଞ୍ଚାୟତ ସ୍ତରରେ କୋଭିଡ ଟୀକାକରଣ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ ଆଜି ପଞ୍ଚାୟତ ସ୍ତରୀୟ ବରିଷ୍ଠ ନଗରିକଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଉପାନ୍ତ ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ଶୁଭାରମ୍ଭ ହୋଇଛି । ଅତିଥି ଭାବେ ଜିଲ୍ଲା ପରିଷଦ
Read More...