କଂଗ୍ରେସ କରିବ ବରଗଡ଼ରେ ଚାଷୀ ସମାବେଶ : ଯୋଗ ଦେବେ ଏଆଇସିସି ସାଧାରଣ ସମ୍ପାଦକ ଚେଲା କୁମାର
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ କଂଗ୍ରେସ ଦଳ ଏକ ବଡ ଧରଣର ଚାଷୀ ସମାବେଶ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ଆୟୋଜନ କରିବାକୁ ଯାଉଛି । ଓଡ଼ିଶାରେ ବିଶେଷ କରି ବରଗଡ଼ ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ପ୍ରଦେଶ!-->…
Read More...
Read More...