Browsing Tag

bargarh news

ଅତାବିରା ବ୍ଲକର ୫ ହାଇସ୍କୁଲକୁ ‘ଫାଇପ୍‌ ଟି’ ଯୋଜନାରେ ସାମିଲ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣ୍ଡା, ରୁଷୁଡା, ପତରାପାଲି, ଲରମ୍ଭା, କାଦୋବାହାଲ ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ୫ଟି ସ୍ମାର୍ଟ୍ କ୍ଲାସରୁମ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରୟାସରେ
Read More...

ବରିଷ୍ଠ ନାଗରିକ ସଂଘର ବୈଠକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ ନିଜସ୍ଵ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅମରେନ୍ଦ୍ର ନାରାୟଣ ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କରୋନାର ତୃତୀୟ ଲହର ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିଲା ।
Read More...

କୁନି ଶିଶୁ ସୁମିତର ଜନ୍ମ ଦିନରେ ୩୩ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ଆଠ ବର୍ଷ ବୟସର କୁନି ବାଳକ ସୁମିତ ମିଶ୍ରଙ୍କ ଆଜି ଜନ୍ମଦିନ ଅବସରରେ ସଂକଲ୍ପ ପରିବାର ତରଫରୁ ଟୁକୁର୍ଲ୍ଲାସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ହିମାଂଶୁ
Read More...

ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡାଙ୍କ କବିତା ସଙ୍କଳନ “ତେଜ୍ ପତର୍” ଉନ୍ମୋଚିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ନିଜ ହାସ୍ୟ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଲୋକଙ୍କ ମୁହଁରେ ହସ ଫୁଟାଇବାରେ ଖୁବ ଆଗ୍ରହ ପ୍ରକାଶ କରୁଥିବା ବିଶିଷ୍ଠ ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡା ନିଜ ଜୀବନରେ ବହୁତ କବିତା ଲେଖିଛନ୍ତି । ଗତକାଲି ସ୍ଥାନୀୟ ଅଗ୍ରଗାମୀ ଯୁବକ
Read More...

ମିଶନ ଶକ୍ତିର ନୂତନ ଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପରିସରରେ ମିଶନ ଶକ୍ତିର ନୂତନ ଅଫିସ ଗୃହ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ସମାଜ ଗଠନରେ ନାରୀ ମାନଙ୍କ ଭୂମିକା ଆଗରେ । ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ମହିଳା ମାନଙ୍କ ଉନ୍ନତି
Read More...

କଟାପାଲି ଗାଁରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : କରୋନା ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱବଧାନରେ ଆଜି କଟାପାଲି ଗାଁ ଜବାହର ଯୁବକ ସଂଘ କ୍ଲବ(ରାମଜୀ ମଣ୍ଡପ) ପ୍ରାଙ୍ଗଣରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ମହିଳା କୃଷି ଉଦ୍ୟୋଗୀ ସନ୍ଧ୍ୟାରାଣୀ କୁମାର ସମ୍ବର୍ଦ୍ଧିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନାବାର୍ଡ଼ର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭର୍‌ଚୁଆଲ ମୋଡ଼ରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ଜଣେ ଲେଖାଏଁ ଅଗ୍ରଣୀ ଚାଷୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ପୁରସ୍କୃତ କରିଥିଲେ । ବରଗଡ଼
Read More...

ଅତାବିରା ପୋଲିସ ଦ୍ୱାରା ବ୍ରାଉନସୁଗାର ଜବତ : ୨ ଗିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ବରଗଡ଼ ଅଞ୍ଚଳର ପ୍ରବଜିତ ସିଂ ଏବଂ ଦଶରଥ ବାରିକ ନାମକ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ଠାରୁ ୫.୮୫
Read More...

ନୂତନ ଘରୋଇ ବସଷ୍ଟାଣ୍ଡରୁ ପବିତ୍ର ବାହୁଡ଼ାରୁ ବସ୍ ଗଡିଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ପ୍ରତୀକ୍ଷାର ଅନ୍ତଘଟି ଆଜି ବରଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ୍ ଚଳାଚଳର ଶୁଭାରମ୍ଭ ହେଇଯାଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ,
Read More...

ବରଗଡ଼ରେ ବିଜେଡିର ଧାରଣା ଓ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀ କୂଳ ଦିନକୁ ଦିନ ହତାଶ ହେବାରେ ଲାଗିଲେଣି ।‌ ତାଙ୍କ ବିଭିନ୍ନ ସମୟରେ ବକେୟା ପାଉଣା କେନ୍ଦ୍ର ସରକାର ପ୍ରଦାନ କରୁନାହାନ୍ତି । ସେହିପରି ଜିଲ୍ଲାର ଏଫ୍‌ସିଆଇ ଗୋଦାମରେ ବଳକା ଚାଉଳ ମଧ୍ୟ ଉଠୁ ନାହିଁ । ଫଳରେ ତାହା ନଷ୍ଟ ହେଉଛି ।
Read More...