Browsing Tag

bargarh news

ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ

ଏପ୍ରିଲ ୧୨ ତାରିଖରେ ଖେଳାଳୀ ଚୟନପାଞ୍ଚୋଟି ଦଳର ଆଇକନ ଖେଳାଳୀ ଘୋଷିତ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡର ଚର୍ଚ୍ଚିତ ଦିବା ରାତ୍ର କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି. ଡି. ପି.ଏଲ) କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ ଆରମ୍ଭ ହୋଇ ମଇ ୧୪
Read More...

ସୋହେଲା ପୋଲିସ ପକ୍ଷରୁ ଜଳଛତ୍ର ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ସ୍ଥାନରେ ଜଳକ୍ଳିଷ୍ଟ ହେଲାଣି । ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଲେଣି । ଏଇ ସମୟରେ ପଥଚାରୀଙ୍କୁ ଥଣ୍ଡା ପାଣି ପ୍ରଦାନ ପାଇଁ ସୋହେଲା ପୋଲିସ ପକ୍ଷରୁ ଆଜି ଥାନା ସମ୍ମୁଖରେ ଜଳଛତ୍ର ଅଭିଯାନ
Read More...

ଓଲଟିଲା ପିକ୍‌ଅପ୍‌, ୧୫ ଶ୍ରମିକ ଆହତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ବଲାଙ୍ଗିର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟି ଶ୍ରମିକ ମାନେ ଆହତ ହୋଇଛନ୍ତି । ଉକ୍ତ ବୁଲାଣିରେ ଏକ୍‌ ପିକଅପ୍‌ ଭ୍ୟାନ (ନଂ-ଓଆର୍‌୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସେଥିରେ ବସିଥିବା ୧୫
Read More...

କନିଷ୍ଠ ଶିକ୍ଷକଙ୍କୁ ଶିକ୍ଷକ ଲେଭେଲ ଭିବି ହିସାବରେ ପରିଗଣିତ କରିବା ପାଇଁ ଆଦେଶ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକରେ ଥିବା ୩୦ ଜଣ କନିଷ୍ଠ ଶିକ୍ଷକଙ୍କୁ ଗତକାଲି ଶିକ୍ଷକ ଲେଭେଲ ଭିବି ହିସାବରେ ପରିଗଣିତ କରିବା ପାଇଁ ଆଦେଶ ବଣ୍ଟନ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ
Read More...

ବ୍ରହ୍ମବିହାର ରାମମନ୍ଦିରରୁ ଚୋରି, ଟେର ପାଉନି ପୋଲିସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର, ପିତ୍ତଳ ନିର୍ମିତ ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଆଦି ଚୋରି କରି ନେଇଛନ୍ତି ।
Read More...

ନୀଳଗିରିରେ ପୋଲିସର ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା : ବରଗଡ଼ରେ ଜାବର ତୀବ୍ର ପ୍ରତିବାଦ, ଜିଲ୍ଲା ସାରା…

କଳା ବ୍ୟାଚ ପରିଧାନ କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନୀଳଗିରିରେ ପୋଲିସର ସାମ୍ବାଦିକଙ୍କ ପ୍ରତି ଅମାନବୀୟ ନିର୍ଯ୍ୟାତନା ପ୍ରତିବାଦରେ ଗତକାଲି ବରଗଡ ଜିଲ୍ଲାରେ
Read More...

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ରବି ଋତୁର ଧାନ ସଂଗ୍ରହ ପାଇଁ ପୂର୍ବ ଭଳି ପ୍ରାଥମିକ କୃଷି ସମବାୟ ସମିତି ଓ
Read More...

ବରଗଡ଼ ପୌର ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ରାଜେଶ କୁମାର ଅଗ୍ରୱାଲ ନିର୍ବାଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ରାଜେଶ କୁମାର ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । ବରଗଡ଼ ପୌରାଞ୍ଚଳର ୫ ନମ୍ବର ୱାର୍ଡର କାଉନସିଲର ଶ୍ରୀ ଅଗ୍ରୱାଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ତଥା
Read More...

ବରଗଡ଼ ଲୋକସଭା ଅଞ୍ଚଳ ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ରର ୩୬୮ କୋଟି ଟଙ୍କା ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ଅଞ୍ଚଳର ରାସ୍ତାଘାଟ ଓ ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ସିଆର୍‌ଆଇଏଫ୍‌ ଫଣ୍ଡରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପତ୍ର
Read More...

ବରଗଡ଼ ଜିଲ୍ଲାପାଳଙ୍କ ଆଶ୍ରମ ସ୍କୁଲ୍ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଡୋଲ ସିମେଣ୍ଟ ନଗର ନିକଟସ୍ଥ ଆଶ୍ରମ ସ୍କୁଲ୍ ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଆଶ୍ରମ ସ୍କୁଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ସେଠାରେ ରୋଷେଇ ଘରର ସ୍ବାସ୍ଥ୍ୟକର ପରିବେଶର
Read More...