pakka

ଡା. ମଧୁସୂଦନ ଦାଶଙ୍କ ପରଲୋକ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଜଣାଶୁଣା ଡାକ୍ତର ମଧୂସୁଦନ ଦାଶ ଆଉ ଆମ ଗହଣରେ ନାହାନ୍ତି । ସେ ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜଣେ ଶିଶୁ ବିଶେଷଙ୍ଗ ଡାକ୍ତର ଭାବରେ ସାରା ରାଜ୍ୟରେ ପରିଚିତ ଥିଲେ ସେ । ତାଙ୍କର ଏହି ଅକଷ୍ମିକ ବିୟୋଗ ବରଗଡ଼ ସହରରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହି ଦୁଃଖଦ ସମୟରେ ଭଗବାନ ତାଙ୍କର ପରିବାରକୁ ଧର୍ଯ୍ୟ ପ୍ରଦାନ କରିବା ସହ ତାଙ୍କର ଆମର ଆତ୍ମାକୁ ଶାନ୍ତି ନିମେନ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ବିୟୋଗରେ ବରଗଡ ସହର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

four × three =