Browsing Tag

bargarh news

ବେଆଇନ ଟୋଲ ଟ୍ୟାକ୍ସ ଆଦାୟର ପ୍ରତିବାଦ : ବରାହାଗୁଡା ଟୋଲପ୍ଲାଜାରେ ବିକ୍ଷୋଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁମ୍ବାଇରୁ କୋଲକାତା ଯାଇଥିବା ଅସମ୍ପୂର୍ଣ୍ଣ ରାସ୍ତାରୁ ନିର୍ମାଣକାରୀ ସଂସ୍ଥା ଅଶୋକା ବିଲଡିକନ ଗତ ୯ ବର୍ଷ ହେବ ଯାନବାହାନ ଗୁଡିକରୁ ଟୋଲ ଟ୍ୟାକ୍ସ ଆଦାୟ କରିବା ପ୍ରତିବାଦରେ ଆଜି ହାଇଓ୍ବେ ୟୁଜର୍ସ ଫୋରମ୍ ପକ୍ଷରୁ ବରାହାଗୁଡା ଟୋଲପ୍ଲାଜାରେ ବିକ୍ଷୋଭ…
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ପ୍ରଥମ ଦିନ ଖେଳ ଅତାବିରା ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବିଡିପିଏଲ - ୭ କ୍ରିକେଟ୍‌ ପ୍ରତିଯୋଗିତା ଗତକାଲି ବିଧିବଦ୍ଧ ଭାବରେ ଉଦ୍‌ଘାଟିତ ହୋଇଯାଇଥିବା ବେଳେ ପ୍ରତିଯୋଗିତାର ମ୍ୟାଚ୍ ଗୁଡ଼ିକ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ ଅତାବିରା ହୁଆଇଟ୍ ହର୍ଷ ଓ ୟୁନାଇଟେଡ଼ ଡ୍ରିମ୍…
Read More...

ଡାକ୍ତର ମଧୁସୂଦନ ଦାଶଙ୍କ ବିୟୋଗରେ ଆଇଏମ୍‌ଏ ବରଗଡର ଶୋକସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ ଡ଼ା. ମଧୁସୂଦନ ଦାଶଙ୍କ ମହାପ୍ରୟାଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାରତୀୟ ମେଡିକାଲ ସଂଘ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ କିଶୋରୀ ନର୍ସିଂ ହୋମର ପରିସରରେ ଆୟୋଜିତ ହୋଇଯାଇଛି । ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଶାଖାର ସଭାପତି ଡ଼ା. ରବିନାରାୟଣ…
Read More...

ଚାଷୀ ପ୍ରତିନିଧିମାନଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମଗ୍ର ରାଜ୍ୟରେ ବରଗଡ଼ ଜିଲ୍ଲା ଶ୍ରେଷ୍ଠ କୃଷି ଭିତ୍ତିକ ଜିଲ୍ଲା ଭାବେ ପୁରସ୍କୃତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାପାଳ ମୋନୀଷା ବେନର୍ଜୀଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ଏଥିରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଉଦ୍ୟମ ପ୍ରଶଂସନୀୟ ଅଟେ ।…
Read More...

ପବିତ୍ର ଅକ୍ଷୟ ତୃତୀୟାରେ ନୂତନ ଟେଲିଫିଲ୍ମର ମୁହୁରତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନୂତନ ଟେଲିଫିଲ୍ମ ସଂକୀ କଳା ବିକାଶ ସମିତି ପକ୍ଷରୁ ସତଲମା ଗ୍ରାମରେ ମୁହୁର୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଂଚଳ ପରିଷଦ ବରପାଲି ଅଧକ୍ଷ ଦିନେଶ ଗହିର ମୁଖ୍ୟ ଅତିଥି ଭାବରେ ଯୋଗଦାନ…
Read More...

ଟାଟା ପାୱାର କମ୍ପାନୀ ସହ ବିଦ୍ୟୁତ ଉପଭୋକ୍ତା ସଂଘର ଆଲୋଚନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଆହୁତ ବୈଠକରେ ବରଗଡ ଜିଲ୍ଲାରେ ଟାଟା ପାୱାର ଦ୍ୱାରା ଯୋଗାଉଥିବା ବିଦ୍ୟୁତସେବା ପ୍ରତି ଜନ ଅସନ୍ତୋଷ ସମ୍ବନ୍ଧରେ ସମସ୍ତ ପକ୍ଷଙ୍କୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା । ଏହି ବୈଠକରେ…
Read More...

ବିଡିପିଲ୍‌ର ସପ୍ତମ ସଂସ୍କରଣ ଉଦ୍‌ଘାଟିତ : ଆସନ୍ତା କାଲିରୁ ଲିଗ୍ ମ୍ୟାଚ୍ ଆରମ୍ଭ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ମିନିଷ୍ଟାଡିୟମରେ ବହୁ ପ୍ରତିକ୍ଷିତ ବରଗଡ ଜିଲ୍ଲା ପ୍ରିମୀୟର ଲିଗ୍, ବିଡିପିଲ୍ -୭ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ…
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ଓ ମୁଠିଛୁଆଁ ଉତ୍ସବ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମଠାରେ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ, ମୁଠିଛୁଆଁ ଉତ୍ସବ ମହାସମାରୋହ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,…
Read More...

ସିମେଣ୍ଟ ନଗରକୁ ଲମ୍ବି ଯାଇଥିବା ରାସ୍ତାକୁ ସହୀଦ ପଦ୍ମଲୋଚନ ମାଝୀଙ୍କ ନାମରେ ନାମିତ

ବରଗଡ, (ନିରୋଜ କୁମାର ପାଣୀ) : ସବ କଲେକ୍ଟର ବରଗଡ଼ଙ୍କ ପତ୍ର ସଂଖ୍ୟା ୧୨୮/୩୦-୦୪-୨୦୨୨ଙ୍କ ଆଦେଶ କ୍ରମେ ଆଜି ବରଡୋଲ କେନାଲ ଛକରୁ ସିମେଣ୍ଟ ନଗରକୁ ଲମ୍ବି ଯାଇଥିବା ରାସ୍ତାକୁ ସହୀଦ ପଦ୍ମଲୋଚନ ମାଝୀଙ୍କ ନାମରେ ନାମିତ କରାଗଲା । ଏହି ଅବସରରେ ଶହୀଦ ପରିବାରରୁ ପଦ୍ମଲୋଚନଙ୍କ ମାତା ଶର୍ମିଳା…
Read More...

ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ : ୮୦ ଜଣଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଥିବା ଡିଇଆଇସି କେନ୍ଦ୍ରଠାରେ ଆଜି ୮୦ ଜଣ ଶିଶୁଙ୍କୁ ମାଗଣା ବିଭିନ୍ନ ପ୍ରକାରର ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ମୁଖ୍ୟ…
Read More...