Browsing Tag

bargarh news

ନିଷ୍ଠା ପରିବାର ତରଫରୁ ରକ୍ତଦାନ ସଚେତନତା ପାଇଁ ବାଇକ ରାଲି

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୧୪ ତାରିଖ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲାର ଅଗ୍ରଣୀ ସମାଜିକ ସଂଗଠନ ନିଷ୍ଠା ପରିବାର ପାଳନ କରିବାକୁ ଯାଉଛି ତାର ୧୩ତମ ପ୍ରତିଷ୍ଠା ଦିବସ ତଥା ବିଶ୍ବ ରକ୍ତଦାତା ଦିବସ । ଏହି ଉପଲକ୍ଷେ ରକ୍ତଦାନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ଏକ ମୋଟର
Read More...

ଜିଆଇଇଟି ବିଶ୍ୱବିଦ୍ୟାଳୟର ଗୁଣୁପୁର ପକ୍ଷରୁ ବରଗଡରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପକ୍ଷରୁ ବରଗଡ଼ର ଏକ ହୋଟେଲରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଶ୍ୱ ବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ବିଭାଗର ଡ଼.ବନ୍ଦିତା ସାହୁ, ରିଜୋନାଲ ମେନେଜର ବିଜୟ କୁମାର ସାହୁ ପ୍ରମୁଖ
Read More...

‘ବଡ଼ ମାଁ’ ୨ୟ ପର୍ଯ୍ୟାୟ ସୁଟିଂ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନୀ ଉପରେ ଆଧାରିତ ଚଳଚିତ୍ରର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ଆରମ୍ଭ ହୋଇଛି । ପଞ୍ଚବଟୀ ଫିଲ୍ମ ଓ ବିକାଶ ଗ୍ରୁପ, ବରଗଡ଼ ଦ୍ବାରା
Read More...

ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଆଜି ନବ ନିଯୁକ୍ତ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । କ୍ଲବ ପରିସରରେ ଆୟୋଜିତ ସମର୍ଦ୍ଧନା ସଭାରେ ବରପାଲି ସହରର ଉନ୍ନତି ପାଇଁ
Read More...

ଶ୍ରୀକ୍ଷେତ୍ର ପୁରୀରୁ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ରାଜ୍ୟ ପରିକ୍ରମା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପବିତ୍ର ଶ୍ରୀକ୍ଷେତ୍ରଧାମ ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ ବରଗଡ଼ର "ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର"ର ରାଜ୍ୟ ପରିକ୍ରମା ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପ୍ରଥମ ପିଲାଙ୍କ ଖବର କାଗଜ "ଶିଶୁ ସମାଚାର"ର ସମ୍ପାଦକ ସୁକାନ୍ତ ପଣ୍ଡାଙ୍କ ସହଯୋଗରେ
Read More...

ଚଳଚ୍ଚିତ୍ର ପ୍ରଯୋଜନାରେ ସାମିଲ ହେଲା ବିକାଶ ଗ୍ରୁପ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ୱାଧୀନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନି ଉପରେ ନିର୍ମାଣଧିନ ଥିବା ଚଳଚ୍ଚିତ୍ର 'ବଡ ମାଁ' ପ୍ରଯୋଜନାରେ ସାମିଲ ହୋଇଛନ୍ତି ବିକାଶ ଗ୍ରୁପ୍‌ । ଏହି ଅବସରରେ ବିକାଶ ଫାଷ୍ଟ ଷ୍ଟେପ୍‌ରେ
Read More...

୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ଦୁଇ ଦିନ ଧରି ବରଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ । ଏହି କାର୍ଯ୍ୟକ୍ରମ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା "ଓଡିଶା ମୁଏଥାଇ ୟୁନିଅନ" ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ
Read More...

ଅମ୍ବାଭୋନାଠାରେ ଉନ୍ମୋଚିତ ହେଲା “ଦରଖଁଡ଼ିଆ”

ବରଗଡ, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ କୋଶଳୀ ଉପନ୍ୟାସ "ଦରଖଁଡ଼ିଆ" ବରଗଡ ଜିଲ୍ଲା ଅମ୍ବାଭୋନାଠାରେ ଉନ୍ମୋଚିତ ହୋଇଯାଇଛି । ଏହାର ଲେଖକ ହେଉଛନ୍ତି ଗିରିଧାରୀଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିତ୍ୟାନନ୍ଦ ନାୟକ । ତେବେ ବରଗଡ଼ ଭୁକ୍ତା ଅଞ୍ଚଳର କୃଷକମାନଙ୍କର ସ୍ଥିତିକୁ
Read More...

ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ସୋହେଲା ବ୍ଲକ କାର୍ଯ୍ୟାଳୟଠାରେ ବରଗଡ଼ ଜିଲ୍ଲପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ୩୦ ଜଣ ଅଭିଯୋଗକାରୀ ତାଙ୍କର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ । କନ ଗାଁ ପଂଚାୟତର
Read More...

୭୦ ବର୍ଷୀୟ ବୃଦ୍ଧା ନିଖୋଜ

ବରଗଡ, (ନିରୋଜ କୁମାର ପାଣୀ) : ୭୦ ବର୍ଷୀୟ ବୃଦ୍ଧା ମନଭାଙ୍ଗି ମେହେର ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ ୨୯/୦୫/୨୦୨୨ତାରିଖ ରବିବାର ଦିନ ୧୧ ଟା ସମୟରେ ବରଗଡ ସ୍ଥିତ ତାଙ୍କ ଘରୁ କୁଆଡେ ଚାଲି ଯାଇଛନ୍ତି । ଘରୁ ଯିବା ସମୟରେ ସେ ସବୁଜ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପରିଧାନ
Read More...