Browsing Tag

bargarh news

ବରଗଡ ଜିଲ୍ଲା ଅଖିଳ ଭାରତୀୟ ଗୋଣ୍ତୱାନା ଗୋଣ୍ତ ମହାସଭା ଆୟୋଜନ ସମିତିର ଏକ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଦିନ ୧୦ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆୟୋଜନ ସମିତିର ଏକ ବୈଠକ କୁଣ୍ଡାଖାଇଠାରେ ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଶ୍ରୀ ଶ୍ରୀ ବୁଢା ଦେଓଙ୍କ ପୂଜା ବିଷ୍ଣୁ
Read More...

ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା : ୨ ଗୁରୁତର, ୩୫ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ମେହେରପଡା ନିକଟରେ ଓଏସ୍ଆର୍‌ଟିସି ବସ୍ ଓ ମାଲ ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇ ଚୁରୁମାର୍ ହୋଇଯାଇଛି । ସେହିଭଳି ଟ୍ରକ୍ କ୍ୟାବିନ୍ ଦୁର୍ଘଟଣାରେ ଭାଙ୍ଗି ଯାଇଛି ।
Read More...

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ 'ଟେବୁଲ ଟପ'
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାସ୍ତରୀୟ ନବ ସଂକଳ୍ପ ଶିବିର ଆୟୋଜିତ

କର୍ମୀଙ୍କୁ ଗୁରୁତ୍ଵ ଦିଅନ୍ତୁ ନେତୃ ମଣ୍ଡଳୀଜନ ସାଧାରଣଙ୍କ ସମସ୍ୟାରେ ସାମିଲ ହୁଅନ୍ତୁକୃଷକ, ଶ୍ରମିକ, ଛାତ୍ର, ମହିଳା, ଯୁବକଙ୍କ ସମସ୍ୟାକୁ ଲଗାତାର ଉତ୍ଥାପନ କରାଯାଉଟିକେଟ ବର୍ଷକ ପୂର୍ବରୁ ଘୋଷଣା କରାଯାଉଦଳରେ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଉ ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦଳୀୟ
Read More...

କୋଶଲ ବିଚାର ମନ୍ଥନ ସମ୍ମିଳନୀ

ବରଗଡ଼, (ନିରୋଜ କୁମାର ପାଣୀ) : କୋଶଲ ସମନ୍ୱୟ ସମିତିର ଆହ୍ୱାନରେ ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡ଼ ଠାରେ କୋଶଲ ବିଚାର ମନ୍ଥନ ସମ୍ମିଳନୀର ଆୟୋଜନ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ କୋଶଲ ସଂଗ୍ରାମୀ, କୋଶଲ ପ୍ରେମୀ ତଥା ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା
Read More...

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ନେହେରୁ ନଗର ଧାରେଙ୍ଗପାଲି ଛକରେ ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଗଲପୁର ନିବାସୀ ସହଦେବ ମେହେର ଓ ତାଙ୍କ ପୁତୁରା ବିଶାଳ
Read More...

ଜାତୀୟ କଂଗ୍ରେସ କାର୍ଯ୍ୟାଳୟକୁ ଦିଲ୍ଲୀ ପୋଲିସର ଅନୁପ୍ରବେଶ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଟାଉନ ଥାନା…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ବାରମ୍ବାର ଡକାଇ ହଇରାଣ କରିବା ଓ ଆନ୍ଦୋଳନରତ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କୁ ପୋଲିସ ଗୋଡ଼ାଇ ପିଟିିବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବାସହ ଅଖିଳ
Read More...

ରାଜ୍ୟର ଛଅଟି ଜିଲ୍ଲା ପରିକ୍ରମା କଲା ‘ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର’

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବାର ବାର୍ତ୍ତା ଦେବା ଓ ସେମାନଙ୍କ ହାତ ପାହାନ୍ତାରେ ଶିଶୁ ସାହିତ୍ୟ ଆଧାରିତ ପୁସ୍ତକ ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶର ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ
Read More...

ଚଳଚ୍ଚିତ୍ର ‘ବଡ ମା’ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିନୟ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର 'ବଡ଼ ମା'ରେ ଅଭିନୟ କଲେ ରାଜନେତା ପ୍ରସନ୍ନ ଆଚାର୍ଯ୍ୟ । ୧୯୯୨ ମସିହାରେ ବରଗଡ଼ ପିଡବ୍ଲୁଡି ଡାକ ବଙ୍ଗଳା ଠାରେ ତତ୍‌କାଳୀନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ
Read More...

ଯୁବମୋର୍ଚ୍ଚା ଦ୍ୱାରା ବିକାଶ ତୀର୍ଥ ବାଇକ ରାଲି ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ରବିବାର ଦିନ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା ଓ ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ଦେଶ ତଥା ରାଜ୍ୟ ସାରା ବିକାଶ ତୀର୍ଥ ବାଇକ ରାଲି ଅନୁଷ୍ଠିତ ହେଉଛି । ସେହି କ୍ରମରେ ଗତକାଲି ଯୁବମୋର୍ଚ୍ଚା ରାଜ୍ୟ
Read More...