Browsing Tag

bangomunda news

ସମାଜସେବୀ ବାବୁଲାଲ କୁମ୍ଭାରଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଦୀପକ ପାଣିଗ୍ରାହୀ) : ସ୍ଥାନୀୟ ବଙ୍ଗୋମୁଣ୍ଡା ଅମ୍ବେଦକର ନଗର ନିବାସୀ ବାବୁଲାଲ କୁମ୍ଭାର ଇହଧାମ ତ୍ୟାଗ କରିଛନ୍ତି । ସେ ବଙ୍ଗୋମୁଣ୍ଡାର ଜଣେ ଜଣାଶୁଣା ବିଶିଷ୍ଟ ସମାଜସେବୀ ଥିଲେ । ୭୦ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଅଛି । ଗାଁରେ ତାଙ୍କର ମୃତ୍ୟୁ ଯୋଗୁଁ ଶୋକର ଛାୟା
Read More...

ଅଜଣା ରୋଗରେ ବାପ ଛେଉଣ୍ଡ ନିରୀହା ଟିକେଶ୍ୱରୀ : ସହାୟତାର ହାତ ବଢାଇଲା ଯୁବ ଯାଦବ ମହାସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ବରକାନୀ ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ଏବେ ଏକ ଅଜଣା ରୋଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅସହାୟ ଅବସ୍ଥାରେ ଥିବା ଖବର ଜାଣି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ
Read More...

କୋକଡୁଙ୍ଗୁରୀ ଠାରେ ବିଜେପିର ସାଂଗଠାନିକ ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀ ଠାରେ ଭାରତୀୟ ଜନତା ପାର୍ଟି ଗଁରେଇ ମଣ୍ଡଳର ସଭାପତି ମହାଦେବ ଶାହାଣୀଙ୍କ ସଭାପତିତ୍ୱରେ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଦିବସ ଏବଂ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ନୋଟିସ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ସିନ୍ଧେକେଲା ମୁଖ୍ୟ ରାସ୍ତାର ଜବରଦଖଲ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
Read More...

ନୂତନ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଷୀଙ୍କୁ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଯୁବନେତା ଅଜିତ କୁମାର ଯୋଷୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ କରିଥିବାରୁ ତାଙ୍କ କାର୍ଯ୍ୟାଳୟଠାରେ ବଙ୍ଗୋମୁଣ୍ଡାରେ ଥିବା ସାହିତ୍ୟ
Read More...

ନୂଆପଡା ସ୍କୁଲକୁ ବନ୍ଦ ନ କରିବା ପାଇଁ ବିଇଓଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଂଚାୟତର ପୁତୁଲାତଲାଇ ନିକଟରେ ଥିବା ନୂଆପଡା ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିବା ସହ ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ
Read More...

କଲେଜରେ ପାଠ ପଢିବା ପାଇଁ ଗରିବ ଆଦିବାସୀ ଛାତ୍ରୀଙ୍କୁ ସହାୟତା ଦେଲା ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ଚିତ୍ରସେନ ଭୋଇଙ୍କ ଝିଅ ଜ୍ୟୋତ୍ସ୍ନା ଭୋଇଙ୍କୁ କଲେଜରେ ପାଠ ପଢ଼ିବା ପାଇଁ ସହାୟତା ପ୍ରଦାନ କରିଛି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ । ସୂଚନାଯୋଗ୍ୟ ଯେ,
Read More...

ଦୁଇ ବାଇକ ମୁହାମୁହିଁ ଧକ୍କା : ଚାଳକ ମୃତ୍ୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ତଥା ଭବାନୀପାଟଣା-ଖଡିଆଳ ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ନିକଟରେ ଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା
Read More...

୫ ପୁଅଝିଅଙ୍କ ଦାନା ଯୋଗାଡ ଚିନ୍ତାରେ ଆଦିବାସୀ ବିଧବା ମହିଳା : ପୁଅଝିଅ ଅପାଠୁଆ ହୋଇଯିବା ଆଶଙ୍କା

ବଙ୍ଗୋମୁଣ୍ଡା, (ଅଶୋକ କୁମାର ଭୋଇ) : ସ୍ୱାମୀଙ୍କ ମୃତ୍ୟୁ ପରେ ୫ ପୁଅଝିଅଙ୍କ ଭବିଷ୍ୟତ ଚିନ୍ତାରେ ଘାରି ହେଉଛନ୍ତି ଆଦିବାସୀ ବିଧବା ମହିଳା । ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଗନ୍ଧର୍ଲା ପଞ୍ଚାୟତର ଜଙ୍ଗଳତଳି ଆଦିବାସୀ ବହୁଳ ଗାଁ ଦାବଝର ଗାଁର ସୌଦାମିନୀ ଭୋଇ(୩୨) ସ୍ୱାମୀଙ୍କ
Read More...

ଗନ୍ଧରାବନ୍ଧରେ ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ସମ୍ମିଳନୀ : ସାମ୍ବିଧାନିକ ବିଧିବ୍ୟବସ୍ଥାରେ ଥିବା ହକ୍‌ ଅଧିକାର ପାଇଁ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗ୍ରାମରେ ଥିବା ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ ଚଣ୍ଡୀ ସମଲାଇ ଓ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ
Read More...