Browsing Tag

bangomunda news

ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଏସ୍‌ଏଚ୍‌ଜି ସମୀକ୍ଷା ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରେ ବଙ୍ଗୋମୁଣ୍ଡା ବ୍ଲକ ଓଡିଶା ଜୀବିକା ମିଶନର ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସିନ୍ଧେକେଲା,
Read More...

ଜୁନିୟର ଫୁଟବଲ ଫ୍ରେଣ୍ଡସିପ୍‌ କପ୍‌ : କୁରସୁଡ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଷ୍ଟାର ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ଜୁନିୟର ଫୁଟବଲ ଫ୍ରେଣ୍ଡସିପ୍‌ କପ୍‌ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ୍‌ରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଲେ ସେମାନଙ୍କ ମଧ୍ୟରୁ
Read More...

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ବରକାନୀ ଓ ଚକନିପଦର ଗ୍ରାମରେ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ବିଜେଡି ନେତା ରୂପେଶ
Read More...

କ୍ଷତିଗ୍ରସ୍ତ ହୋଇଥିବା ୪ ଜଣ ଚାଷୀଙ୍କୁ ଭେଟିଲେ ବିଜେଡି ନେତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ଶାତୁଲା ପଂଚାୟତ ବାଲବେଙ୍ଗ ଗ୍ରାମରେ ଥିବା କୌତୁକ ନାଗଙ୍କ ଧାନ ଖଳା ଠାରେ ଗାଁର ଚାରି ଜଣ ଗରିବ ଚାଷୀମାନେ ମିଶି ଏକା ସାଙ୍ଗରେ ମିଶି ଧାନକୁ ଧାନଖଳାରେ ରଖିଥିଲେ । କୋହଳା ପାଗ ଓ ଲଘୁଚାପ ଯୋଗୁଁ ଧାନ ସବୁ
Read More...

ସଂଗୀତରେ ଶ୍ରଦ୍ଧାଳୁଙ୍କ ମନ ଜିଣୁଛନ୍ତି ବିଦେଶୀ ନନ୍ଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗ୍ରାମାଂଚଳର ସଂଗୀତରେ ସୁନାମ ଅର୍ଜନ କରିଥିବା ଜଣେ ଯୁବକ ହେଉଛନ୍ତି ବିଦେଶୀ ନନ୍ଦ । ତାଙ୍କର ଇଚ୍ଛା ଶକ୍ତି ବଳରେ ସଂଗୀତ ଓ ଅନଲାଇନ୍‌ରେ ଶିକ୍ଷା ଦେଇ ଦର୍ଶକମାନଙ୍କ ପ୍ରିୟ ହୋଇପାରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସେ । ସେମିତି ପିଲାଟି ଦିନରୁ ହିଁ
Read More...

ବଙ୍ଗୋମୁଣ୍ଡାରେ ସମ୍ବିଧାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଦରରେ ଆମ୍ବେଦକର ଛକ ଠାରେ କିଛି ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆଜି ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ
Read More...

ଚାଷୀ କ୍ରିୟାନୁଷ୍ଠାନ କମିଟିର ବୈଠକ : ଚାରୋଟି ପଂଚାୟତକୁ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ସାମିଲ ପାଇଁ ଦାବୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଚାଷୀ କ୍ରିୟାନୁଷ୍ଠାନ କମିଟି ତରଫରୁ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଅଂଚଳରେ ଥିବା ଚାରୋଟି ପଂଚାୟତର ଚାଷୀମାନଙ୍କୁ ନେଇ ଜଳ ସେଚନ ବ୍ୟବସ୍ଥା କରିବା ଦାବୀରେ ଏକ ବୈଠକ ଚାନ୍ଦୋତରା ପଂଚାୟତର ରାଜୀବ
Read More...

ପଂଚାୟତିରାଜ ବିଭାଗ ତାଲିମ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଜି ଆଶା ଅନୁଷ୍ଠାନ ଟିଟିଲାଗଡ ଆନୁକୂଲ୍ୟରେ ଓ ସିବିଏମ୍‌ (ସମାହିତ ଓଡିଶା)ର ସହଯୋଗରେ ବ୍ଲକର ଗନ୍ଧର୍ଲା, ଜାମଖୁଣ୍ଟା, ଚାନ୍ଦୋତରା,
Read More...

ପଂଚାୟତସ୍ତରୀୟ ତାଲିମ୍‌ ପାଇଁ ପରାମର୍ଶ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତସ୍ତରୀୟ ତାଲିମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓରମାସ ଓ ଓଡିଶା ଜୀବିକା ମିଶନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।
Read More...

ବୁଢିପଦର ଗାଁର ଶତାଧିକ ଶ୍ରମିକଙ୍କୁ ମାସ୍କ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତର ବୁଢିପଦର ଗ୍ରାମରେ ଚାଲିଥିବା ଡୋକରାମୁଣ୍ଡା କୃତ୍ରିମ ନାଳ ଖନନରେ କାର୍ଯ୍ୟରତ ଶତାଧିକ ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ
Read More...