ଧାନ ବିକ୍ରି ପାଇଁ ଟୋକନ୍ ବିଳମ୍ବ ନେଇ ଚୁଲିଫୁଙ୍କା ଧାନମଣ୍ଡିକୁ ତାଲା ପକାଇଲେ ଚାଷୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚାଷୀଙ୍କ ଧାନ ବିକ୍ରି କରିବା ପାଇଁ ଟୋକାନ୍ ବିଳମ୍ବରେ ଆସିଥିବାରୁ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କାରେ ଥିବା ସେବା ସମବାୟ ସମିତି ଲିଃ ଧାନମଣ୍ଡିକୁ ତାଲା ପକାଇଲେ ଚାଷୀ । ଚାଷୀମାନେ ଦୀର୍ଘ ଦିନ ହେଲା ଧାନକୁ ଅମଳ କରି ଖଳା!-->…
Read More...
Read More...