Browsing Tag

bangomunda news

ବିଏସ୍‌ଏଚ୍‌ ଦଳ ପକ୍ଷରୁ ହଷ୍ଟେଲ ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ଖାତା କଲମ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲଠାରେ ବିଏସ୍ଏଚ୍‌ ଦଳ ତରଫରୁ ଶତାଧିକ ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ଖାତା କଲମ ବଣ୍ଟନ କରାଯାଇଛି । ଏହି ସଭା କାର୍ଯ୍ୟ ବିଏସ୍‌ଏଚ୍‌ର ବରିଷ୍ଠ କର୍ମକର୍ତ୍ତା…
Read More...

ମିଗଜୋମ୍‌ ବାତ୍ୟା ଆସି ଦେଇଗଲା ଚାଷୀଙ୍କୁ କଷ୍ଟ : ନଷ୍ଟ ହେଲା ଏକର ଏକର ଚାଷ ଜମି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସମ୍ଭାବ୍ୟ ବାତ୍ୟା ମିଗଜୋମ୍‌ ଆସି ଫେରିଗଲାଣି ସତ ହେଲେ ଦେଇ ଗଲା ଚାଷୀଙ୍କୁ ଅନେକ କଷ୍ଟ । ବାତ୍ୟା ଯୋଗୁ ହୋଇଥିବା ବର୍ଷା ଯୋଗୁ ଏକର ଏକର ଜମିରେ ଚାଷ ହୋଇଥିବା ଧାନ ସହ ଡାଲିଜାତୀୟ ଫସଲ ସବୁ ନଷ୍ଟ ହୋଯାଇଛି । ଧାନକୁ ଦେଖି ବର୍ତମାନ ଚାଷୀକୁଳ ହତାଶ…
Read More...

୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବର ଦ୍ଵିତୀୟ ରଜନୀ : ବିଷ୍ଣୁ ଓ ମହାଲକ୍ଷ୍ମୀ ବିବାହ ବର୍ଷାରେ ଭିଜି ଭିଜି ଦେଖିଲେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରାଇଜିଙ୍ଗ୍‌ ଷ୍ଟାର୍‌ ୟଙ୍ଗ୍‌ମାସ୍‌ କ୍ଲବ ତରଫରୁ ୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବ ଦ୍ଵିତୀୟ ରଜନୀ ଅନୁଷ୍ଠିତ ହୋଇଯାଇଛି । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଦ୍ଵିତୀୟ ଦିନ ହୋଇଥିଲା ।…
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା ଦ୍ଵିତୀୟ ଦିବସରେ ସାଂସ୍କୃତିକ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ…
Read More...

ଗୋହିରାପଦର ଗାଁରେ ବିଏସ୍‌ଏଚ୍ ଦଳ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋହିରାପଦର ଗ୍ରାମର ଲକ୍ଷ୍ମୀ ପେଣ୍ଡାଲଠାରେ ବିଏସ୍ଏଚ୍‌ ଦଳ ତରଫରୁ ଶତାଧିକ ଅସହାୟ, ଗରିବ, ବିଧବା, ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିବା ସହିତ ନିସହାୟ ଏବଂ…
Read More...

ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୁଲେକେଲାକୁ ପରାସ୍ତ କରି ଚଲକି ଦଳ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଡ଼ଖାଇ ଖେଳ ପଡିଆଠାରେ ଚାଲିଥିବା ଜୟ ରାକାମ ବୁଢା ଫୁଟବଲ କ୍ଲବ ପକ୍ଷରୁ ୪ର୍ଥତମ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ…
Read More...

ଭାଲୁମୁଣ୍ଡାରେ ୪୨ତମ କୁମାର ଲୋକ ମହୋତ୍ସବ ଉଦ୍‌ଘାଟିତ : ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁରେ ଥିବା ରାଇଜିଙ୍ଗ ଷ୍ଟାର ୟଙ୍ଗମାସ କ୍ଲବ ପକ୍ଷରୁ ୪୨ତମ କୁମାର ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଦେବାଦେବୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା…
Read More...

ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଆଜି ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ସକାଶେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ…
Read More...

ୟଙ୍ଗ୍‌ଷ୍ଟାର୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ କୁର୍‌ସୁଡ୍‌ ଚାମ୍ପିଆନ୍

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ତଥା ସିନ୍ଧେକେଲା ଥାନା ଅନ୍ତର୍ଗତ କୁର୍‌ସୁଡ୍‌ ଗ୍ରାମର ନୀଳଚକ୍ର ଖେଳପଡିଆଠାରେ ଚାଲିଥିବା ୟଙ୍ଗ୍‌ଷ୍ଟାର୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଦଳ…
Read More...

ଜୟ ରାକାମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନୀ ମ୍ୟାଚ୍‌ରେ ସୁଲେକେଲା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଡ଼ଖାଇ ଖେଳପଡିଆଠାରେ ରାକାମବୁଢା ଫୁଟବଲ କ୍ଲବ ପକ୍ଷରୁ ୪ତମ ଜୟ ରାକାମ ବୁଢାଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି…
Read More...