ବଙ୍ଗୋମୁଣ୍ଡାକୁ ଏନ୍ଏସି ମାନ୍ୟତା ଦେଲେନି ମୁଖ୍ୟମନ୍ତ୍ରୀ : ତେଜୁଛି ଅସନ୍ତୋଷ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୩୪ ଗୋଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି । ତା'ସହ ୫ଗୋଟି ବିଜ୍ଞାପିତ ଅଂଚଳ ପରିଷଦକୁ ପୌରାଞ୍ଚଳ ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ବଲାଙ୍ଗିର!-->…
Read More...
Read More...