Browsing Tag

balangir news

ବିଷ କ୍ରିୟାରୁ ବଞ୍ଚିବା ପରେ ଝୁଲି ପଡ଼ିଲେ ଯୁବକ : ଅଞ୍ଚଳରେ ଉଦ୍‌ବେଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଷ କ୍ରିୟାରୁ ବଞ୍ଚିବା ପରେ ଝୁଲି ପଡ଼ିଲେ ଯୁବକ । ଜୀବନ ହାରିବା ପାଇଁ ଫିନାଇଲ ପିଇ ଦେଇଥିଲେ ଯୁବକ । କିନ୍ତୁ ଡାକ୍ତରଙ୍କ ଉଦ୍ୟୋଗ କ୍ରମେ ଆରୋଗ୍ୟ ହାସଲ କରିଥିଲେ । ଆଜି ଡ଼ାକ୍ତର ତାଙ୍କୁ ଡ଼ାକ୍ତର ଖାନାରୁ ଡ଼ିସ୍‌ଚାର୍ଜ କରୁ କରୁ ଘରକୁ ଯାଇ ବେକରେ ରସି
Read More...

ଐତିହାସିକ ପାଟଣେଶ୍ୱରୀ ମନ୍ଦିର ସାଲେଭଟା ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସାଲେଭଟା ଗ୍ରାମ ଐତିହ୍ୟ ପାଟଣା ଷ୍ଟେଟ ସମୟରୁ ଗୋଟିଏ ଗମ୍ଭୀରାରେ ପୂଜା ପାଉଛନ୍ତି ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ । କେଉଁ ଆଦିମକାଳରୁ ଦେବୀ ପୂଜା ପାଇ ଆସୁଥିବା ବେଳେ ପାଟଣା ଷ୍ଟେଟ ସମୟର ଓମ୍‌ ନଦୀରେ ପ୍ରଭାବିତ ହୋଇଥିବା
Read More...

ବଲାଙ୍ଗିର ଜିଲ୍ଲାରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୨ ଓ ୨୩ ତାରିଖରେ ଆର.ଏନ୍‌. ସିଂଦେଓ ସ୍ପୋର୍ଟସ କମପ୍ଲେକ୍ସ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଦେବାଶିଷ ଫିଜିକାଲ ଏକାଡେମୀ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ
Read More...

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ : ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେସୁନ୍ଦରଗଡ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦର ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ବନାମ ସମ୍ବଲପୁର
Read More...

ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏ. କେ ଫିଲ୍ମସ୍‌ର ରୌପ୍ୟ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଜି ଏ. କେ ଫିଲ୍ମସ୍‌ର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ 'ସାମ୍ପ୍ରତିକ ପରିସ୍ଥିତିରେ ସମାନ୍ତରାଳ ଫିଲ୍ମର ପ୍ରାସଙ୍ଗିକତା' ଶୀର୍ଷକ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏ.କେ
Read More...

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ନିବାସୀ ଧର୍ମପ୍ରାଣା ମହିଳା କେତକୀ ତ୍ରିପାଠୀଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ତଥା ସ୍ନେହୀ ବ୍ୟକ୍ତିତ୍ୱ ଭାବରେ ସାଇ ପଡିଶା ତଥା ଅଂଚଳରେ ପରିଚିତ ଥିଲେ । ସ୍ୱର୍ଗତ ସ୍ୱାମୀ
Read More...

କ୍ରିକେଟ୍ ଟି-ଟ୍ୱେଣ୍ଟି ମହାସମର : ଏପ୍ରିଲ ୬ରୁ ବଲାଙ୍ଗିର ଚାମ୍ପିଅନ ଟ୍ରଫି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ଆଜି ବଲାଙ୍ଗିର ଚାମ୍ପିଅନ ଟ୍ରଫି କ୍ରିକେଟ ଲିଗ୍ ମ୍ୟାଚ୍‌କୁ ନେଇ ପ୍ଲେୟାର ଅକ୍ସନ ପ୍ରକିୟା ଆରମ୍ଭ ହୋଇଯାଇଛି । ତେବେ ଆସନ୍ତା ଏପ୍ରିଲ ୬ରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ବଲାଙ୍ଗିର ଚାମ୍ପିଅନ ଲିଗ୍ ୨୦୨୫ ପାଇଁ
Read More...

ଟ୍ରାକ୍ଟର ମାଲିକ ସଂଘ ତରଫରୁ ବିଧାୟକଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ସଂଘର ଉପଦେଷ୍ଟା ମିଟୁଆ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଟ୍ରାକ୍ଟର ଚଳାଚଳ ଉପରେ ହେଉଥିବା କଠୋର ଦଣ୍ଡବିଧାନ ପାଇଁ ଏକ ଦାବିପତ୍ର ଦିଆଯାଇଛି । ସଂଘର ଦାବିକୁ ଆଲୋଚନା ମାଧ୍ୟମରେ ହୃଦୟଙ୍ଗମ
Read More...

ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାଂଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷାଠିଏ ଘର ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାଂଗଠନିକ ସଭା ଲାଲଟିକ୍ରା ବଲାଙ୍ଗିର ଠାରେ ସହରାଞ୍ଚଳ ବଲାଙ୍ଗିର ସଭାପତି ସଂଜୟ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ସଭାପତି
Read More...

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବିଏସ୍‌ଏଫ୍‌ ସୋନପୁର ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦର ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତନ
Read More...