Browsing Tag

balangir news

ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରୋଜଗାର ଓ ପର୍ଯ୍ୟଟନ ପାଇଁ ଦୀର୍ଘସୁତ୍ରୀ ପ୍ରସ୍ତାବଚାରିବର୍ଷ ପର୍ଯ୍ୟନ୍ତ ବୈଠକ ନବସିବାକୁ ନେଇ କ୍ଷୋଭ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବ୍ରହ୍ମାକୁମାରୀର ସେଣ୍ଟର ଲାଲଟିକ୍ରା ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବ୍ରହ୍ମାକୁମାରୀର ସେଣ୍ଟର ଲାଲଟିକ୍ରା ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମକୁମାରୀମାନେ ଆଜି ଭୋର ସକାଳୁ ଏକ ପ୍ରଭାତଫେରି ଶୋଭାଯାତ୍ରାରେ ବାହାରିଥିଲେ । ସ୍ଥାନୀୟ…
Read More...

କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା । ମହାରାଣୀ ସାଗର ଅଂଚଳରେ ଉଚ୍ଛେଦ ହେବାକୁ ଥିବା ୧୫ଟି ପରିବାରର ଲୋକଙ୍କୁ ପୂର୍ବରୁ ଜାଗା ମିଶନ ଜରିଆରେ ଘର ପ୍ରଦାନ କରାଯାଇ ସାରିଥିବା ବେଳେ ପୂର୍ବ ପ୍ରତିଶୃତି ଅନୁସାରେ ଆଜି ଚାରିମାସର ଘରଭଡ଼ା ଦେବା ପାଇଁ ବଲାଙ୍ଗିର…
Read More...

ସିରିସ୍‌-କୁତୁର୍ଲା ବ୍ରିଜ୍‌ ଭିତ୍ତିପ୍ରସ୍ତର ଦେଲେ ନରସିଂହ

ଏହି ପୋଲ ଅଂଚଳ ପାଇଁ ଆଶୀର୍ବାଦ ସଦୃଶ ହେବ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଡାସିଂହାର ସିରିସ-କୁତୁର୍ଲା ବ୍ରିଜର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା…
Read More...

ଶାନ୍ତିପଡା ଶୈବାଳୟରେ ପ୍ରବଳ ଭିଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି । ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ଗାଁଠୁ ସହର । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଶାନ୍ତିପଡାଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି…
Read More...

ଆଜି ପବିତ୍ର ମହାଶିବରାତ୍ରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଶିବରାତ୍ରି । ଚଳଚଞ୍ଚଳ ସହର । ବଲାଙ୍ଗିର ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ଅବସ୍ଥିତ ସମସ୍ତ ଶିବ ମନ୍ଦିରରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଉପବାସ କରି ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତଗଣ ପହଞ୍ଚିଛନ୍ତି ବାବା ଶିବଙ୍କ ଦର୍ଶନ ପାଇଁ ।…
Read More...

କୁଖ୍ୟାତ ଅପରାଧୀ ବବ୍‌ଲୁର ସମ୍ବଲପୁର ରୋଡ୍‌ରେ ଥିବା ଢାବାକୁ ଧୂଳିସାତ୍‌ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ପୁଲିସର ଏକ୍ସନ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସାରା ଅପରାଧ ଜଗତ ଏହି ଏକ୍ସନ୍‌କୁ ନେଇ ଛାନିଆ ହୋଇଉଠିଛି । ଅପରାଧୀମାନେ ଯେମିତି ଆଉ ଆଗକୁ ଅପରାଧ କରିବେନି, ସେ ଦିଗରେ ବିଶେଷ ଧ୍ୟାନ ଦେଇ ଖୋଦ୍‌ ଜିଲ୍ଲା ପୋଲିସ ମୁଖିଆଙ୍କ ଉପସ୍ଥିତିରେ…
Read More...

ଲିଖିତ ଅଭିଯୋଗ କରି ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ଲୋଇସିଂହା ବିଧାୟକଙ୍କ ବର୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକ ବଜେଟ ପୂର୍ବରୁ ନବସି ପରେ ବସିଥିବା ତଥା ଦୀର୍ଘ ୪ ବର୍ଷ ବ୍ୟବଧାନରେ ବସିଥିବା କାରଣରୁ ଏହାକୁ ଏକ ମୂଲ୍ୟହୀନ ବୈଠକ କହି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ବର୍ଜନ…
Read More...

ମଠଖାଇ ଓ ଗୀତଟିଏ ମିତଟିଏ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ତ୍ରୟମାସିକ ଶିଶୁ କିଶୋର ପତ୍ରିକା ମଠଖାଇ ଓ ବିଦ୍ୟାଳୟର ପୁରାତନ ଛାତ୍ରୀ ସରସ୍ୱତୀ ମିର୍ଦ୍ଧାଙ୍କର ଗୀତଟିଏ ମିତଟିଏର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରଥମ ଅଧିବେଶନରେ ବିଦ୍ୟାଳୟର…
Read More...

ଲର୍କିପାଲି, ସିନ୍ଦୁରବାହାଲ ଓ ଝାଙ୍କରପାଲିରେ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ତିନୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ପ୍ରଥମେ ସିନ୍ଦୁରବାହାଲଠାରେ ୧୭.୫୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ, ଲର୍କିପାଲିଠାରେ ୨୪ ଲକ୍ଷ ଟଙ୍କା ଅଟକଳ ଏବଂ…
Read More...