Browsing Tag

balangir news

ଚର୍ଚ୍ଚାରେ ପୂର୍ଣ୍ଣଛେଦ : ନିର୍ବନ୍ଧ ସରିଲା, ବାହା ହେବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି । ସମାପ୍ତ ହୋଇଛି ନିର୍ବନ୍ଧ । ବାହା ହେବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ନିର୍ବନ୍ଧ ଗତକାଲି ସମ୍ବଲପୁର ସ୍ଥିତ ଅନନ୍ୟାଙ୍କ…
Read More...

ବାଇକ୍‌ରୁ ପଡି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବୁର୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡି ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଲଛିପୁର ଗ୍ରାମର ସୁଜନ ରଣା(୨୩) ଗତ ରାତିରେ ନିଜ ଗ୍ରାମରୁ କୌଣସି କାମ ପାଇଁ ବଲାଙ୍ଗିର ଆସିଥିଲେ । ନିଜ ଘରକୁ ଫେରିବା ସମୟରେ…
Read More...

ଚୈତନ୍ୟ ମଟାରୀଙ୍କୁ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବରିଷ୍ଠ ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ତଥା ବେଶ ପୋଷାକ ସଜ୍ଜା କରି ଚୈତନ୍ୟ ମଟାରୀଙ୍କୁ ବର୍ଷ ୨୦୧୯ ପାଇଁ ଚଳଚ୍ଚିତ୍ର ଶଳାବୁଢାର ବଦଲାରେ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜା କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ଚଳଚ୍ଚିତ୍ର…
Read More...

କଲ୍ୟାଣ ମଣ୍ଡପଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୌର ଅଧ୍ୟକ୍ଷା ଶ୍ରୀମତୀ…
Read More...

ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ ରାତି ପାଖାପାଖି ୨ଟା ସମୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ନିକଟକୁ ଖବର ଆସିଲା ଯେ, ଟିଟିଲାଗଡରେ କୌଣସି ଏକ ଦୁର୍ଘଟଣାରେ ଆହତ ହୋଇ ଜଣେ ମହିଳା ପ୍ରଥମେ ଟିଟିଲାଗଡ ସବ ଡିଭିଜନାଲ…
Read More...

ବଲାଙ୍ଗିର ପୋଲିସ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ୍‌ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ଅନୁଭବ ହେଉଛି । ଖୋଲମ୍‌ଖୋଲା ଅପରାଧ ଯୋଗୁଁ ଲୋକେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିବା ବେଳେ କେଉଁଠି ଗୁଳି ଫୁଟିଛି ତ’ କେଉଁଠି ଖଣ୍ଡା ବୁଲିଛି । ପୁଣି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ…
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ ସାମ୍‌ନାକୁ ଆସିଛି । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ କ୍ୟାମ୍ପସ୍‌ରେ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ପ୍ରଦାନ କରାଯାଉଛି ନିଶୁଳ୍କ ମଧ୍ୟାହ୍ନ ଭୋଜନ । ଶହ ଶହ ରୋଗୀଙ୍କ ପରିଜନ…
Read More...

ବଲାଙ୍ଗିରରେ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩କୁ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ସ୍ଥିତ ମାଇନିଂ ଅଫିସରେ ରାଜ୍ୟସ୍ତରୀୟ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ଏହି ଚାମ୍ପିୟନସିପ୍‌କୁ ବଲାଙ୍ଗିର ମାଇନିଂ…
Read More...

ପରଲୋକରେ ବିଶ୍ୱଜିତ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱଜିତ ନାୟକ (ବିଶୁ)ଙ୍କ ପରଲୋକ ଘଟଥିବା ଖବର ମିଳିଛି । ସ୍ୱର୍ଗତ ବିଶ୍ୱଜିତ ପୁର୍ବତନ ଟେକ୍ସ ଓକିଲ ସଂଘର ସଭାପତି ତଥା ପୂର୍ବତନ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ହରିଶ ଚନ୍ଦ୍ର ନାୟକଙ୍କ ସୁପୁତ୍ର ଅଟନ୍ତି । ତାଙ୍କ ପରଲୋକରେରେ ସାରା ଅଂଚଳରେ…
Read More...

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ହରିହର ଶତପଥୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ହରିହର ଶତପଥୀ(୮୬)ଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସଫଳତାର ସହ ଶିକ୍ଷକତା କରି ସ୍ଥାନୀୟ ପିଆର୍‌ ହାଇସ୍କୁଲରୁ ସେ ଅବସର ଗ୍ରହଣ କରିଥିଲେ । ସୂଚନା ଅନୁସାରେ ବୃଦ୍ଧାବସ୍ଥା ଜନିତ ରୋଗାଗ୍ରସ୍ତ ହେବା ପରେ ସ୍ଥାନୀୟ…
Read More...