Browsing Tag

balangir news

ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜନମୁ ଖୁଟୁଲିଙ୍କ ପରିବାର ଲୋକେ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଅଏଁଲାସାରି ଗ୍ରାମରୁ ଲକ୍ଷ୍ମୀ ଖୁଟୁଲି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକଠାରେ ବିଶ୍ୱ ମାତୃଭାଷା ଦିବସ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକଠାରେ ବିଶ୍ୱ ମାତୃଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି, ସାହିତ୍ୟିକ, ଗାଳ୍ପିକ ତଥା ‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦାନ ପୂର୍ବକ…
Read More...

ମାଧିଆପାଲି ନିକଟରେ ଥିବା ଜଣେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଧିଆପାଲି ଗ୍ରାମରେ ଜଣେ ଦୋକାନୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ପିତବାସ ପଟେଲ । ସୂଚନା ଅନୁସାରେ ବଲାଙ୍ଗିର-ସମ୍ବଲପୁର ଜାତୀୟ…
Read More...

ଶ୍ରୀ ଜଗନ୍ନାଥ ମନ୍ଦିରରେ ୫ ବର୍ଷରେ ୭୫ଟି ମରାମତି କରିଛି ଏଏସ୍‌ଆଇ

ନାଟ ମଣ୍ଡପ ଅସୁରକ୍ଷିତ - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଅନ୍ତର୍ଗତ ସମସ୍ତ ପାର୍ଶ୍ଵ ଦେବାଦେବୀ ମନ୍ଦିର ଓ ଢାଞ୍ଚାରେ ଗତ ୫ ବର୍ଷ ମଧ୍ୟରେ ୭୫ଟି ମରାମତି କାର୍ଯ୍ୟ କରାଯାଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା…
Read More...

ନରସିଂହଙ୍କ ପ୍ରେସ୍‌ ବିବୃତିି : ଗରିବର ଶତ୍ରୁ ମୁଁ ନୁହେଁ, ଗରିବର ଶତ୍ରୁ ରାଜ ପରିବାର

ଧନୀ ଜମି ଜବର ଦଖଲକାରୀଙ୍କ ସ୍ୱାର୍ଥ ପାଇଁ ଗରିବଙ୍କୁ ଅସ୍ତ୍ର କରିଛି ସ୍ଥାନୀୟ ବିଜେଡି - ନରସିଂହସରକାରର ଜମି ଜବର ଦଖଲକାରୀ ବିଲ କେବଳ ମୋର ବିରୋଧ ଯୋଗୁଁ ଆଇନରେ ପରିଣତ ହୋଇ ପାରିଲା ନାହିଁ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜେଡି ପକ୍ଷରୁ ରେଲି କରାଯାଇ ବିଧାୟକ…
Read More...

ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣର ଶାଗୁଆନ୍‌ କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ୍‌ କାଠ ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନିକଟସ୍ଥ ହର୍ଡାଟାଲ୍‌ ବିଭାଗର କଇଣ୍ଡାପାଲି ଗାଁ ନିକଟରେ ୫୦ଟି ଶାଗୁଆନ୍‌ ସାଇଜ୍‌, ୬ଟି ଶାଗୁଆନ୍‌ ଗଣ୍ଡି ଏବଂ…
Read More...

ସମାପିତ ହେଲା ଓସବା ଜାତୀୟ ପ୍ରଶିକ୍ଷଣ ଶିବିର

ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଦଳ ହେଲା ଘୋଷଣା ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଷ୍ଟାଡିୟମରେ ଅନୁଷ୍ଠିତ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଓସବା ଜାତୀୟ ପ୍ରଶିକ୍ଷଣ ଓ ଚୟନ ଶିବିରର ଆଜି ସମାପନ ହୋଇଯାଇଛି । ବରିଷ୍ଠ ବର୍ଗରେ…
Read More...

ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ଗର୍ଜିଲା ବିଜେଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ଗର୍ଜିଛି ବିଜେଡି । ଆଜି ଜିଲ୍ଲାପାଳ ଅଫିସ ଘେରାଉ କରି ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ପ୍ରବଳ ଆରୋପ ଲଗାଇ ବିଜେଡି କହିଛି ଯେ, ବଲାଙ୍ଗିର ପୌରପାଳିକାରେ ବିଜେଡି କାଉନସିଲ୍‌ ଆସିବା ପରେ ନରସିଂହ ଓ କାଉନସିଲ୍‌ ମଧ୍ୟରେ…
Read More...

ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ସଂଜୟ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ମାଟିର ସନ୍ତାନ ଜଷ୍ଟିସ ସଂଜୟ କୁମାର ମିଶ୍ର ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ନିକଟକୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହ ଶୁଭକାମନାର ସୁଅ ଛୁଟୁଛି ।
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳକୁ ନେଇ ଜୋର୍‌ ଧରିଲା ଛାତ୍ର ଅଶାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳକୁ ନେଇ ଜୋର୍‌ ଧରିଛି ଛାତ୍ର ଅଶାନ୍ତି । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ କଲେଜଗୁଡିକର ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳ ପ୍ରକାଶ ହୋଇଥିବା ବେଳେ ଏଥିରେ ୩୦୦୦ରୁ…
Read More...