Browsing Tag

balangir news

ଅପରାଧ ଉପରେ ଏବେ ବଲାଙ୍ଗିର ପୋଲିସର କଡା ନଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛିଦିନ ହେଲା ଏକ୍ସନ ମୋଡରେ ରହିଛି ବଲାଙ୍ଗିର ପୋଲିସ । ଅପରାଧ ଉପରେ ଏବେ ବଲାଙ୍ଗିର ପୋଲିସର କଡା ନଜର ସହରରେ ଅପରାଧ ବଢି ବଢି ଯିବା ପରେ ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ପୁଲିସ ଏକ୍ସନ ମୋଡ ଆପଣାଇ ଥିଲା । ତାୱଡ୍‌ତୋଡ୍‌ ଧର୍‌ପଗଡ୍‌ରେ ଅପରାଧୀମାନେ…
Read More...

ଦିଲିପ ବେହେରା ହେଲେ ଜିଲ୍ଲା କଂଗ୍ରେସ ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାମୁଆ ସଂଗଠକ, ସୁବକ୍ତା, ଆଇନଜୀବୀ ଦିଲିପ ବେହେରାଙ୍କୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପୁନଃ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ତାଙ୍କ ନିଯୁକ୍ତିରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଉପାଧ୍ୟକ୍ଷ ରାହୁଲ…
Read More...

ସହରରେ ଚାଲୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସହରର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି । ପ୍ରଥମେ ୪.୫ କିଲୋ ମିଟର ପର୍ଯ୍ୟନ୍ତ ଲକ୍ଷ୍ମୀ ଜୋର ସଫା କରାଯାଉଥିବା ସ୍ଥାନକୁ ପରିଦର୍ଶନ କରି…
Read More...

ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମିଳିତ ଭାବେ ଏକ୍ସାଇଜ୍ ଟିମର ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମିଳିତ ଭାବେ ଏକ୍ସାଇଜ୍ ଟିମ ଚଢାଉ କରି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଚଢାଉ ବେଳେ ଗିରଫ ଅଭିଯୁକ୍ତମାନଙ୍କଠାରୁ ୮୫ ଲିଟର ଦେଶୀମଦ ଜବତ କରିଥିବା ଜଣାପଡିଛି ।
Read More...

ତହଁକ୍ ସାହିତ୍ୟ କୁଟୁମ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ଗତକାଲି ସନ୍ଧ୍ୟାରେ ତହଁକ୍ ସାହିତ୍ୟ କୁଟୁମ ତରଫରୁ ବିଶ୍ୱ ମାତୃଭାଷା ଦିବସ ଅବସରରେ ପ୍ରାଥମିକ 'ଶିକ୍ଷାରେ ମାତୃଭାଷାର ଆବଶ୍ୟକତା' ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କ…
Read More...

ମହିମୁଣ୍ଡାର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା । ଜିଲ୍ଲାପାଳ ଶ୍ରୀ ରାଣା ସ୍କୁଲକୁ ପରିଦର୍ଶନ କରି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ଭାବେ ନିର୍ମିତ ବ୍ୟାଡ଼ମିଣ୍ଟନ କୋର୍ଟକୁ ଉଦ୍‌ଘାଟନ…
Read More...

ଓଡିଶା କଳାକାର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କଳାକାର ପ୍ରିମିୟର ଲିଗ୍ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଓଡିଶାର ସମସ୍ତ କଳାକାରମାନଙ୍କୁ ନେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଏହା ଯେ…
Read More...

ରୁଗୁଡିପଡା ସ୍ଥିତ ମାଛ ବଜାରରୁ ସଟ୍ଟା ଲେଖୁଥିବା ଯୁବକକୁ ଗିରଫ କଲା ବଲାଙ୍ଗିର ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୁଲିସ ସଟ୍ଟା ଲେଖୁଥିବା ଜଣେ ଯୁବକକୁ ଗିରଫ କରିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଟାଉନ ଥାନା ପୁଲିସ ସହରର ରୁଗୁଡିପଡା ସ୍ଥିତ ମାଛ ବଜାରରେ ଚଢାଉ କରି ସଟ୍ଟା ଲେଖୁଥିବା ଯୁବକ ପରବେଜ…
Read More...

ଚୋରି ସାମଗ୍ରୀ ରଖି ଚଢା ଦରରେ ବିକିବା ମହଙ୍ଗା ପଡିଲା ଢାବା ମାଲିକଙ୍କୁ : ସଦର ପୁଲିସ ହାତରେ ଧରାପଡି ଜେଲ ଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୋରି ସାମଗ୍ରୀ ରଖି ଚଢା ଦରରେ ବିକ୍ରି କରି ଅନେକ ଲାଭ ପାଉଥିଲେ ଜଣେ ଢାବା ମାଲିକ । କଥାରେ ଅଛି, 'ଅନ୍ୟାୟର ଧନ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ' । ତେବେ ଏହି ଘଟଣାଟି ଘଟିିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଭାନପୁର ଗ୍ରାମରେ ଥିବା ମାହେଶ୍ୱରୀ…
Read More...

ଆସନ୍ତାକାଲି ଅନୁଷ୍ଠିତ ହେବ ୧୦୮ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟିର ପବିତ୍ର ସୁକତେଲ ନଦୀ କୂଳରେ ୧୦୮ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା କାଲି ୧୦.୦୦ଟା ସମୟରେ ଭକ୍ତମାନଙ୍କ ଦ୍ୱାରା ମହାସମାବେଶରେ କଳସ ଯାତ୍ରା ହେବ । ସନ୍ଧ୍ୟା ୫.୩୦ରେ ନାମାରମ୍ଭର…
Read More...