pakka

ସହରରେ ଚାଲୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସହରର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି । ପ୍ରଥମେ ୪.୫ କିଲୋ ମିଟର ପର୍ଯ୍ୟନ୍ତ ଲକ୍ଷ୍ମୀ ଜୋର ସଫା କରାଯାଉଥିବା ସ୍ଥାନକୁ ପରିଦର୍ଶନ କରି ତଦାରଖ କରିଥିବା ବେଳେ ସହରର ରିଙ୍ଗ ରୋଡ ଓ ବାଇପାସ ରୋଡ଼ ହେଉଥିବା ସ୍ଥାନକୁ ପରିଦର୍ଶନ କରି ସେଠାରେ ଚାଲୁଥିବା କାମର ତଦାରଖ କରିଥିଲେ ।

jay balangir
Leave A Reply

Your email address will not be published.

sixteen + 20 =