Browsing Tag

balangir news

ଭାରସାମ୍ୟ ହରାଇ ଓଲଟିଲା ଗାଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପାଟଣାଗଡ଼ ମୁଖ୍ୟ ରାସ୍ତା ସ୍ଥିତ ପଥରଚେପା ହନୁମାନ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମାଲ ନେଇ ଯାଉଥିବା ଗାଡ଼ି ସମ୍ମୁଖରେ ଗାଈଟିଏ ଆସିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ…
Read More...

ବରଯାତ୍ରୀରେ ନାଚୁଥିବା ବେଳେ ଠେଲାପେଲାରେ ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘାଟତରଭା ଗାଁଠାରେ ଗତ ରାତ୍ରିରେ ବରଯାତ୍ରୀରେ ନାଚୁଥିବା ବେଳେ ଠେଲାପେଲାରେ ଜଣେ ଗୁରୁତର ହୋଇ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ରମାକାନ୍ତ ନାଏକ(୨୯) ବୋଲି ଜଣାପଡିଛି । ସୂଚନା ଅନୁସାରେ ରମାକାନ୍ତ ବଲାଙ୍ଗିର ନିକଟସ୍ଥ…
Read More...

ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣାଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ଫାସଡ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପହିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଜଣକ ତ୍ରିଲୋଚନ…
Read More...

ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଝାରବାହାଲି ରଘୁନାଥ ମଠ ପରିସରରେ ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମ୍ବଲପୁର ଗୋପାଳଜୀ ମଠର ମହନ୍ତ ସଭାପତିତ୍ୱ କରିଥିବା ବେଳେ ପଶ୍ଚିମ ଓଡିଶାର ଅନେକ ମଠର ମହନ୍ତ ଓ ସାଧୁ ସମାଜ ଏହି ସମ୍ମିଳନୀରେ ଯୋଗଦାନ…
Read More...

ହୁସିଆର୍‌ ହ’ ହୋ’ ଗାଁ ମାଁର୍‌ ଲୁକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ମାନ୍‌କେ ସାବାଡ୍‌ କର୍‌ବାର୍‌ ଲାଗି ଡେନାବାହାଁ ବର୍‌କସ୍‌ କରିଛେ ବଲାଙ୍ଗିର୍‌ ପୁଲିସ୍‌ । ଅପରାଧୀ ମାନ୍‌କେ ନୁରି ନୁରି ଜେଲ୍‌ ହାଜତ୍‌ କେ ପଠଉଛେ । ସେଥି ଫେର୍‌ ଘର୍‌ ଭଂଗା ଜେସିବି ଧରି ସହର ସାରା କିନ୍ଦ୍‌ରୁଛେ ବଲାଙ୍ଗିର୍‌ ପୁଲିସ୍‌ ।…
Read More...

ସାଲେପାଲିରେ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ବୟସ୍କ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ବୟସ୍କ ବ୍ୟକ୍ତି ଜଣକ…
Read More...

ପୁଣି ବୁଲିଲା ବଲାଙ୍ଗିର ପୁଲିସର ବହୁଚର୍ଚ୍ଚିତ ଜେସିବି : ଶାସ୍ତ୍ରୀନଗରପଡାରେ ଭାଙ୍ଗିିଲା ଅପରାଧୀଙ୍କ ଗଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢୁଥିବା କ୍ରାଇମ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲା । କଥା କଥାରେ ଗୁଳି ଫୁଟୁଥିଲା । ବିଚ୍‌ ରାସ୍ତାରେ ଖଣ୍ଡା ତରୱାଲରେ ହାଣୁଥିଲେ ଅପରାଧୀ । ଦିନ୍‌ଦାହାଡ଼ା ଚୋରୀ ଡ଼କାୟତି, ଗୁଣ୍ଡାଗର୍ଦିରେ ସହରବାସୀ ଭୟଭୀତ ଅବସ୍ଥାରେ…
Read More...

ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଓବିସି ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡିଶାରେ ଓବିସିଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଠାରେ ନିଜର ଦୁଃଖ ଦୁର୍ଦ୍ଦଶା ତଥା…
Read More...

ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ବଲାଙ୍ଗିର ସଦର ପୋଲିସ । ଘଟଣା ଘଟିଛି ବଲାଙ୍ଗିର ପାଟଣାଗଡ ରାସ୍ତାର ଭୀମଭୋଇ ମେଡିକାଲ କଲେଜ ଛକ ନିକଟରେ । ସୂଚନା ଅୂସାରେ ଜଣେ ଯୁବତୀ ବେହୋସ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇ ସ୍ଥାନୀୟ ଲୋକେ ସଦର ପୋଲିସକୁ…
Read More...

ଅଗ୍ନିପଥ ଯୋଜନା ପାଇଁ ଅନଲାଇନ୍‌ ପଞ୍ଜିକରଣ

୧୬ ଫେବୃଆରୀ ୨୦୨୩ରୁ ୧୫ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନଲାଇନ୍‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ…
Read More...