pakka

ଆଜି ପବିତ୍ର ମହାଶିବରାତ୍ରି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଶିବରାତ୍ରି । ଚଳଚଞ୍ଚଳ ସହର । ବଲାଙ୍ଗିର ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ଅବସ୍ଥିତ ସମସ୍ତ ଶିବ ମନ୍ଦିରରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଉପବାସ କରି ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତଗଣ ପହଞ୍ଚିଛନ୍ତି ବାବା ଶିବଙ୍କ ଦର୍ଶନ ପାଇଁ । କୁହାଯାଏ ଶିବଙ୍କୁ ସନ୍ତୁଷ୍ଟ କରିବା ତଥା ଖୁସି କରିବା ପାଇଁ ପାଳିତ ହେଉଥିବା ୧୦ଟି ବ୍ରତ ମଧ୍ୟରୁ ମହାଶିବରାତ୍ରି ଏକ ମୁଖ୍ୟ ଓ ଅନ୍ୟତମ ବ୍ରତ ଅଟେ । ଏହି ମହାଶିବରାତ୍ରି ଅବସରରେ ଭକ୍ତଗଣ ରାତି ସାରା ଜାଗର ଜାଳି ଉଜାଗର ରହି ଶିବଙ୍କ ଉପାସନା କରିଥାନ୍ତି ଓ ଆଶୀର୍ବାଦ ଭିକ୍ଷା କରିଥାନ୍ତି ।

Leave A Reply

Your email address will not be published.

two × three =