Browsing Tag

balangir news

ଏବେ ସାରା ବଲାଙ୍ଗିର ସହରକୁ ଜଳ ଜଳ ଦେଖୁଛି ସିସିଟିଭି କ୍ୟାମେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ସାରା ବଲାଙ୍ଗିର ସହରକୁ ଜଳ ଜଳ ଦେଖୁଛି ସିସିଟିଭି କ୍ୟାମେରା । ବଲାଙ୍ଗିର ପୋଲିସ ଏବେ ଫୁଲ୍‌ ଆକ୍‌ଟିଭ ରହି କ୍ରିମିନାଲ୍‌ କ୍ଲିନ୍‌ ପାଇଁ ତତ୍ପର ରହିଥିବା ବେଳେ ବେପରୁଆ ଗାଡି ଚାଳନା ଓ ଅନ୍ୟାନ୍ୟ ଟ୍ରାଫିକ୍‌ ଆଇନ୍‌ ଉଲଂଘନକୁ ରୋକିବା ପାଇଁ ବି ଅଣ୍ଟା…
Read More...

ଭୁବନେଶ୍ୱରଠାରେ ଖୋଲାଫର୍ଦର ୩୨ତମ ପ୍ରତିଷ୍ଠା ଉତ୍ସବରେ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ‘କୋଣାର୍କ ସମ୍ମାନ-…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜଧାନୀ ଭୁବନେଶ୍ୱର ହୋଟେଲ ମେରିଅନଠାରେ ଖୋଲାଫର୍ଦର ୩୨ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ସାପ୍ତାହିକ ସମ୍ବାଦପତ୍ର ଖୋଲାଫର୍ଦର ସଫଳତା ପ୍ରକାଶନ ପାଇଁ ଏବଂ ନିଜର ବ୍ୟକ୍ତିତ୍ଵ, ନୀରବଚ୍ଛିନ,…
Read More...

ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ୍‌ ଟେନ୍‌ସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ ଟେନ୍‌ସନ୍‌ । ଗତ କିଛି ଦିନ ହେଲା ମାତିଛି ବଲାଙ୍ଗିର ପୋଲିସ । ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ ଜାରି ରଖିଛି ଜିରୋ ଟଲୋରାନ୍ସ ନୀତି । ଦିନ୍‌ ଦାହାଡା ବିଚ୍‌ ବଜାରରେ କ୍ରାଇମ୍‌ କରି…
Read More...

ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୭ତମ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପ୍ଳବୀ କବି, ସୁଲେଖକ, ସର୍ବହରାର ସାଥୀ ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୭ତମ ଜୟନ୍ତୀ ସମାରୋହ ସ୍ଥାନୀୟ ସାମ୍ବାଦିକ ଭବନଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ସନ୍ଦୀପ କୁମାର କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ…
Read More...

ଆମ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ତରଫରୁ ଆସନ୍ତା ୨୮ରେ ପଦଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନଠାରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଆମ ଆଦମୀ ପାଟି ବଲାଙ୍ଗିର ଜିଲ୍ଲା ତରଫରୁ ଆସନ୍ତା ୨୮ ତାରିଖରେ ଦିବା ୧୧ ଘଟିକା ସମୟରେ ଗାନ୍ଧୀପାଠାଗାରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ପ୍ରଦର୍ଶନ ମାଧ୍ୟମରେ ପ୍ରତିବାଦ…
Read More...

ରାମଜୀପଡା ରାମଲୀଳା ଏକ ବର୍ଷ ପରେ ପୁଣି ଝଲସିବ

ରାବଣ ଅଭିନୟରେ ପୁଣି ମନ ମୋହିବେ ଡା. ପଟେଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାମଜୀପଡା ରାମଲୀଳା, ବଲାଙ୍ଗିରକୁ ନେଇ ପୁଣି ଏ ବର୍ଷ ରାମ ନବମୀରୁ ଆରମ୍ଭ ହେବ । ଏଥର ପୁରାତନ କଳାକାର ଓ ନୂତନ ଗାଁର କଳାକାର କଳା ପ୍ରଦର୍ଶନ କରିବେ । କଳାକାର ଅଭିନୟ ବାଦ୍ୟକାର ଗୁରୁ ବାଲମୁକୁନ୍ଦ…
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ ସ୍ଥାନୀୟ ଯାଦବ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବନ କୁମାର ତିୱାରୀ ୧୮୯ ବାଟାଲିୟନ ସିଆରପିଏଫ୍‌ କମାଣ୍ଡେଣ୍ଟ ବଲାଙ୍ଗିର,…
Read More...

ବଲାଙ୍ଗିର ଯୁବ କୁଲୁତା ସମାଜର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମଡୁଙ୍ଗୁରିଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସାଧାରଣ ସଭା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା । ଅମିତ ବାରିକ ବାର୍ଷିକ ବିବରଣୀ ପଠନ…
Read More...

ମାର୍ଚ୍ଚ ୧ରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଜିଆରସି ଶିକ୍ଷା ଓ ତାଲିମ ଶିବିର-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ (ଜିଆରସି) ଶିକ୍ଷା ଓ ତାଲିମ ଶିବିର-୨୦୨୩ ଆଗାମୀ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଜୟାନନ୍ଦ ହାଇସ୍କୁଲ ବେଲଗାଁଠାରେ ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଉଚ୍ଚ…
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ଅଧିବେଶନ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଙ୍ଗଳାଚରଣ ପାଠ ପରେ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ସତ୍ୟବନ୍ତ ବେଦବାକ ଭାଗବତ ଗୀତାର…
Read More...