om academy

ରାମଜୀପଡା ରାମଲୀଳା ଏକ ବର୍ଷ ପରେ ପୁଣି ଝଲସିବ

jsm
  • ରାବଣ ଅଭିନୟରେ ପୁଣି ମନ ମୋହିବେ ଡା. ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାମଜୀପଡା ରାମଲୀଳା, ବଲାଙ୍ଗିରକୁ ନେଇ ପୁଣି ଏ ବର୍ଷ ରାମ ନବମୀରୁ ଆରମ୍ଭ ହେବ । ଏଥର ପୁରାତନ କଳାକାର ଓ ନୂତନ ଗାଁର କଳାକାର କଳା ପ୍ରଦର୍ଶନ କରିବେ । କଳାକାର ଅଭିନୟ ବାଦ୍ୟକାର ଗୁରୁ ବାଲମୁକୁନ୍ଦ ବେହେରା, କଣ୍ଠରେ ସଦାଶିବ ରଚିତ ଗୀତରେ ନାଟକ ଝଲସିବ । ଡା. ରୁଦ୍ରନାରାୟଣ ପଟେଲ ରାବଣ ଭୂମିକାରେ ଥିବାବେଳେ ବାଦ୍ୟକାର ଚୟନ ପ୍ରକ୍ରିୟାରେ ହାରାହାରି ୬୫ରୁ ଅଧିକ କଳାକାର ଚୟନ ହୋଇଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆଖଡା ଅନୁଷ୍ଠିତ ହେଉଛି । ଆଖପାଖ ଅଞ୍ଚଳରୁ ବହୁ କଳାକାର ଏ ଆଖଡାଶାଳାରେ ସାମିଲ ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

seventeen + eighteen =