Browsing Tag

balangir news

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ହସ୍ତକ୍ଷେପ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ପଦକ୍ଷେପ ପରେ ସ୍ୱଧାରଗୃହରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ଗାନ୍ଧୀନଗରପଡା ଠାରେ ଗତ କିଛି ମାସ ଧରି ଗାଇସିଲେଟ ଅଞ୍ଚଳର ସ୍ୱାମୀ-ସ୍ତ୍ରୀ ତାଙ୍କ ତିନି ମାସର ଶିଶୁକନ୍ୟାକୁ ଧରି ଆସି ରହୁଥିଲେ । ସ୍ୱାମୀ କୌଣସି କାରଣ ବସତଃ ଆତ୍ମହତ୍ୟା କରିଥିବା ବେଳେ ଅସହାୟ ହୋଇ ସ୍ତ୍ରୀ ଓ ଶିଶୁକନ୍ୟା ଏକା…
Read More...

ପ୍ରେମିକଙ୍କ ମଦପିଆ ଅଭ୍ୟାସ ଉଜାଡି ଦେଲା ସୁନାର ସଂସାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ କରି ଦୁହେଁ ଦୁହିିଁଙ୍କ ସାତ ଜନ୍ମ ପାଇଁ ଜୀବନ ସାଥୀ ହୋଇଥିଲେ । ହେଲେ ଦୁହିଁଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କ ପରିବାର ଲୋକେ ଏହି ସଂପର୍କକୁ ସ୍ୱୀକାର କରିନଥିଲେ । ଫଳରେ ଦୁହେଁ ଅଲଗା ରହି ନିଜ ସଂସାର ନିଜେ ଗଢିଥିଲେ । ତେବେ ପ୍ରେମିକଙ୍କ ମଦ…
Read More...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ମାମଲା : ସରିଲା ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌

ଭୁବନେଶ୍ୱର/ବୁର୍ଲା/ବଲାଙ୍ଗିର : ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତକୁ ଜୋରଦାର କରିଛି । ଘଟଣାର ୬ ଦିନ ପରେ ବି ରହସ୍ୟ ଉନ୍ମୋଚନ ହୋଇପାରିନି । ପୁଲିସ ସବୁଆଡ଼ୁ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଏକାଧିକ ଟିମ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ…
Read More...

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀଙ୍କୁ ଗତକାଲି ରାକ୍‌ସିମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଷ୍ଟାର ପୂର୍ବତନ ସଭାପତି ପୁରନ୍ଦର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

‘କୋଶଳ ପ୍ରବାହ’ର ମହାପ୍ରଭାବ : ଖବର ପ୍ରକାଶର ୨ ଘଣ୍ଟା ପରେ ତିନି ଅନାଥ ଶିଶୁଙ୍କ ପାଖରେ ପହଞ୍ଚିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ 'କୋଶଳ ପ୍ରବାହ'ରେ ନ୍ୟୁଜ ଆସିବାର ୨ ଘଂଟା ପରେ ପରେ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପହଂଚିଛି ପାଟଣାଗଡ଼ ନିକଟସ୍ଥ ରାଣୀଦର୍‌ହୋ ଗାଁକୁ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ତିନି ଅନାଥ…
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ଟ୍ରାଇସାଇକେଲ ଓ ବସ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ବଡମାଲ ସ୍ଥିତ ସାଇବାବା କୁଷ୍ଠାଶ୍ରମଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ୭ ଜଣଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ବଲାଙ୍ଗିର ସ୍ଥିତ ନିରତାରର ନିର୍ଦ୍ଦେଶକ ସୂର୍ଯ୍ୟମଣି ପ୍ରସାଦ, ଅର୍ଥୋଟିଷ୍ଟ ସୁରେନ୍ଦ୍ର କୁମାର ଭୋଇଙ୍କ…
Read More...

ବୁବେଲରେ ୭୬ତମ ଦୋଳ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ଚଳିତ ବର୍ଷର ଦୋଳ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂସ ଦରବାରର ସୁନାମଧନ୍ୟ କଳାକାର ଅନିଲ କୁମାର ନାଏକ ଓ ତାଙ୍କ ଦଳଙ୍କ ଦ୍ୱାରା ଆୟୋଜିତ ହୋଇଛି । ପ୍ରଥମ ଦିନରେ ମହାରାଜା…
Read More...

ମା’ ବାପା ଛେଉଣ୍ଡ ତିନି ଅନାଥ ଶିଶୁଙ୍କୁ ଏବେ ସାହାରା ଦେବ କିଏ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ବାପାଙ୍କ ଦେହାନ୍ତ ପରେ ଏବେ ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି ତିନି ଜଣ ଅନାଥ ଶିଶୁ । ଆଖାସଖା କେହି ନାହିଁ । ଜମି ଭୂମି କିଛି ନାହିଁ । ଆଦିବାସୀ ସଂପ୍ରଦାୟର ଏହି ତିନି ଶିଶୁ ଏବେ ଚାହିଁ ବସିଛନ୍ତି, କିଏ ଦେବ ତାଙ୍କୁ ସାହାରା ! ଏଭଳି ଏକ କରୁଣ…
Read More...

ସୁଇଚ୍ଅନ୍ ଫାଉଣ୍ଡେସନ୍ ପକ୍ଷରୁ ମୁଭ୍ ଫର୍ ଆର୍ଥ୍ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଭ୍ ଫର୍ ଆର୍ଥ୍ ପଦକ୍ଷେପର ଏକ ଅଂଶ ସୁଇଚ୍ଅନ୍ ଫାଉଣ୍ଡେସନ୍ ଏବଂ ଡ୍ରିମ୍ ଇଣ୍ଡିଆର ମିଳିତ ଭାବରେ ଭବିଷ୍ୟତରେ ଅନୁକୂଳ କୌଶଳ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ଅଭ୍ୟାସକୁ ପ୍ରୋତ୍ସାହନ ଦେଇ ଚାଲୁଥିବା ଜଳବାୟୁ ସଙ୍କଟ ପ୍ରତି ସ୍ଥିରତା ଆଣିବା ପାଇଁ…
Read More...

ଜିଲ୍ଲା ବିଜେପି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ପୋଲିସ ବିରୋଧରେ ବିଭିନ୍ନ ଥାନାରେ ଦିଆଯାଇଥିବା ଏତଲା ପଞ୍ଜିକରଣ ନହେବା ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ବିଜେପି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଏହି…
Read More...