Browsing Tag

balangir news

ତକ୍ଷଶିଳା ଗୁରୁକୁଳର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଚିମନିଭାଟି ସ୍ଥିତ ତକ୍ଷଶିଳା ଗୁରୁକୁଳ ସ୍କୁଲ ପଡିଆରେ ବାର୍ଷିକ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରୀ ଅଧିବକ୍ତା ସଂଜୟ ପ୍ରଧାନ ଓ ଅନ୍ତର୍ଜାତୀକ କରାଟେ ସ୍ୱର୍ଣ୍ଣ ପଦକ ବିଜେତା କୋଚ ତଥା ଯୁବ ସମାଜ ସେବୀ ଅସୀମ କୁମାର
Read More...

ତହଁକ କୁଟୁମ୍‌ର ଭାବର ଭେଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାବରେ ମଣିଷ ବନ୍ଧା । ଭାବ ହିଁ ମଣିଷ ଭିତରେ ନିବିଡ ସମ୍ପର୍କ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବଲାଙ୍ଗିର ପଥରଚେପା ପଞ୍ଚବଟୀ ଉଦ୍ୟାନରେ ତହଁକ ସାହିତ୍ୟ କୁଟୁମର ଭାବର ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟିକ ଓ ସାମ୍ବାଦିକ
Read More...

ମାହେଶ୍ଵରୀ ମହୋତ୍ସବ – ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା' ମାହେଶ୍ଵରୀ ସେନା ତରଫରୁ ୪ର୍ଥ ବାର୍ଷିକ ପାଇଁ ମାହେଶ୍ଵରୀ ମହୋତ୍ସବ ଆୟୋଜିତ ହୋଇଯାଇଛି । ଆମ ଅଂଚଳର ସଂସ୍କୃତି ପରମ୍ପରା ପ୍ରଚାର ପ୍ରସାର ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ମା' ମାହେଶ୍ଵରୀ ସେନାର ଏକ ପ୍ରୟାସ । ଓଡ଼ିଆ ଭାଷା,
Read More...

ନୂତନ ଭାବେ ଗଠନ ହେଲା୧୯୯ଟି ପୋଲିଂ ଷ୍ଟେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବୈଠକ ଗୃହଠାରେ ଜିଲ୍ଲାପାଳ ଗୌରୱ ଶିୱାଜି ଇସାଲୱାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଡେପୁଟି କଲେକ୍ଟର ଦେବସ୍ମିତ ମଲ୍ଲିକଙ୍କ ସମେତ ବିଭିନ୍ନ
Read More...

ଏକ ଦିବସୀୟ “ଆସ ସ୍କୁଲ ଯିବା “କାର୍ଯ୍ୟକ୍ରମର ଓରିଏନଟେସନ ଓ ରିଭ୍ୟୁ ମିଟିଙ୍ଗ

-"ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟ ସହ ଯୋଡିବା ଆମର ପ୍ରଧାନ ଲକ୍ଷ୍ୟ" ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାଗୃହଠାରେ "ଆସ ସ୍କୁଲ ଯିବା" କାର୍ଯ୍ୟକ୍ରମ ଉପରେ ଏକ ଦିବସୀୟ ଓରିଏନଟେସନ ଓ ରିଭ୍ୟୁ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା
Read More...

ଡ. ବି.ଆର୍‌. ଆମ୍ବେଦକରଙ୍କ ୬୯ତମ ଦିବସ ମହାପରିନିର୍ବାଣ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗେଟସରୋବର ପଡା ଲକ୍ଷେ ଘର ଗଣ୍ଡା ସମାଜ ଆନୁକୂଲ୍ୟରେ ଡ. ଆମ୍ବେଦକର ପାଠାଗାର ପ୍ରାଙ୍ଗଣରେ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଯୁବନେତା ସୀତାରାମ କୁମ୍ଭାରଙ୍କ ପରିଚାଳନାରେ ସଭା
Read More...

ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପୂର୍ବ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା' ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଲାଠୋର ଓ କଣ୍ଟାବାଞ୍ଜିରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କମିଟିର ସମ୍ପାଦକ କିର୍ତ୍ତୀଚନ୍ଦ୍ର
Read More...

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଦିନ ବିଦ୍ୟାଳୟ ପରିଚାଳନା ସଭାପତି ଗୀତାଞ୍ଜଳି ନାଏକଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅତିଥି ଶିକ୍ଷକ ସୁବାଷ
Read More...

ବଲାଙ୍ଗିର ରେଳ ଜଙ୍ଗସନରେ ଏଡିଆର୍‌ଏମ୍‌ ଅଫିସ ଖୋଲାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ସାମାଜିକ ଅନୁଷ୍ଠାନ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ମାଟିର ବିଶିଷ୍ଟ ସଂଗୀତ ସାଧକ ହ୍ୟୁମାନ ସାଗରଙ୍କ ଅକାଳ
Read More...

ବ୍ରାହ୍ମଣ ସମାଜ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଗୀତା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅଖିଳ ଓଡିଶା ସହ ଅନୁବନ୍ଧିତ, ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଶ୍ରୀମଦ୍‌ ଭାଗବତ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆୟୋଜିତ ହୋଇଥିଲା । ମନ୍ଦିରର ଯଜ୍ଞ
Read More...