Browsing Tag

balangir news

ନୂତନ ଭାବେ ବସ୍‌ ଷ୍ଟପ୍‌ ନିର୍ମାଣ ନେଇ ସୂଚନା ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଦୁର୍ଗା ମନ୍ଦିର ନିକଟରେ ନୂତନ ଭାବେ ବସ୍‌ ଷ୍ଟପ୍‌ ନିର୍ମାଣ ହେଉଥିବା ନେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଟୁଇଟ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ ସିଟି ବସ୍‌ ଚଳାଚଳ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।…
Read More...

୨.୫ ଫୁଟ୍‌ ଲମ୍ବର ନାଗସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟିର ଜନୈକ ବ୍ୟକ୍ତିଙ୍କ ଘର ଭିତରୁ ଉଦ୍ଧାର ହେଲା ୨.୫ ଫୁଟ୍‌ ଲମ୍ବର ବିଷାକ୍ତ ନାଗସାପ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ନିକଟ ବିଲରୁ ସାପଟି ଘର ଭିତରକୁ ପଶି ଆସି ଦୀର୍ଘ ସମୟ ରହିଯାଇଥିଲା । ପରିବାର ଲୋକେ ସାପଟିକୁ ଦେଖି ଭୟଭୀତ ହୋଇ ବଲାଙ୍ଗିର…
Read More...

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଜାତୀୟ ଅପ୍ରେଣ୍ଟସିପ୍‌ ସଚେତନତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଜାତୀୟ ଅପ୍ରେଣ୍ଟସିପ୍‌ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗଦେଇ କାର୍ଯ୍ୟକ୍ରମକୁ…
Read More...

ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ୱର୍ଗତ ନବ ଦାସଙ୍କ ସୁପୁତ୍ରୀ ଦୀପାଳି । ବିଜୁ ଜନତା ଦଳ ପକ୍ଷରୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ…
Read More...

ଘର ସାମ୍‌ନାରୁ ଅଟୋ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ ଲାଇନଠାରେ ଗତକାଲି ଏକ ଅଟୋ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପେଲେସ ଲାଇନର ଅନିଲ ବାରିକ ଗତକାଲି କାମ ସାରି ଦିନ ବେଳା ନିଜ ଅଟୋକୁ ନିଜ ଘର ଆଗରେ ରଖି ବିଶ୍ରାମ ନେବାକୁ ଯାଇଥିବା ବେଳେ ଆସି ଦେଖିବା…
Read More...

ପୌରାଧ୍ୟକ୍ଷା ଓ କାଉନସିଲମାନଙ୍କ ସହ ଆଲୋଚନା କଲେ ରାଜ୍ୟ କିନ୍ନର ଆଖଡ଼ାର ସଭାପତି ମୀରା ପରିଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜ୍ୟ କିନ୍ନର ଆଖଡ଼ାର ସଭାପତି ତଥା ମୁକ୍ତାର ରାଜ୍ୟ ଉପଦେଷ୍ଟା ମୀରା ପରିଡାଙ୍କୁ ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ କରିବା ସହ ମୁକ୍ତା ଯୋଜନା ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା । ପରେ…
Read More...

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଆଦାନୀ ପାଇଁ ଦେଶ, ସମ୍ବିଧାନର ବଳି ଦେଉଛି ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦାନୀ ଏବେ ସାରା ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଗାନ୍ଧୀ ମଧ୍ୟ ଲୋକସଭାରେ ସେହି ବିଷୟକୁ ନେଇ ବିଜେପି ସରକାରଙ୍କୁ ଘେରିଥିଲେ । ସେଥିରେ ଆକ୍ରୋଶମୂଳକ ଭାବେ ବିଜେପି ସରକାର ରାହୁଲ ଗାନ୍ଧୀଙ୍କୁ ଜେଲ୍‌ କରାଇବା ସହ ତାଙ୍କୁ ସରକାରୀ ଘରୁ…
Read More...

ବଲାଙ୍ଗିରରେ ବିଶ୍ୱ ତୃତୀୟଲିଙ୍ଗୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ୍‌ ସୋସିଆଲ୍‌ ଜଷ୍ଟିସ୍‌ ଏଣ୍ଡ୍‌ ଏମ୍‌ପାୱାର୍‌ମେଣ୍ଟ ବିଭାଗର ନେସନାଲ୍‌ କାଉନ୍‌ସିଲ୍‌ ଫର୍‌ ଟ୍ରାନ୍ସଜେଣ୍ଡର୍‌ ପର୍‌ସନ୍‌ ମୀରା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ବଲାଙ୍ଗିର ଯାଦବ ଭବନଠାରେ ପାଳିତ ହୋଇଯାଇଛି ବିଶ୍ୱ…
Read More...

ବଜ୍ରାଘାତରେ ୪ ଜଣ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଜ୍ରାଘାତରେ ୪ ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୩ ଜଣ ସମାନ୍ୟ ଅସୁସ୍ଥ ଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ସୂଚନା ମୁତାବକ ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗ୍ରାମରେ ପ୍ରତି…
Read More...

ମହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ବଲାଙ୍ଗିର ରାଜେନ୍ଦ୍ର ପାର୍କଠାରେ ପାଳିତ ହୋଇଯାଇଛି । ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ରାଜେନ୍ଦ୍ର ଯୁବକ ସଂଘର ସଂପାଦକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ପରିଚାଳନାରେ ରାଜେନ୍ଦ୍ର…
Read More...