Browsing Tag

balangir news

ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ଛାତ୍ରୀ ସାଚିଂ ସିଂହଙ୍କ କୃତିତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁର ସ୍ଥିତ ଡା.ଝସକେତନ ସାହୁ ସନ୍ତରଣାଗାରରେ ଦୁଇ ଦିନ ଧରି ଚାଲିଥିବା ୧୪ ବର୍ଷରୁ କମ୍ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ସହରର ଛାତ୍ରୀ ସାଚିଂ ସିଂହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସାଚିଂ ୧୦୦ ମିଟର ବ୍ରେଷ୍ଟଷ୍ଟୋକ ସନ୍ତରଣରେ…
Read More...

ହରିଶଙ୍କର ଦର୍ଶନ ବସର ଶୁଭାରମ୍ଭ

ସ୍ଵତନ୍ତ୍ର ପ୍ୟାକେଜରେ ଯାତ୍ରୀମାନେ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିପାରିବେ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସର ଶୁଭାରମ୍ଭ…
Read More...

ଭାରସାମ୍ୟ ହରାଇ ବାଇକ୍‌ ଚାଳକ ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗାଁର ଶଙ୍କର ବରିହା(୨୦) ଏକ ବାଇକ୍‌ରେ ନିଜ ଗାଁରୁ କୌଣସି ଏକ କାମରେ ମାଲପଡାକୁ ଯାଉଥିଲେ । ତେବେ ସାମ୍‌ନା ପଟୁ ଆସୁଥିବା ଏକ ଚାରିଚକିଆ ଗାଡି ତାକୁ ସାଇଟ ଦେବା ସମୟରେ ଭାରସାମ୍ୟ ହରାଇ…
Read More...

ଏସ୍‌ପି ଅଫିସ ପଛପଟ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଏସ୍‌ପି ଅଫିସ ପଛପଟ ରୁଗୁଡିପଡାରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ହଠାତ୍‌ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହା ଦ୍ୱାରା…
Read More...

ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଏପ୍ରିଲ ମାସ ୩ ତାରିଖ (ସୋମବାର) ସକାଳ ଘ ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ…
Read More...

ଆଜି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣା ଷ୍ଟେଟର ପୂର୍ବତନ ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଷଢେଇକେଲାର ମହାରାଣୀ ପଦ୍ମିନୀ ଦେବୀ ଓ ମହାରାଜା ଆଦିତ୍ୟ ପ୍ରତାପ ସିଂହଙ୍କ ୨ୟ ପୁତ୍ର ଭାବେ ୧୯୨୨ ମସିହା ମାର୍ଚ୍ଚ ୩୧ ତାରିଖ ଦିନ…
Read More...

କଂଟାବାଂଜିକୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଗତକାଲି କଂଟାବାଂଜିକୁ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ପରିଦର୍ଶନ କରି ପ୍ରଥମେ କଂଟାବାଂଜିର ରେଡିଓ ସନ୍ଦେସକୁ ଉଦ୍‌ଘାଟନ କରିଥିବା ବେଳେ କଂଟାଂଜାଜି ସିଏଚ୍‌ସି ଓ ଗୋଶାଳକୁ ପରିଦର୍ଶନ କରି ଚାଲିଥିବା କାମ…
Read More...

ପୁସ୍ତକ ପଢିବା ଏକ ସାଂସ୍କୃତିକ ପରମ୍ପରାର ପରିଚୟ

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା ଉଦଯାପିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ବହି ସାଇତି ରଖିବା, ବହି ପଢିବା ଏକ ସାଂସ୍କୃତିକ ପରମ୍ପରାର ପରିଚୟ । ସମୁନ୍ନତ ମଣିଷ ସଭ୍ୟତାର ବିକଶିତ ସ୍ବରୂପ ଏହି ଅଭ୍ୟାସ ଉପରେ ନିର୍ଭର କରିଥାଏ । ଏଣୁ ଆଗାମୀ ପିଢୀକୁ ସୁସ୍ଥ ସାମାଜିକ ଚେତନା ସହ…
Read More...

ଶ୍ରୀରାମ ନବମୀରେ କୋସଲି ହନୁମାନ ଚାଳିଶା ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ୧୧ ଘଣ୍ଟା ସମୟରେ ଶ୍ରୀରାମ ନବମୀ ଅବସରରେ ମହନୀ କ୍ରିଏସନ ଓ ନିରୁ ମିଡିଆ ପ୍ରକାଶିତ କୋସଲି ହନୁମାନ ଚାଳିଶା ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ଶ୍ରୀରାମ ମନ୍ଦିରଠାରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀରାମ ନବମୀ ଅବସରରେ ଡେଲି ମାର୍କେଟ ସ୍ଥିତ ଶ୍ରୀରାମ…
Read More...

ରାମ ନବମୀ ଉପଲକ୍ଷେ ବଲାଙ୍ଗିର ସହର ଶାନ୍ତିପଡାରେ ବିରାଟ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ସାରା ଭାରତରେ ଆନନ୍ଦ ଉଲ୍ଲାସର ସହ ରାମ ନବମୀ ପର୍ବ ପାଳନ କରାଯାଉଛି । ବଲାଙ୍ଗିର ଶାନ୍ତିପଡାରେ ମଧ୍ୟ ରାମ ନବମୀ ଅବସରରେ ଆଜି ସନ୍ଧ୍ୟାରେ ଶହ ଶହ ଭକ୍ତ ଓ ଶଦ୍ଧାଳୁଙ୍କ ସମାଗମରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ…
Read More...