Browsing Tag

balangir news

ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମହାମହିମ ରାଜ୍ୟପାଳ

ମୁକ୍ତିର ବାର୍ତ୍ତାବହ ଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର : ମହାମହିମ ରାଜ୍ୟପାଳଅଂଚଳବାସୀଙ୍କ ରାଜନୈତିକ ଓ ଶିକ୍ଷାଗତ ସମ୍ପର୍ଣ୍ଣତା ପାଇଁ ଲଢୁଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବ ମାତ୍ରକେ ସ୍ୱାଧିନତା ହିଁ ତା’ ପାଇଁ ସବୁଠୁଁ ମୂଲ୍ୟବାନ…
Read More...

ପିଜି ପାଠ୍ୟକ୍ରମ ଓ ସୁପର୍‌ ସ୍ପେସିଆଲିଟି ଡାକ୍ତର ଦାବୀ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭୀମ ଭୋଇ ମେଡିକାଲ କଲେଜର ବାର୍ଷିକୋତ୍ସୋବରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ସେ ଭୀମ ଭୋଇ ମେଡିକାଲରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ସହିତ ଡାକ୍ତରଖାନାରେ ସୁପର ସ୍ପେସିଆଲିଟି ଡାକ୍ତର ପଦ…
Read More...

ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ : ମହାମହିମ ରାଜ୍ୟପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବଲାଙ୍ଗିର ଗସ୍ତରେ ଆସି ଭୀମ ଭୋଇ ମେଡିକାଲ କଲେଜର ବାର୍ଷିକୋତ୍ସବରେ ଯୋଗଦାନ କରିଛନ୍ତି । ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଣେଶୀଲାଲ ଭାବି ଡାକ୍ତରମାନଙ୍କୁ ଧନୀ ହୁଅନ୍ତୁ କି ଗରିବ, ଧାର୍ମିକ ହୁଅନ୍ତୁ କି…
Read More...

ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଜଳଛତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ତରଫରୁ ଆଜି ୱାର୍ଡ ନମ୍ବର ୮, ୧୩, ୧୪ ଓ ୧୮ରେ ଜଳଛତ୍ର ଆରମ୍ଭ ହୋଇଯାଇଛି । ଆଜି ଏହି ଜଳଛତ୍ରଗୁଡିକୁ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଖୋଲାଯାଇଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ବୁଲି ତଦାରଖ କରିବା ସହିତ ଶୁଭାରମ୍ଭ…
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରୋଡ୍‌ ହୀରାପୁର ଛକାରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ହୀରାପୁର ଛକରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ଦିଗ୍‌ଶିରା…
Read More...

ଖେଳ ଉପକରଣ ଦୋକାନରୁ ମୋବାଇଲ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରାଞ୍ଚଳ ଅନ୍ତର୍ଗତ କ୍ଲବପଡାର ଏକ ଖେଳ ଉପକରଣ ଦୋକାନରୁ ଏକ ମୋବାଇଲ କେହି ଦୁର୍ବୃତ୍ତ ଚୋରି କରିଛି । ଏନେଇ ଗତକାଲି ନିହାରିକା ମିଶ୍ର ନାମକ ଜଣେ ମହିଳା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ସେ ଦୋକାନରେ ଥିବା ବେଳେ କେହି ଅଜଣା…
Read More...

ସଡକ ଦୁର୍ଘଟଣାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଲେପାଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ମାଲଗୋଦାମପଡାର ରଞ୍ଜିତ ସୁନା(୨୯) ନିଜ ଘରୁ ବାହାରି ନିକଟସ୍ଥ ସାଲେପାଲି ଗ୍ରାମକୁ ବାଇକ୍‌…
Read More...

ଲୋଇସିଂହା ବନ ବିଭାଗର ଚଢ଼ାଉ : ବିପୁଳ ପରିମାଣର ଖଇର କାଠ ଜବତ, ୨ ଗିରଫ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବନ ବିଭାଗ ପକ୍ଷରୁ ଆଗଲପୁର ଥାନା ମହାକୁରପାଲି ଗ୍ରାମରେ ଆଜି ଭୋରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଖଇର କାଠ ଜବତ କରାଯାଇଛି । ଏଥିସହିତ ଆଗଲପୁର ଥାନା ନୂଆପାଲି ଗ୍ରାମର ଜଗଦୀଶ ବଡ଼କା ଓ…
Read More...

ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ ପକ୍ଷରୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ, ବଲାଙ୍ଗିର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଧାନସଭା ଆସନରୁ ପ୍ରତିନିଧିତ୍ଵ କରୁଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି…
Read More...

ସୀତାଙ୍କ ହରଣ ଓ ଜଟାୟୁ ମରଣ : ଏ ବର୍ଷ ପୁଣି ଡା. ରୁଦ୍ର ପଟେଲ ରାବଣ ଭୂମିକାରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବପୁରାତନ ରାମଜୀ ସଂସ୍କୃତି ପରିଷଦର ରାମଲୀଳା ନାଟକ ସପ୍ତମ ଦିନେ ସୀତା ହରଣ ଜଟାୟୁ ମରଣ ଅଭିନୀତ ହୋଇଯାଇଛି । ଗତ ଛଅ ଦିନ ହେଲା ବେଶ୍‌ ଧୁମ୍‌ଧାମରେ ରାମଜୀପଡା ଓ ଜଗନ୍ନାଥପଡା ମନ୍ଦିର ପ୍ରାଙ୍ଗଣରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ…
Read More...