Browsing Tag

balangir news

୬ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ : ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଦେଲେ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହେଉଛି ମରୁଡି ପ୍ରବଣ ଜିଲ୍ଲା । ଜିଲ୍ଲାର ଗ୍ରାମାଂଚଳରେ ମଧ୍ୟ ପାଣିର ଘୋର୍‌ ଅସୁବିଧା ଦେଖାଯାଉଥିବା ବେଳେ ଲୋକେ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ଆଜି ରାଜ୍ୟ କେବିନେଟ ଠାରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ୱାର୍ଡ ନଂ. ୧୪ ଓ ୧୫ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରସ୍ତାବମାନ ଆଲୋଚନା ମାଧ୍ୟମରେ ଗ୍ରହଣ କରାଯାଇଥିଲା । ଏହି ୱାର୍ଡମାନଙ୍କର ରାସ୍ତାର ଅବନତି ଓ…
Read More...

ବଲାଙ୍ଗିର ସଦେଇପାଲିରେ ୨୪ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦେଇପାଲିରେ ୨୪ ପ୍ରହର ନାମଯଜ୍ଞ ବଡ଼ ଧୁମ୍‌ଧାମ୍‌ରେ ଚାଲିଛି । ହରେ କୃଷ୍ଣ ହରେ ରାମ ଧ୍ୱନୀରେ ଉଛୁଳି ପଡ଼ୁଛି ସଦାଇପାଲି । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏଠାରେ ଗତ ୨୯ ତାରିଖ ଦିନ କଳସ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ସଦେଇପାଲିର…
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଆଇସିୟୁ ବିଭାଗ ଭିତରେ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଭିତରେ ରହିଥିବା ଆଇସିୟୁ ବିଭାଗର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହଉଥିବା ଦେଖିବାକୁ ମିଳିଛି । ପାଣି ସପ୍ଲାଏ ପାଇପ୍‌ ଫାଟି ଯିବା କାରଣରୁ ୱାର୍ଡ ଭିତରେ ପାଣି ଭରିଯାଇଥିବା ଆଲୋଚନା ହେଉଛି ।…
Read More...

ଦରକାର ପଡିଲେ ପୁଣି ରିମାଣ୍ଡରେ ଅଣାଯାଇ ପାରେ ନକଲି ସାର୍ଟିଫିକେଟ୍‌ର ମାଷ୍ଟର ମାଇଣ୍ଡ ଓ ଅଭିଯୁକ୍ତମାନଙ୍କୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆବଶ୍ୟକ ପଡିଲେ ନକଲି ସାର୍ଟିିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ପାଇଁ ପୁଣି ଥରେ କ୍ରାଇମ୍‌ ବ୍ରାଞ୍ଚ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ଅଭିଯୁକ୍ତମାନଙ୍କଠାରୁ ବହୁତ କିଛି ତଥ୍ୟ ମିଳିଥିବା ବେଳେ ଏହା…
Read More...

ଆଠଗାଁଠାରେ ସନ୍ଥ ଶିରୋମଣୀ ରବିଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଠଗାଁ ରବିଦାସନଗର ଠାରେ ସନ୍ଥ ଶିରୋମଣୀ ରବିଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି…
Read More...

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ଶୀଘ୍ର ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘମେ' ମାସ ଶେଷ ସପ୍ତାହରେ ସାଧାରଣ ପରିଷଦ ବୈଠକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର…
Read More...

କୁକୁଡା ଚୋରିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି : ଏସିଡ୍‌ ଫିଙ୍ଗାରେ ୪ ଜଣ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଠାରେ କୁକୁଡା ଚୋରିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି ହେବା ସହ ଏସିଡ୍‌ ଫିଙ୍ଗାଫୁଙ୍ଗି ହୋଇ ୪ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ…
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ନରସିଂହ ମନ୍ଦିର ପ୍ରାଙ୍ଗଣରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ମଲିଆ ଗଡୁଆ ଗତ ବାର୍ଷିକ ସାଧାରଣ ସଭାର ବିବରଣୀ ପାଠ କରିଥିଲେ ଏବଂ ଆୟବ୍ୟୟର ବିବରଣୀ…
Read More...

ଶାସ୍ତ୍ରୀନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ତରଫରୁ ୭୪ତମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଅଛି । ସ୍ୱାସ୍ଥ୍ୟ ମଣିଷର ଏକ ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ । ଦେହ ଓ ମନ ଭଲ ନରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ…
Read More...