ଧର୍ମପରାୟଣ ବ୍ୟକ୍ତି ଭଗବାନ ବିଶ୍ୱାଲଙ୍କ ପରଲୋକ
ବଲାଙ୍ଗିର, (କେପିଏନ୍ଏସ୍) : ପେଲେସ୍ ଲାଇନର ଧର୍ମପରାୟଣ ବ୍ୟକ୍ତି ଭଗବାନ ବିଶ୍ୱାଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହେଉଥିଲା । ଗତ କିଛି ବର୍ଷ ହେଲା ସେ ହୃଦରୋଗରେ ପୀଡ଼ିତ ଥିଲେ । ମଙ୍ଗଳବାର ସକାଳୁ ନିତ୍ୟକର୍ମ ଶେଷ ପରେ ଶରୀରରେ ଅସୁସ୍ଥତା ଅନୁଭବ କରିଥିଲେ ।!-->…
Read More...
Read More...