Browsing Tag

balangir news

ଆଜି ମହାବିଷୁବ ସଂକ୍ରାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି । ବୈଜ୍ଞାନିକ ତଥ୍ୟ ଅନୁସାରେ ବିଷୁବ ସଂକ୍ରାନ୍ତିରେ ପ୍ରବଳ ଖରା ହୋଇଥାଏ ଫଳରେ ଶରୀରରୁ ଜଳୀୟ ଅଂଶ କମ୍‌ ହେବାର ସମ୍ଭାବନା ଥାଏ ତେଣୁ ଜଳୀୟ ଅଂଶର ପରିମାଣକୁ ସନ୍ତୁଳିତ କରିବା ପାଇଁ ବିଷୁବ ସଂକ୍ରାନ୍ତିକୁ ପଣା…
Read More...

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବାବା ସାହେବଙ୍କ ଜନ୍ମ ଜୟନ୍ତୀରେ ସାମିଲ ହେବା ପାଇଁ ଆହ୍ୱାନ କଲା ଦଳିତ ମହାସଂଘ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବିଭିନ୍ନ ସମୟରେ ଜାତି ଓ ଧର୍ମକୁ ଆଳ କରି ସମ୍ବିଧାନର ବଳି ଦିଆଯାଉଥିବା ଦେଖିବାକୁ ମିଳୁଛି । ସମ୍ବିଧାନ ଦେଶର ଶେଷ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ତିଆରି ହୋଇଛି । କିନ୍ତୁ ବିଭିନ୍ନ ଦଳ ତାଙ୍କ ରାଜନୈତିକ ଆକାଂକ୍ଷାକୁ ପୁରା କରିବା ପାଇଁ ବାରମ୍ବାର…
Read More...

ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ପକ୍ଷରୁ ବାଇକ୍‌ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରରେ ଏକ ବିଶାଳ ମଟର ସାଇକେଲ ରାଲି ଦେଖିବାକୁ ମିଳିଛି । ଭାରତ ମାତାଙ୍କ ଜୟ ଧ୍ୱନି ସହ ‘ଜୟ ଶ୍ରୀରାମ’ ନାରାରେ ସହର କମ୍ପି ଉଠିଛି । ବଲାଙ୍ଗିରର ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ପକ୍ଷରୁ ଏହି ବାଇକ ରାଲିର ଆୟୋଜନ ହୋଇଥିବା…
Read More...

କ୍ରୀଡାବିତ୍‌ ତଥା କ୍ରୀଡା ସଂଗଠକ ଶେଖ ଆୟୁବଙ୍କ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଠ କ୍ରୀଡାବିତ୍‌ ତଥା କ୍ରୀଡା ସଂଗଠକ ଶେଖ ଆୟୁବ(ମୁଶରଫ)ଙ୍କ କ୍ୟାନସର ରୋଗ କାରଣରୁ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ମୁଶରଫଙ୍କ ମୃତ୍ୟୁ ସମୟରେ ୬୮ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମୁଶରଫ ଜଣେ ଆଗଧାଡିର ଫୁଟବଲ ଖେଳାଳି ଥିବା ସହ ରାଜ୍ୟସ୍ତରୀୟ ରେଫରି…
Read More...

ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୁଦ୍ଧରେ ନାଗରିକ କମିଟିର ଧାରଣା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବୀ ପତ୍ର ପ୍ରଦାନରାଜନୈତିକ ଅଭିସନ୍ଧି ଓ ବୈମାତୃକ ମନୋଭାବ ଯୋଗୁଁ ବଲାଙ୍ଗିର ଜିଲ୍ଲା ଅବହେଳିତ : ନାଗରିକ କମିଟି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟିର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାପାଳ ସମ୍ମୁଖରେ ବିପର୍ଯ୍ୟସ୍ତ…
Read More...

ରୋଲର୍‌ ମେସିନ ଚୋରି କରି ସଦର ପୁଲିସ ହାତରେ ଧରାପଡିଲେ ଦୁଇ ଚୋର

ବଲାଙ୍ଗିର, (କେପିନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଫଟାବାହାଲ ଠାରୁ ଏକ ରୋଲର୍‌ ମେସିନ ଚୋରି ହୋଇଥିବା ବେଳେ ଏହାକୁ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଆଜି ଗିରଫ କରିଛି ।…
Read More...

ନରସିଂହଙ୍କ ବନ୍ଧୁମିଳନ : ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ସମସ୍ୟା ବିଷୟରେ ସାମ୍ବାଦିକଙ୍କ ସହ କଲେ ଚର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ବନ୍ଧୁମିଳନର ଅୟୋଜନ କରି ବଲାଙ୍ଗିରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଥା ସମସ୍ୟାମାନଙ୍କ ଉପରେ ସାମ୍ବାଦିକମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ସଭା ଆରମ୍ଭରୁ ସାମ୍ବାଦିକମାନଙ୍କୁ…
Read More...

ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଓଡିଶା ସରକାରୀ ଆଉଟସୋର୍ସିଂ ୟୁନିୟନ, ବଲାଙ୍ଗିର ଶାଖା ପକ୍ଷରୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସାର୍କିଟ ହାଉସଠାରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଭେଟି ଓଡିଶା ସରକାରୀ ଆଉଟସୋର୍ସିଂ ୟୁନିୟନ, ବଲାଙ୍ଗିର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସଂଗଠନର…
Read More...

ଅସୀମ କରାଟେ ଏକାଡେମୀ ତରଫରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ ବଲାଙ୍ଗିରରେ ବଙ୍ଗୋମୁଣ୍ଡା ବ୍ଲକ ପର୍ନଡ୍ରପାନି ଗ୍ରାମର ମୋହନାବତୀ ଗହିର(୧୭) ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ମୋହନାବତୀ ଗହିରଙ୍କ କେହି…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲା ନାଗରିକ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କମିଟି ତରଫରୁ ଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ଜିଲ୍ଲାର ଗଣ୍ୟମାନ୍ୟ ବ୍ୟକ୍ତିମାନେ ସାମିଲ ହୋଇ ସରକାରଙ୍କ…
Read More...