Browsing Tag

balangir news

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଲୋକ ସାଂସଦ ସଂଗୀତା ସିଂହଦେଓ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ଓଡ଼ିଶାର ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଯୋଗଦେଇଥିଲେ । ମଞ୍ଚରେ ଅତିଥି…
Read More...

ଶାସ୍ତ୍ରୀନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାସ୍ତ୍ରୀନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଏକ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି । ଉପରୋକ୍ତ ସ୍ୱାସ୍ଥ୍ୟ ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ…
Read More...

କିଲଟରୀ ସମ୍ମୁଖ ଓଁକାର ଛକରେ ମଧ୍ୟାହ୍ନରେ ଚଲ୍ହା ପାଣି ଓ ସନ୍ଧ୍ୟାରେ ମିଠା ପଣା ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବିଷୁବ ପଣା ସଂକ୍ରାନ୍ତି ଓ ପବିତ୍ର ହନୁମାନ ଜୟନ୍ତୀ ସୁଖଦ ଅବସରରେ ସାରା ବଲାଙ୍ଗିର ସହରରେ ଭକ୍ତିମୟ ପରିବେଶ ପରିଲକ୍ଷିତ ହୋଇଥିବା ବେଳେ ସହର ଜନଗହଳି ପୂର୍ଣ୍ଣ ରହିଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବଗୋଷ୍ଠୀ କିଲଟରୀ ସମ୍ମୁଖ…
Read More...

ରାମଜୀପଡାର ନାଟକ ୧୧ ଦିନରେ ମଂଚସ୍ଥ ହୋଇସାରିଛି ବାଲି ବଧ, ସୀତା ଠାବ, ଲଙ୍କାପୋଡି ସହ ସେତୁବନ୍ଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ପୁରାତନ ରାମଜୀ ନାଟକ ସଂସ୍ଥାର ରାମଲୀଳା ନାଟକ ସଦାଶିବଭଣତି ଗୁରୁଶ୍ରୀ ବାଲମୁକୁନ୍ଦଙ୍କ ନିର୍ଦ୍ଦେଶନାରେ ୧୪ ଦିନରେ ମଂଚସ୍ଥ ହୋଇଯାଇଛି । ନବମ, ଦଶମ ଓ ଏକାଦଶ ଦିବସରେ ବାଲିବଧ, ସୁଗ୍ରୀବଙ୍କ ରାଜ ଅଭିଷେକ, ହନୁମାନଙ୍କ ସୀତା ଠାବ, ଲଙ୍କାପୋଡି, ଅଶୋକ…
Read More...

ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

ଜିଲ୍ଲା ଦଳିତ ସମାଜର ବିଶାଳ ଶୋଭାଯାତ୍ରାଜୟ ଭୀମ ନାରାରେ କଂପିଲା ବଲାଙ୍ଗିର ସହର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ସଦର ମହକୁମାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ…
Read More...

ସମ୍ବଲପୁର ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବେ ବିବେଚିତ ହେଲେ ସିଏନ୍‌ସି ମହାବିଦ୍ୟାଳୟର ଛାତ୍ରୀ ରିଙ୍କି ରାଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୨ ତାରିଖ ଦିନ ସିଏନ୍‌ସି ଛାତ୍ରୀ ରିଙ୍କି ରାଏଙ୍କୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ମାନିତ କରାଯାଇଛି । ଓଡିଶା ସୋସାଇଟି ଅଫ୍‌ ଆମେରିକା, ନ୍ୟୁୟର୍କ ଦ୍ଵାରା ପ୍ରଦତ୍ତ ଏହି ସମ୍ମାନଟି ଯୁକ୍ତ ୩ ଶେଷ ବର୍ଷ ସମ୍ମାନ ବିଷୟରେ…
Read More...

ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଦଳିତ ସମାଜ ପକ୍ଷରୁ ସାମ୍ବିଧାନିକ ଭାରତର ରାଷ୍ଟ୍ରପିତା ତଥା ଭାରତ ରତ୍ନ ଡଃ. ଭୀମ ରାଓ ଆମ୍ବେଦକରଙ୍କ ୧୩୨ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଦଳିତ ସମାଜର ହଜାର ହଜାର ସଦସ୍ୟମାନେ କୋଶଳ କଳା ମଂଡଳ ଠାରୁ ଏକ ବିଶାଳ ରାଲିରେ…
Read More...

ଜିଲ୍ଲାସ୍ତରୀୟ ଡ. ବି.ଆର୍‌. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପିପି ଏକାଡେମୀ ସଭା ଗୃହରେ ଜିଲ୍ଲାସ୍ତରୀୟ ଡ. ବି.ଆର୍‌. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି…
Read More...

ପେଜ ପଡି ଯୁବତୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାତ ରାନ୍ଧୁଥିବା ବେଳେ ଗରମ ପେଜ ପଡି ସଇଁନ୍ତଳା ଥାନା ଘୁନସର ଗାଁର ଚତୁରୀ ମହାଲିଙ୍ଗ ନାମ୍ନୀ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସଇଁନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ…
Read More...

ଆଜି ସମ୍ବିଧାନର ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ନେଇଥିଲେ । ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲା ।…
Read More...