ls

ଶାନ୍ତିପଡାରେ ବିଳମ୍ବିତ ରାତ୍ରିରେ ସର୍ଟସର୍କିଟ୍‌ରେ ଜଳିଗଲା ଗଛ

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଗଛରେ ବିଦ୍ୟୁତ ତାର ଲାଗିଥିବା ବେଳେ ସର୍ଟସର୍କିଟ୍‌ ହୋଇ ତାର ଛିଣ୍ଡି ପଡିଥିବା ଦେଖିବାକୁ ମିଳିଥିଲା । ଶାନ୍ତିପଡା ମହାଦେବ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । କିଛି ସମୟ ପାଇଁ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ମଧ୍ୟ ଘଟିଥିବା ଦେଖିବାକୁ ମିଳିଥିଲା ।

manabhanjan
Leave A Reply

Your email address will not be published.