ଦେଶୀମଦ ଜବତ, ୨ ଗିରଫ
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁନ୍ତଲା ଥାନା କୁରୁଲ ଗାଁରେ ୨୨ ଲିଟର ଦେଶୀମଦ ଜବତ କରି ଦୁଇଜଣଙ୍କୁ ଗିରଫ୍ କରିଛି ପୁଲିସ । ଗିରଫ ଦ୍ୱୟ ହେଲେ ତ୍ରିନାଥ ସେଠ(୩୪) ଏବଂ ଭକ୍ତବନ୍ଧୁ ପଟେଲ (୪୦) । ସୂଚନା ଅନୁସାରେ ଗାଁରେ ଉକ୍ତ ଦୁଇ ଅଭିଯୁକ୍ତ ବେଆଇନ ଭାବେ ମଦ ବିକ୍ରି କରୁଥିବା ଖବର ପାଇ!-->…
Read More...
Read More...