Browsing Tag

balangir news

ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦ୍‌ନୁସାରେ ମଇ ମାସ ୦୧ ତାରିଖ ସକାଳ ଘ. ୮.୩୦ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ…
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ସ୍ଥିତ ଜଙ୍ଗଲ ବିଭାଗ ଡାକ ବଙ୍ଗଳାଠାରେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
Read More...

ବଲାଙ୍ଗିରର ସମରେନ୍ଦ୍ର ମିଶ୍ର ପୁଣିଥରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମରେନ୍ଦ୍ର ମିଶ୍ର ପୁଣିଥରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବା ନେଇ ଖବର ମିଳିଛି । ଶ୍ରୀ ମିଶ୍ର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ବଲାଙ୍ଗିରରେ କଂଗ୍ରେସ ପ୍ରେମୀଙ୍କ ମହଲରେ ଖୁସିର ଲହରୀ…
Read More...

କେନ୍ଦୁପତ୍ର କର୍ମଚାରୀ ମହାସଂଘ ପକ୍ଷରୁ ୮ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ହଲ୍‌ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କର୍ମଚାରୀ ଓ ତୋଳାଳିମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯିବା ସହ ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକଙ୍କ ଜରିଆରେ ଏକ…
Read More...

ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଏବିଭିପିର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଏବିଭିପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସମାବେଶରେ ମୁଖ୍ୟତଃ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ୯୦ ଶତକଡା ପଦବୀ ଖାଲି ପଡି ରହିଥିବା ସ୍ଥଳେ…
Read More...

ୱେଷ୍ଟ ଜୋନ୍‌ ଟାଇକଣ୍ଡୋ ଚାମ୍ପିୟନସିପ୍‌ରେ ବଲାଙ୍ଗିରକୁ ୧୩ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବରଗଡର ଗଣପତି ଭିଲ୍ଲାଠାରେ ଦ୍ୱିତୀୟ ୱେଷ୍ଟ ଜୋନ୍‌ ଟାଇକଣ୍ଡୋ ଚାମ୍ପିୟନସିପ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ୧୩ ଜଣିଆ ଦଳ ଭାଗ ନେଇ ସଫଳତା ହାସଲ କରିଥିବା ବଲାଙ୍ଗିର ଜିଲ୍ଲା…
Read More...

କଳା ଶିକ୍ଷକ ନିଯୁକ୍ତିରେ ସ୍ଥାନୀୟ ନିଯୁକ୍ତି ଦାବୀ କଲା ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିରରେ କଳା ଶିକ୍ଷକ ନିଯୁକ୍ତିକୁ ସ୍ଥାନୀୟ ଆବେଦନକାରୀଙ୍କୁ ଆଗ୍ରାଧିକାର ଦେଇ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ…
Read More...

ବଲାଙ୍ଗିରରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ

ମ୍ୟାଲେରିଆ ନିରାକରଣ ସକାଶେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ…
Read More...

ଭୀମଭୋଇ ମେଡିକାଲରେ ନିୟାମକ ମଣ୍ଡଳୀ ବୈଠକ

ସ୍ୱତନ୍ତ୍ର କର୍କଟ ଡାକ୍ତରଖାନା ହେବ ନିର୍ମାଣଅଗଷ୍ଟ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମେଡିକାଲପିଜି କ୍ଲାସ ଖୋଲିବା ପାଇଁ ଆନୁସଙ୍ଗିକ ପ୍ରସ୍ତୁତିଅନୁପସ୍ଥିତ ଡାକ୍ତରଙ୍କ ଉପରେ ହେବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ…
Read More...

ଗୁରୁଙ୍କ ନାମରେ କଳଙ୍କ : ପୃଥ୍ୱୀରାଜ ହାଇସ୍କୁଲର କ୍ରୀଡା ଶିକ୍ଷକ ସୌରଭ ପଧାନଙ୍କ ନାମରେ ପ୍ରେମ ପ୍ରତାରଣା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଗୁରୁଙ୍କ ନାମରେ କଳଙ୍କ । ଏଭଳି ଏକ ଖବର ବଲାଙ୍ଗିର ସହରରେ ଚହଳ ସୃଷ୍ଟି କରିଛି । ଛାତ୍ରଛାତ୍ରୀଙ୍କୁ ସଂସ୍କାର ପ୍ରଦାନ କରିବା ଓ ସେମାନଙ୍କ ଚରିତ୍ର ଗଠନର ଗୁରୁ ଦାୟିତ୍ୱ ବହନ କରୁଥିବା ଶିକ୍ଷକଙ୍କ ଯଦି ଚରିତ୍ର କଳଂକିତ ହୁଏ, ତେବେ କଥା ସରିଲା । ଏଭଳି…
Read More...