Browsing Tag

balangir news

ନୂଆପଡ଼ା ନିବାସୀ ଶତାୟୁ ମହିଳା ସାଧବାଣୀ ଦାସଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ସାଧବାଣୀ ଦାସଙ୍କ ୧୦୪ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ମୃତ୍ୟୁ ସମୟରେ ଦାସ ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ତାଙ୍କର ସାନ ଦିଅର…
Read More...

ପିପି ଏକାଡେମୀ ସ୍କୁଲରେ କରାଟେ ଓ ଟାଇକଣ୍ଡୋ ସମର କ୍ୟାମ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅସୀମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ପିପି ଏକାଡେମୀ ହାଇସ୍କୁଲ ପରିସରରେ ସମର କ୍ୟାମ୍ପର ଶୁଭାରମ୍ଭ ହୋଇଯାଇଛି । କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମର କ୍ୟାମ୍ପରେ ମୁଖ୍ୟ ଅତିଥି ରୂପେ…
Read More...

ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ସୂଚନା ଅନୁସାରେ ବାଇପାସ୍ ରାସ୍ତା ପାଇଁ ମାଟି ଆଣୁଥିବା ବେଳେ ବନ୍ଧ ଭୁଷୁଡି ଅନ୍ନପୂର୍ଣ୍ଣାନଗରରେ ଗତ କାଲି ରାତି ଜଳବନ୍ଦୀ ହୋଇଥିବା ଘଟଣାର ଖବର ପାଇ ଆଜି ଘଟଣା ସ୍ଥଳକୁ ପରିଦର୍ଶନ…
Read More...

ଉନ୍ନୟନମୂଳକ କାମ ହୋଇପାରୁନି ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ : ପଡିରହୁଛି ଅନୁଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଏକମାତ୍ର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ ହେଉନି ଉନ୍ନୟନମୂଳକ କାମ । ଅନୁଦାନ ଆସୁଛି କିନ୍ତୁ ଖର୍ଚ୍ଚ ନ ହୋଇ ପଡିରହୁଛି । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଆୟୁର୍ବେଦିକ ମହାବିଦ୍ୟାଳୟର ଉନ୍ନତିମୂଳକ କାମ ହେଉ ନଥିବା ବେଳେ…
Read More...

ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ରେଙ୍ଗାଲି ଗାଁର ଜଣେ ମହିଳା ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମୁତାବକ ୨୦୨୦ରେ ରୀତିନୀତି ଅନୁସାରେ ରେଙ୍ଗାଲି ଗାଁର ଗୀତା ସାହୁ ସାଇଡଲଙ୍ଗ ଗାଁର ଲକ୍ଷ୍ମଣ ସାହୁଙ୍କୁ ବାହା ହୋଇଥିଲେ ।…
Read More...

ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାର ଲୋଇସିଂହା, ପାଟଣାଗଡ଼ ଓ ବଲାଙ୍ଗିର ବ୍ଲକକୁ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ତଦାରଖ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ । ଏହି ସମୟରେ ଜିଲ୍ଲା ପରିଷଦ…
Read More...

ସାମ୍ବାଦିକ ଭବନ ପରିଦର୍ଶନ କଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଆଜି ସାମ୍ବାଦିକ ଭବନ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାମ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି । ସଂଘର ସଭାପତି ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୂର୍ବରୁ ପୌରାଧ୍ୟକ୍ଷାଙ୍କୁ…
Read More...

ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ୱାର୍ଡ ନଂ. ୧୫ ଓ ୧୬ର ଉନ୍ନତିକରଣ ଓ ସମସ୍ୟାକୁ ନେଇ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷତଃ ଲୋକଙ୍କ ପାନୀୟ ଜଳ, ରାସ୍ତାଘାଟ ଉନ୍ନତିକରଣ ଇତ୍ୟାଦି ଉପରେ ସଭ୍ୟମାନେ ଆଲୋକପାତ କରିଥିଲେ ।…
Read More...

ରେଳ ଉପଭୋକ୍ତା ସଂଘ ତରଫରୁ କୃତଜ୍ଞତା ଜ୍ଞାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଲୋକଲୋଚନକୁ ଆଣି ଜିଲ୍ଲାର ପ୍ରତିନିଧି ଏବଂ ରେଳ ବିଭାଗର ଉପରିସ୍ଥ କର୍ମଚାରୀଙ୍କୁ ଜଣାଇ ଆସିଛନ୍ତି । ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏହି ଦାବୀଗୁଡିକୁ ନେଇ ରେଳ ମନ୍ତ୍ରୀ…
Read More...

ଚାଉଳ ଦୁର୍ନୀତି ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପାଇଁ ନଗର କଂଗ୍ରେସ ପକ୍ଷରୁ ମାମଲାକାର୍ଯ୍ୟାନୁଷ୍ଠାନ ପାଇଁ ୧୫ ଦିନର ମହଲତ, ନହେଲେ ତୀବ୍ର ହେବ ଆନ୍ଦୋଳନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାଉଳ ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।…
Read More...