୩୦ କ୍ୱିଣ୍ଟାଲ ତେନ୍ତୁଳି କାଠ ବୋଝେଇ ଟ୍ରାକ୍ଟର ଜବତ୍ କଲା ବଲାଙ୍ଗିର ବନ ବିଭାଗ
ବଲାଙ୍ଗିର, (କେପିଏନ୍ଏସ୍) : ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠ ବୋଝେଇ ଏକ ଟ୍ରାକ୍ଟର ଜବତ୍ କରିଛି ବଲାଙ୍ଗିର ବନ ବିଭାଗ । ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର-୧ ବିଭାଗର ଚାନ୍ଦପୁରୀ ଗ୍ରାମ ନିକଟରେ ପ୍ରାୟ ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠରେ!-->…
Read More...
Read More...