Browsing Tag

balangir news

ପୁଇଁତଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ପୁଇଁତଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ…
Read More...

ବଲାଙ୍ଗିର ଶାନ୍ତିପଡା ନାମଯଜ୍ଞରେ ଯୋଗଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡା ନାମଯଜ୍ଞରେ ଯୋଗ ଦେଇଛନ୍ତି ବିଧାୟକ ନରସିଂହ ମିଶ୍ର । ଆଜି ଅପରାହ୍ଣ ୩ଟା ସମୟରୁ ଶାନ୍ତିପଡାରେ ଆୟୋଜିତ ହେଉଥିବା ଷୋହଳ ପ୍ରହର ନାମଯଜ୍ଞରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଯଜ୍ଞ ରୋଲି ବାନ୍ଧିବା ସହ ବିଭୁ ଆଶୀର୍ବାଦ ଗ୍ରହଣ…
Read More...

ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଜୋର୍‌ସୋର୍‌ ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ଜୋର୍‌ସୋର୍‌ ତଦନ୍ତ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଶାନ୍ତିପଡାଠାରେ ଥିବା ଏସ୍‌ଏଚ୍‌ଜି ଗୃପର ଚାଉଳ ବଣ୍ଟନ କେନ୍ଦ୍ରକୁ ଯାଇ ନଗର ଉନ୍ନୟନ ବିଭାଗର ତଦନ୍ତକାରୀ ଟିମ୍‌ ତଦନ୍ତ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ରହୁଥିବା ଜଣେ ଛାତ୍ରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଛାତ୍ରୀ ଉଷାରାଣୀ ରାଉତ ଶାନ୍ତିପଡ଼ାରେ ଏକ ଭଡ଼ାଘରେ ରହି ବଲାଙ୍ଗିର ବାଳିକା ମହାବିଦ୍ୟାଳରେ ଯୁକ୍ତ ତିନରେ…
Read More...

୮ଟି କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୨ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮ଟି ବଡ଼ ବଡ଼ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୨ ଜଣଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ବନ ବିଭାଗ । ଗତ ୧୪ ତାରିଖ ପ୍ରାୟ ଦିନ ୨ଟା ସମୟରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ୧୦୯.୫ ଘନଫୁଟ ମାପର ୮ଟି ନିମ୍ବ,…
Read More...

ତାଲୁଫଟା ଖରା ଥି ତତ୍‌ଲା ତାୱା ପାଲ୍‌ଟିଛେ ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଲୁଫଟା ଖରା ଥି ତତ୍‌ଲା ତାୱା ପାଲ୍‌ଟିଛେ ବଲାଙ୍ଗିର ସହର । ଦିନର୍‌ ୧୦ ବଜେ ନୁଁ ଆଜି ଟାଏଁ ଟାଏଁ ଖରା । ଭଁଟା କେ ବାହାର୍‌ଲେ ଜୀବନ୍‌କନ୍ଦା ଦାନ୍ଦି ଥି ଦିହିଁ ଜଲି ଯଉଛେ । ହାଓ ହାଓ କରୁଛେ ମୁହୁଁ । ସତେ ଯେନ୍‌ତା କିଏ ମୁହୁଁ ଉପ୍‌ରେ ଉଂଜଲା ଉଂଜଲା…
Read More...

ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ଭେଟିଲେ କଳିକେଶ ଓ ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ତଥା ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନପ୍ରାପ୍ତ ହୋଇଥିବା ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଚେୟାର୍‌ମେନ୍‌ ତଥା ପୂର୍ବତନ ବଲାଙ୍ଗିର ସାଂସଦ…
Read More...

ମୂଲ୍‌ ହେଲା ବଲାଙ୍ଗିର୍‌ ଶାନ୍ତିପଡ଼ାରେ ନାମଯଜ୍ଞ : ପହେଲା ନାମ୍‌ ଧର୍‌ଲେ ଶାନ୍ତିପଡ଼ା ନିବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୂଲ୍‌ ହେଲା ବଲାଙ୍ଗିର୍‌ ଶାନ୍ତିପଡ଼ାରେ ନାମଯଜ୍ଞ । ପହେଲା ନାମ୍‌ ଧର୍‌ଲେ ଶାନ୍ତିପଡ଼ା ନିବାସୀ । ଏତେ ରଟ୍‌ ଖରା ବି ଭକ୍ତିର୍‌ ଆଘେ ହାର୍‌ ମାନିଛେ । ଶାନ୍ତିପଡ଼ାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରୀତି ନୀତି ଅନୁସାରେ ଆଜି ଠିକ୍‌ ଉପର୍‌ବେଲା ୩ ବଜେ ପହରୀ…
Read More...

ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କେରମେଲି ଗ୍ରାମ ସ୍ଥିତ ମା' ମାହେଶ୍ୱରୀଙ୍କ ଡାଲତଳ ପ୍ରାଙ୍ଗଣରେ ଟିକେଶ୍ୱର କର୍ମୀଙ୍କ ସଭାପତିତ୍ୱରେ ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ତୀର୍ଥ ପଧାନଙ୍କ ମଂଚ ପରିଚାଳନା ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର…
Read More...

ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ଶାନ୍ତିପଡ଼ାରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ବଲାଙ୍ଗିର ଶାନ୍ତିପଡ଼ାରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଧ୍ୟ ଯୋଗଦାନ କରି କଳସ ଧାରଣ କରିଥିବା ବେଳେ ଶାନ୍ତିପଡ଼ା ତଥା…
Read More...