pakka

ମୂଲ୍‌ ହେଲା ବଲାଙ୍ଗିର୍‌ ଶାନ୍ତିପଡ଼ାରେ ନାମଯଜ୍ଞ : ପହେଲା ନାମ୍‌ ଧର୍‌ଲେ ଶାନ୍ତିପଡ଼ା ନିବାସୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୂଲ୍‌ ହେଲା ବଲାଙ୍ଗିର୍‌ ଶାନ୍ତିପଡ଼ାରେ ନାମଯଜ୍ଞ । ପହେଲା ନାମ୍‌ ଧର୍‌ଲେ ଶାନ୍ତିପଡ଼ା ନିବାସୀ । ଏତେ ରଟ୍‌ ଖରା ବି ଭକ୍ତିର୍‌ ଆଘେ ହାର୍‌ ମାନିଛେ । ଶାନ୍ତିପଡ଼ାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରୀତି ନୀତି ଅନୁସାରେ ଆଜି ଠିକ୍‌ ଉପର୍‌ବେଲା ୩ ବଜେ ପହରୀ ମଣ୍ଡପ୍‌ କେ ସମି ପୂଜା ପାଠ ଉତ୍‌ରୁ ନାମ୍‌ ଧରିଛନ । ଖୋବ୍‌ ଗହକି ଦେଖ୍‌ବାର୍‌ କେ ମିଲିଛେ ସମ୍‌କର୍‌ ଭିତ୍‌ରେ । ଏନ୍‌ତା ଲାଗୁଛେ ଯେନ୍‌ତା ସାରା ଶାନ୍ତିପଡ଼ାବାସୀ ଇ’ କାର୍ଯ୍ୟକ୍ରମ ନେଇ ସାମିଲ୍‌ ହେଇଛନ୍‌ । ଆଏଜ୍‌ ବେଲ୍‌ବୁଡ଼ା ନୁଁ ମୂଲ୍‌ ହେବା ମୀନାବଜାର୍‌ । ଭକ୍ତ ଶ୍ରଦ୍ଧାଳୁ ମାନ୍‌କର୍‌ ଲାଗି ପହରୀ ଶେଷ ପତେ ଅନ୍ନ ଭୋଗ୍‌ର ବି ବ୍ୟବସ୍ଥା ହେଇଛେ । ଶାନ୍ତିପଡ଼ା ଆର୍‌ ଆଖପାଖର୍‌ ସମକର୍‌ ଭିତ୍‌ରେ ଇ’ କାର୍ୟ୍ୟକ୍ରମ ଲାଗି ଖୋବ୍‌ ଉସ୍‌ନାକ୍‌ ଦେଖ୍‌ବାର୍‌ କେ ମିଲିଛେ ।

jay balangir
Leave A Reply

Your email address will not be published.

two × 4 =