Browsing Tag

balangir news

ଭୀମପାହାଡ ମହୋତ୍ସବ ୨୦୨୩ର ପ୍ରଥମ ସନ୍ଧ୍ୟା

ମୁଖ୍ୟ ଆକର୍ଷଣ ରାବଣ ଦରବାର ସହ ଘୁଡୁକା, ଢାପ, ସମ୍ବଲପୁରୀ ନୃତ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ୯ମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ପ୍ରଥମ ସଂଧ୍ୟାର ସାଂସ୍କୃତିକ ସଭାରେ…
Read More...

ବଲାଙ୍ଗିରରେ ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ପୌର ପରିଷଦର…
Read More...

ଚାଉଳ ଦୁର୍ନୀତି ବିରୁଦ୍ଧରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଡିଏସ୍‌ ଚାଉଳ ଦୁର୍ନୀତି ବିରୁଦ୍ଧରେ ଆଜି ବିଜେପି ମହିଳା ମୋର୍ଚ୍ଚା ଗର୍ଜନ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଘଟଣାର ତୁରନ୍ତ ତଦନ୍ତ…
Read More...

ବଲାଙ୍ଗିର ବନ ବିଭାଗକୁ ମିଳିଲା ବଡ଼ ସଫଳତା : ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ମ୍ୟାକ୍ସ ପିକଅପ୍ ଜବତ, ୨ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ଏକ ମ୍ୟାକ୍ସ ପିକଅପ୍ ଜବତ କରିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ୍‌ କରାଯାଇଛି । ସୂଚନା ଅନୁସାରେ ଆଜି ପ୍ରାୟ ସକାଳ ୦୪ଟା ୪୫ରେ ଦେଓଗାଁ ପୋଲିସ୍ କର୍ମଚାରୀଙ୍କ ସହ ରାତିରେ…
Read More...

କରଙ୍ଗାକଁଟା ବନ୍ଧର ପୁନଃଉଦ୍ଧାର ନକଲେ ଚରମ ପଦକ୍ଷେପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରଙ୍ଗାକଁଟା ବନ୍ଧ ବଲାଙ୍ଗିରର ସର୍ବ ପୁରାତନ ବନ୍ଧ ମଧ୍ୟରୁ ଅନ୍ୟତମ । ସମୟ ଥିଲା ଲୋକେ ଏଠାକାର ପାଣି ପିଇବା ପାଇଁ ବ୍ୟବହାର କରୁଥିଲେ । ଆଜିର କରଙ୍ଗାକଁଟାକୁ ଦେଖିଲେ ତାହା ଅନ୍ୟ କେଉଁ ଯୁଗର କାହାଣୀ ଭଳି ମନେହୁଏ । ଏ ବନ୍ଧର ପାଣି ଆଜି ମଣିଷ ପିଇବା ତ…
Read More...

ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଶାନ୍ତିପଡ଼ା ତଥା ଆଖପାଖ ଅଂଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ୍‌ ହୋଇ କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିଛନ୍ତି । ଗତ ୧୨ ତାରିଖ ଦିନ…
Read More...

ମେଣ୍ଡା ହାଇସ୍କୁଲର ପୂର୍ବତନ ଛାତ୍ର ବିନୋଦ ସୁନା ପାଇଲେ ଓଇଏସ୍‌

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲର ପୁରାତନ ଛାତ୍ର ଓଡିଶା ଏଜୁକେସନ୍‌ ସର୍ଭିସ(ଓଇଏସ) ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ତରଭା ତଥା ମେଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)…
Read More...

ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର ବିନାଶ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିବାଦ ମାନବ ସମାଜରେ ଏକ ବ୍ୟାଧି । ଏହା ସମାଜରେ ରହିଥିବା ପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ଉନ୍ନତି ପରିକଳ୍ପନା କରାଯାଇ ନପାରେ । ମାନବବାଦର ବିକାଶ ହେଲେ ଜାତିବାଦକୁ ଦୂର କରିହେବ । ତେଣୁ ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର…
Read More...

ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ବିପିଏମ୍‌, ବିଏଲ୍‌ସି, ଏସ୍‌ଡିସି, ଏକାଉଣ୍ଟଟେଣ୍ଡମାନଙ୍କୁ ନେଇ ଗଠନ କରାଯାଇଥିବା ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଏକ ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ ସ୍ଥାୟୀ ସଭାପତି ପ୍ରଭାତ କୁମାର…
Read More...

୯ମ ଭୀମପାହାଡ ମହୋତ୍ସବର ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ସଂଖ୍ୟାରେ ଭକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ଆଜିଠାରୁ ୯ମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ଦେଓଗାଁ ବ୍ଲକର ଜରାସିଂହାର ପାଟଖଣ୍ଡାପୀଠ ଓ କୁମୁରିଆ ଗାଁରୁ ସୁଲିଆପୀଠରୁ ଦୁଇଟି ମଶାଲକୁ…
Read More...