Browsing Tag

balangir news

ବଲାଙ୍ଗିର ସହରର ଦୁଇ ଯୁବକଙ୍କୁ ଛୁରାମାଡ : ୧ ମୃତ, ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପୁଣି ଏକ ବର୍ବର ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସହରର ନରସିଂ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଛି ଛୁରାମାଡ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୀମଭୋଇ ଭୋଇ ମେଡିକାଲ କଲେଜ ଓ…
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗିର ଏସ୍‌ପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀ କୁଶଲକରଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଋଷିକେଶ ଖିଲାରି ଯୋଗଦେବେ । ଏହି…
Read More...

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶୂନ୍ୟଛାୟା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ଶୂନ୍ୟ ଛାୟା ଦିବସ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି ବିଶ୍ଵର ପ୍ରତ୍ୟେକ ସ୍ଥାନରେ ଅକ୍ଷାଂଶ ଆଉ ଦ୍ରାଘିମାର ସ୍ଥିତି ଅନୁସାରେ ଶୂନ୍ୟ ଛାୟା ଦିବସ ପାଳନର ତାରିଖ ନିର୍ଦ୍ଧାରିତ ହୋଇଥାଏ । ଏହା…
Read More...

ନରସିଂହଙ୍କ ସାରସମାଲ ପଞ୍ଚାୟତ ଗସ୍ତ

୩ଟି ହାଇମାଷ୍ଟ ଲାଇଟ୍‌ ଏବଂ ୨ଟି କମ୍ୟୁନିଟି ସେଣ୍ଟର ଉଦ୍‌ଘାଟିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଜ ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଲକ ସ୍ଥିତ ସାରସମାଲ ପଞ୍ଚାୟତରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ସାରସମାଲ ପଞ୍ଚାୟତ…
Read More...

ସଡକ ଦୁର୍ଘଟଣାରେ ଦମ୍ପତି ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜାମୁଟବାହାଲ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ଜଣେ ଦମ୍ପତି ଦୁର୍ଘଟାଣାଗ୍ରସ୍ତ ହୋଇଛନ୍ତି । ଗୁରୁତର ଦମ୍ପତି ଜଣକ ହେଲେ ସନ୍ଦିବାହାଲ ଗ୍ରାମର ପ୍ରକାଶ ପାତ୍ର ଓ ତାଙ୍କ ସ୍ତ୍ରୀ । ଏହି ଦୁର୍ଘଟଣାରେ…
Read More...

ରେଳ ଉପଭୋକ୍ତା ସଂଘ ତରଫରୁ ଆନ୍ଦୋଳନ ଡାକରା : ସମର୍ଥନ କଲେ ସାଂସଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ରେଳ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ ପୂଜାର୍ପଣ ମନ୍ତ୍ର ଧ୍ୱନୀ ପରେ ଉପସଭାପତି ଅଶୋକ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।…
Read More...

ମୁରସିଂଠାରେ ବହୁମୁଖୀ ସଭାଗୃହର ଉଦ୍‌ଘାଟନ କଲେ ବଲାଙ୍ଗିର ବିଧାୟକ ନରସିଂହ

ବିଜେଡି ନେତାଙ୍କ ନାରୀ ନିର୍ଯ୍ୟାତନା ଉପରେ ଆଇନ ବାଟବଣା ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ମୁରସିଂଠାରେ ଏକ କମ୍ୟୁନିଟି ସେଣ୍ଟର ଏବଂ ବହୁମୁଖୀ ସଭାଗୃହର ଶୁଭ ଉଦ୍‌ଘାଟନ ଉତ୍ସବ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ…
Read More...

ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ କ୍ରୀଡ଼ା ବିଭାଗ ତଥା କ୍ରୀଡ଼ା ଛାତ୍ରାବାସ ବଲାଙ୍ଗିର ଆନୁକୂଲ୍ୟରେ ମେ' ମାସ ୧ ତାରିଖରୁ ଚାଲିଥିବା ଅଣଆବାସିକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ସହକାରୀ ଜିଲ୍ଲାପାଳ ସୋମକେଶ ନାୟକ ଏବଂ ସହକାରୀ…
Read More...

ଚାଷୀଙ୍କୁ ପାରମ୍ପରିକ ବିହନ ପ୍ରଦାନ କରାଯାଉ : ଲୋକ ଉନ୍ନତି ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଚାଷୀମାନଙ୍କୁ ପାରମ୍ପରିକ ବିହନ ପ୍ରଦାନ, ସମସ୍ତ କିଟ୍‌ରେ ବିହନ ପରିମାଣ ବୃଦ୍ଧି କରାଯାଉ, ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଏ ନେଇ ସରକାର ପଦକ୍ଷେପ ଗ୍ରହଣ କରିବା ଆଦି ଦାବୀକୁ…
Read More...

ସଇଁତଳା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ସଇଁତଳା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ…
Read More...