Browsing Tag

balangir news

ଡକାୟତି ଯୋଜନା ପଣ୍ଡ କରି ୫ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୋଲିସ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି । ବଲାଙ୍ଗିର ସହରର ଡେଲିମାର୍କେଟ ପଛପଟ ଏକ ଖୋଲା ଜାଗାରେ ୫ ଜଣ ଦୁର୍ବୃତ୍ତ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ…
Read More...

ଘନଘୋର୍‌ ଆନ୍ଦୋଳନରେ ଜିଲ୍ଲା ମିଳିତ ଅମଲା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲେଭେଲ-୯ ଦରମା ଦାବୀରେ ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ଗତ ୧ ତାରିଖ ଠାରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିଥିବା ବେଳେ ଆଜି ଷଷ୍ଠ ଦିନରେ ଧାରଣା ପହଂଚିଥିଲେ ବି ରାଜ୍ୟ ସରକାର ଅମଲା ସଂଘର…
Read More...

ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା ‘ପ୍ରକୃତି ବନ୍ଧୁ’ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ବଲାଙ୍ଗିର ବିଜାଖମନ ମେଗା ନର୍ସରୀଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପରିବେଶ ଦିବସରେ ବଲାଙ୍ଗିର ବ୍ଲକ ନିମନ୍ତେ ବରକାନି ଗ୍ରାମର ମୂଳବାସିନ୍ଦା ତଥା ପରିବେଶ ପ୍ରେମୀ, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ପରିବେଶ ସୁରକ୍ଷା ଓ…
Read More...

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନ୍‌ଫରେନ୍ସ ହଲଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ଆୱାର୍ଡରେ ସମ୍ମାନିତ କରିଛନ୍ତି । ବଲାଙ୍ଗିର ଜିଲ୍ଲା କରାଟେ…
Read More...

ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ସଦର ବ୍ଲକ ବୀରମୁଣ୍ଡାଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ପ୍ରସ୍ତାବକ୍ରମେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟରେ ଘଟିଥିବା ରେଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା…
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ବିଜାଖମନ୍‌ ମେଗା ନର୍‌ସରି ଠାନେ ଅନୁଷ୍ଠିତ ହେଇଯାଇଛେ । ଇନେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ରିଷିକେଶ ଦିଆନ୍‌ଦେଓ ଖିଲାରୀ, ଡିଏଫ୍‌ଓ ନୀତିଶ କୁମାର, କେନ୍ଦୁଲିଫ୍‌ ଡିଏଫ୍‌ଓ ରଂଜିତ ମଲ୍ଲିକ…
Read More...

ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ । ପର୍ଯ୍ୟଟକମାନ୍‌କୁ ଆକର୍ଷିତ କର୍‌ବାର୍‌ ଲାଗି ଭୀମ୍‌ ଡୁଙ୍ଗୁରୀ କେ ଆର୍‌ ସୁନ୍ଦର୍‌ କର୍‌ବାର୍‌ ଲାଗି ଅଁଟା ଭିରିଛେ ବଲାଙ୍ଗିର ବନ ବିଭାଗ । ଇ’ ଭିତ୍‌ରେ ଭୀମ୍‌ ଡୁଙ୍ଗୁରୀ କେ ଯିବାର୍‌ ଆସ୍‌ବାର୍‌…
Read More...

ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଉମାଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ମନ୍ଦିରର ଉନ୍ନତି ପାଇଁ କଣ ସବୁ…
Read More...

ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହର ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ପରିବେଶ ସଂପର୍କରେ ଏକ ଆଲୋଚନା ଚକ୍ର…
Read More...

ରଥଯାତ୍ରା ବେଳକୁ ଶାନ୍ତିପଡ଼ା ଦୁର୍ଗାମଣ୍ଡପକୁ ଆସିବେ ସିଆର୍‌ପିଏଫ୍‌ ଜଗନ୍ନାଥ

ବଲାଙ୍ଗିର, (ଶାନ୍ତିପଡ଼ା) : ଚଳିତ ବର୍ଷ ଆସନ୍ତା ଜୁନ୍‌ ୨୦ ତାରିଖ ବେଳକୁ ବଡ଼ଠାକୁର ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥର ଶାନ୍ତିପଡ଼ା ଦୁର୍ଗାମଣ୍ଡପ(ମାଉସୀ ଘର)କୁ ସିଆର୍‌ପିଏଫ୍‌ ମୁଖ୍ୟ କାର୍ଯ୍ୟାଳୟର ଜଗତର ନାଥ ଜଗନ୍ନାଥ ଭାଇ ଭଉଣୀ ସହ ଆସିବେ ଓ ତାଙ୍କ ଦିବ୍ୟ ଦଶ…
Read More...