Browsing Tag

balangir news

ବଲାଙ୍ଗିର ଉପଖଣ୍ଡସ୍ତରୀୟ ଲୋକଉତ୍ସବ ଟାଉନ ହଲଠାରେ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲଠାରେ ବଲାଙ୍ଗିର ଉପଖଣ୍ଡସ୍ତରୀୟ ଲୋକଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ବିମୋହିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନୀତିନ କୁଶଳକର, ଉପଜିଲ୍ଲାପାଳ
Read More...

ରାଜ୍ୟ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ପୁରୀ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୪ ଓ ୧୫ ତାରିଖରେ ପୁରୀର ରାନୀସତି ଭବନ ସ୍ଥିତ ଟାଇକଣ୍ଡୋ ଟ୍ରେନିଂ ହଲରେ ଓଡିଶା ରାଜ୍ୟ ଟାଇକଣ୍ଡୋ ସଂଘ ତରଫରୁ ରାଜ୍ୟସ୍ତରୀୟ ଖିରୋଗୀ ଓ ପୁମସେଇ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ
Read More...

ବିଶିଷ୍ଟ ଫୁଟ୍‌ବଲ୍‌ ଖେଳାଳି ଲକ୍ଷ୍ମୀନାରାୟଣ ମଲ୍ଲିକ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଫୁଟ୍‌ବଲ୍‌ ଖେଳାଳି ଲକ୍ଷ୍ମୀନାରାୟଣ ମଲ୍ଲିକ(୮୫) ଆଉ ନାହାନ୍ତି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୫ଟା ୫୫ ମିନିଟ୍‌ରେ ସ୍ଥାନୀୟ ଆନନ୍ଦନଗର ସ୍ଥିତ ତାଙ୍କ ବାସଭବନ ‘ପ୍ରତୀକ୍ଷା ଭବନ’ରେ ତାଙ୍କ ଦେହାବସାନ ଘଟିଛି । ସେ ସମବାୟ
Read More...

ମଠଖାଇ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଂଚ ଦୁଲୁକେଇ ଦେଲା ଦୁଲ୍‌ଦୁଲି କଳା ପରିଷଦର ଘୁଡ଼କା : ଡା. ରୁଦ୍ର ନାରାୟଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ର ଆଜି ପଞ୍ଚମ ତଥା ଅନ୍ତିମ ସଂଧ୍ୟାରେ ବଲାଙ୍ଗିରର ଦୁଲ୍‌ଦୁଲି କଳା ପରିଷଦର କଳାକାରମାନଙ୍କ ଘୁଡ଼କା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଂଚ ଦୁଲିକି ଉଠିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପରେ ସାଧାରଣ ସଭା ଅନୁଷ୍ଠିତ
Read More...

ବଲାଙ୍ଗିର ଡାଏଟ ପରିସରରେ ସାଂସ୍କୃତିକ ମଂଚ ଉଦ୍‌ଘାଟନ କଲେ ବିଧାୟକ ନରସିଂହ ମିଶ୍ର

ଶୃଙ୍ଖଳା ହିଁ ବିକାଶର ମୂଳମନ୍ତ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ସବୁ କ୍ଷେତ୍ରରେ ଶୃଙ୍ଖଳିତ ହେଲେ ଯାଇ ଆମେ ସଫଳତା ହାସଲ କରିପାରିବା । ଶୃଙ୍ଖଳା ବିନା ପ୍ରଗତି ଏବଂ ବିଜୟ ଅସମ୍ଭବ । ଶୃଙ୍ଖଳିତ ରୁଷ ସୈନ୍ୟ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜର୍ମାନୀକୁ ପରାଜିତ କରିପାରିଥିଲେ । ଶିକ୍ଷା
Read More...

ବଲାଙ୍ଗିର ଜିଲ୍ଲା ପରଷଦ ବୈଠକ

ଉତ୍ତମ ସମନ୍ଵୟ ମାଧ୍ୟମରେ ଯୋଜନାଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷ୍ୟା ଦେବକୀ ସାହୁଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ
Read More...

ବ୍ଲକକୁ ଆସୁଥିବା ଅନୁଦାନକୁ ନେଇ ବିଧାୟକ ଓ ଜିଲ୍ଲାପାଳ ମୁହାଁମୁହିିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଓ ଜିଲ୍ଲାପାଳ ମୁହାଁମୁହିଁ । ବ୍ଲକକୁ ଆସୁଥିବା ବିଭିନ୍ନ ଅନୁଦାନ ଟଙ୍କା ଠିକ୍ ଭାବରେ ଦିଆଯାଉ ନଥିବା ସହ ତାହାକୁ ସରକାରଙ୍କ ଗାଇଡଲାଇନ ଉଲଙ୍ଘନ କରି କାମ କରୁଥିବା ଅଭିଯୋଗ ଆଣିଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ
Read More...

କୁଲତା ସମାଜ ବଲାଙ୍ଗିରର କାର୍ଯ୍ୟାଳୟ ଗୃହ ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଭଗବତୀନଗର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ସୁରଥ ପଧାନଙ୍କ ସଭାପତିତ୍ୱରେ ଏକ ଘରକୁ ସମାଜର କାର୍ଯ୍ୟାଳୟ ଭାବରେ ଉଦ୍‌ଘାଟନ କରିବା ସହିତ ନୂତନ ବର୍ଷ ନିମନ୍ତେ ସମାଜର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା
Read More...

ବିବେକାନନ୍ଦ ଜୟନ୍ତୀରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୦.୩୦ମି. ସମୟରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରକ୍ତ ଭଣ୍ଡାର ପ୍ରାଙ୍ଗଣରେ ବଲାଙ୍ଗିର ଜିଲ୍ଲା ସମନ୍ୱୟ ସମିତି ଗାୟତ୍ରୀ ପରିବାର ତରଫରୁ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ, ପଣ୍ଡିତ ଶ୍ରୀରାମ ଶର୍ମା
Read More...

ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ହିଁ ସମଷ୍ଟିଗତ ଭାବରେ ସ୍ୱାସ୍ଥ୍ୟାବସ୍ଥାକୁ ନିରୁପିତ କରିଥାଏ । କିଶୋରରେ ଉପଯୁକ୍ତ ଶିକ୍ଷା, ସଚେତନତା ଓ ମାର୍ଗଦର୍ଶନ ହିଁ ସୁସୁଖ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଭାବଶୀଳ ବାତାବରଣ ସୃଷ୍ଟି କରାଯାଇ ପାରିବ ଉଦ୍ଦେଶ୍ୟକୁ ଲକ୍ଷ୍ୟ
Read More...